Latest Odisha News

BREAKING NEWS

Browsing Category

ଫିଚର

T20 ବିଶ୍ୱକପ୍: ଇତିହାସ ରଚିଲେ ରସିଦ ଖାନ୍, ଲାସିଥ୍ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ଟି-ଟ୍ୱେଣ୍ଟି ବିଶ୍ୱକପରେ ନୂଆ କୀର୍ତ୍ତି କରିଛନ୍ତି ଆଫଗାନିସ୍ତାନ କ୍ରିକେଟର ରସିଦ ଖାନ୍ । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ସେ ଇତିହାସ ରଚିଛନ୍ତି । ସୁପର-୧୨ ମୁକାବିଲାରେ ଆଫଗାନିସ୍ତାନକୁ ୫ ଓ୍ୱିକେଟରେ ପାକିସ୍ତାନ ହରାଇଥିଲେ ବି ନୂା ରେକର୍ଡ…

୨୪ ଘଣ୍ଟାରେ ରାଜ୍ୟରୁ ୩୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦୦ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୩୭୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୬୫ ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଅଛନ୍ତି । ୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ…

୩ ଲୋକସଭା ଓ ୩୦ ବିଧାନସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶରେ ୩ଟି ଲୋକସଭା ଓ ୩୦ ବିଧାନସଭା ଆଶନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶର ଖଣ୍ଡଓ୍ୱା, ହିମାଚଳପ୍ରଦେଶର ମଣ୍ଡି ଲୋକସଭା ସିଟ ପାଇଁ ମତଦାନ ଚାଲିଛି । ସେହିପରି ଦାଦ୍ରା ନଗର ହାଓ୍ୱଲି ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଭୋଟିଂ ଚାଲିଛି । ସେହିପିର ୧୩…

ଗଛରେ ପିଟିହେଲା ସ୍କର୍ପିଓ: ଜଣେ ମୃତ, ୭ରୁ ଅଧିକ ଆହତ

ନବରଙ୍ଗପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆଜି ଭୋରରୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାବାଜିଗୁଡ଼ା ନିକଟରେ ଏହି…

ପୁଣି ବଢ଼ିଲା ତୈଳଦର: ପେଟ୍ରୋଲ ୩୫ ଓ ଡିଜେଲ୍ ୩୮ ପଇସା ମହଙ୍ଗା

ନୂଆଦିଲ୍ଲୀ: ଦେଶରେ ତୈଳ ଦରରେ ଲଗାମ ରହୁନି । ପ୍ରତିଦିନ ବଢୁଛି ଦାମ୍ । ଆଜି ପେଟ୍ରୋଲ ଦର ଲିଟର ପ୍ରତି ୩୫ ପଇସା ବଢ଼ିଛି । ସେହିପରି ଡିଜେଲ୍ ଦର ୩୮ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ୍ ୧୦୯.୯୬ ଟଙ୍କା ଓ ଡିଜେଲ୍ ଦାମ୍ ୧୦୬.୬୦ ଟଙ୍କା ହୋଇଛି ।…

ମମିତା ହତ୍ୟା ମମଲା: ବିଜେପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ବିଭିନ୍ନ ଜିଲ୍ଲାରେ ସିରିଜ୍ ବନ୍ଦ ପାଳନ କରୁଛି । ଆଜି ବୌଦ୍ଧ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ…

୨୨ ଦିନ ପରେ ଆଜି ମୁକୁଳିବେ ଆର୍ୟନ୍, ପୁଅକୁ ଆଣିବାକୁ ଜେଲ୍ ଗଲେ ଶାହାରୁଖ

ମୁମ୍ବାଇ: ଆଜି ଜେଲରୁ ବାହାରି ପାରନ୍ତି ଜୁନିଅର୍ କିଙ୍ଗ ଖାନ୍ । ୨୨ ଦିନ ପରେ ମୁମ୍ବାଇ ଆର୍ଥର ରୋଡ୍ ଜେଲରୁ ମୁକୁଳିଲେ ଆର୍ୟନ୍ ଖାନ୍ । ଦିନ ୧୦ଟାରେ ସେ ମୁକୁଳି ପାରନ୍ତି । ଜେଲର ଜାମିନ ବାକ୍ସରେ ରିଲିଜ ଅର୍ଡର ଦିଆଯାଇଛି । ଅର୍ଥାତ୍ ଏବେ ଆର୍ୟନଙ୍କର ଜେଲରୁ ମୁକୁଳିବା ପ୍ରକ୍ରିୟା ଆରମ୍ଭ…

ଡିଆରଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

ଭୁବନେଶ୍ବର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ ହୋଇଛି । ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷଣ କରାଯାଇଛି । ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ…

ହିନ୍ଦୁ ଦେବୀ-ଦେବତାଙ୍କ ଆପତିଜନ କଂଟେଟ ହଟାଇବା ପାଇଁ ଟ୍ୱିଟରକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଟ୍ୱିଟରକୁ ହିନ୍ଦୁ ଦେବୀ-ଦେବତାଙ୍କୁ ନେଇ ପ୍ରକାଶ ପାଇଥିବା ଆପତିଜନକ କଂଟେଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋସିଆଲ ମିଡିଆ ଲୋକଙ୍କ ଭାବନାକୁ ସମ୍ମାନ ଦେବା ଉଚିତ । କାହାର ଭାବନାକୁ ଆହତ କରିବା ପରି ପୋଷ୍ଟକୁ ପ୍ରଶୟ ଦିଆଯିବା ଉଚିତ ନୁହେଁ…

ଉତ୍କଳ ହସପିଟାଲ ପକ୍ଷରୁ ‘ଷ୍ଟ୍ରୋକ୍ ହେଲ୍ପଲାଇନ୍, ଷ୍ଟ୍ରୋକ୍ ପାଥଓ୍ବେ ଓ କୋଡ୍ ଷ୍ଟ୍ରୋକ’ର ଶୁଭାରମ୍ଭ

ଭୁବନେଶ୍ବର : ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ଉତ୍କଳ ହସପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ସୁବିଧା । ‘ଷ୍ଟ୍ରୋକ୍ ହେଲ୍ପଲାଇନ୍, ଷ୍ଟ୍ରୋକ୍ ପାଥଓ୍ବେ ଓ କୋଡ୍ ଷ୍ଟ୍ରୋକ’ର ସୁବିଧାକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଯାହାଦ୍ବାରା ଷ୍ଟ୍ରୋକ୍ ରୋଗୀଙ୍କୁ ସଠିକ୍ ସମୟରେ…