Latest Odisha News

BREAKING NEWS

Browsing Category

ଫିଚର

ବିଜେଡିରେ ମିଶ୍ରଣ ପର୍ବ, ସାମିଲ ହେଲେ ୪୨ଟି ଶ୍ରମିକ ସଂଗଠନ

ଭୁବନେଶ୍ୱର : ବିଜେଡିରେ ମିଶିଛନ୍ତି ସିପିଆଇ ନେତା ନବକିଶୋର ମହାନ୍ତି । ନବକିଶୋର ଦୀର୍ଘ ୪୦ ବର୍ଷ ଧରି ସିପିଆଇରେ କାମ କରିଥିଲେ। ଏହାସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି ଯେ , ବାହାରେ ରହି ଆମେ…

ରାମଗୋପାଳଙ୍କ ଅଜବ ଟୁଇଟ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୁଏ ଆଉ ଏଥର ବି ଜଣେ ଖାଁ……

ମୁମ୍ବାଇ: ପ୍ରଡ୍ୟୁସର-ଡାଇରେକ୍ଟର ରାମଗୋପାଳ ବର୍ମା ତାଙ୍କ ଅଜବ ଗଜବ ଟୁଇଟ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ନେଇ ସେ ଟୁଇଟ କରିଛନ୍ତି ଯେ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୋଇଥାଏ । ଏଥର ବି ଜଣେ ଖାଁ ରିଲିଜ ହେଲେ । ସେ କାହାକୁ…

ଦୀପାବଳିରେ ଦାମିକିଆ ମିଠା , କିଲୋ ୫୦ହଜାର

ଲକ୍ଷ୍ନୌ : ମିଠା କିଲୋ ୫୦ ହଜାର । ଆସୁଛି ଦୀପାବଳି ଏନେଇ ମିଠା ବ୍ୟବସାୟୀ ମାନେ ସ୍ୱତନ୍ତ୍ର ମିଠା ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏନେଇ ଲକ୍ଷ୍ନୌ ସହରେରେ ଛପନଭୋଗ ସୁଇଟସ ଦ୍ୱାରା ଏକ ସ୍ୱତନ୍ତ୍ର ମିଠା ତିଆରି କରାଯାଇଛି । ଏହ ମିଠାର ନାଁ 'ଏକ୍ସୋଟିକା'…

ଆଜି ଅନନ୍ୟାଙ୍କ ଜନ୍ମଦିନ, ସାମିଲ ହେବେ କି ଆର୍ୟନ ?

ମୁମ୍ବାଇ : ଆଜି ବଲିଉଡ୍ ବିୟୁଟି ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ  । ୨୪ ବର୍ଷ ବୟସରେ ପାଦ ଦେଇଛନ୍ତି ଅନନ୍ୟା । ଏନେଇ ଅନନ୍ୟାଙ୍କୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଆଜିର ବର୍ଥ ଡେ କୁ ଅନନ୍ୟା ପାଣ୍ଡେ ଡିଫେରେଣ୍ଟ ୱରେ ସେଲିବ୍ରେସନ କରିବେ ବୋଲି ଜଣାପଡ଼ିଛି। କାହିଁକି ନାଁ…

ଜୁଏଲାରୀ ଡିଜାଇନର ସବ୍ୟସାଚୀଙ୍କ ବିରୋଧରେ ରୁଜୁ ହେଲା ମାମଲା

ବମ୍ବେ: ଫ୍ୟାଶନ ତଥା ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁର୍ଖାଜୀଙ୍କ ଅଡୁଆ ବଢ଼ିଛି । ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଆଜି ଓକିଲ ଆଶୁତୋଷ ଦୁବେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସବ୍ୟସାଚୀ ତାଙ୍କ ମଙ୍ଗଳସୂତ୍ର ଜୁଏଲାରୀ ଡିଜାଇନରେ ଅର୍ଦ୍ଧ ନଗ୍ନ ନାରୀଙ୍କ ଫଟୋ ପ୍ରକାଶ ପାଇଥିଲା ।…

[ଭିଡିଓ] କେନ୍ଦୁଝରରେ ରାଜ୍ୟର ପ୍ରଥମ ‘ମାଣ୍ଡିଆ କାଫେ’ ଉଦଘାଟିତ

କେନ୍ଦୁଝର : କେନ୍ଦୁଝରରେ ରାଜ୍ୟର ପ୍ରଥମ ''ମାଣ୍ଡିଆ କାଫେ' ଉଦଘାଟିତ ହୋଇଛି  । ଜିଲ୍ଲାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅଣ୍ଟାଭିଡିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ୧୪୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ୩ ହଜାରରୁ ଅଧିକ ଚାଷୀଙ୍କୁ ନେଇ ପ୍ରଶାସନ ଆରମ୍ଭ କରିଛି ମିଲେଟ କାଫେ ।…

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଘର , ୪ ଗାଈ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ

ଭଦ୍ରକ : ଭଦ୍ରକରେ ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଘର । ଅଗ୍ନିକାଣ୍ଡ ଯୋଗୁଁ ୩ ଟି ପରିବାରର ୫ ବଖରା ଘର ପୋଡି ପାଉଁସ ହୋଇଯାଇଛି ଓ ୪ ଟି ଗାଇ ଓ ଗୋଟିଏ ଛେଳି ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ର ଦକ୍ଷିଣସାହି ଗ୍ରାମରେ ଏଭଳି ଭୟାବହ ଅଗ୍ନିକାଣ୍ଡ…

ମୋ ବସ୍ ସେବା ପାଇଁ କ୍ରୁଟକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ରାଜ୍ୟରେ ମୋ ବସ୍ ସେବା ପାଇଁକ୍ରୁଟକୁ ପୁଣି ଥରେ ମିଳିଛି ଜାତୀୟ ପୁରସ୍କାର । ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀକୁ ନେଇ କ୍ରୁଟକୁ ମିଳିଛି ଏହି ପୁରସ୍କାର । ଗତ ବର୍ଷେ ଭିତରେ…

KBCରେ ବିଗ୍ ବି ପଚାରିଲେ ‘ବନ୍ଦେ ଉତ୍କଳ ଜଜନୀ’କୁ କିଏ ଦେଇଛି ରାଜ୍ୟ ସଙ୍ଗୀତ ମାନ୍ୟତା ?

ମୁମ୍ବାଇ: ବନ୍ଦେ ଉତ୍କଳ ଜନନୀକୁ କେଉଁ ରାଜ୍ୟ ଦେଇଛି ରାଜ୍ୟ ସଙ୍ଗୀତ ମାନ୍ୟତା ? କୌନ୍ ବନେଗା କରୋଡପତିର ସିଜିନ ୧୩ରେ ଏହି ପ୍ରଶ୍ନ ପଟାରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଗତ ୨୮ ତାରିଖରେ ଜଣେ ପ୍ରତିଯୋଗୀ ଶିବ ଶଙ୍କରଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ବିଗ୍ ବି । ଚାରିଟି ରାଜ୍ୟର ନାଁ…

ରେଳ ଧାରଣାରେ ପଡ଼ିଛି ଅଚିହ୍ନା ଯୁବକଙ୍କ ମୃତଦେହ

ଯାଜପୁର: ଚ୍ରେନ୍ ଲାଇନରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ । ଯାଜପୁର ଜିଲ୍ଲା ହରିଦାସପୁର-ଧାନମଣ୍ଡଳ ରେଳ ଲାଇନର ଖୋସାଲିପୁର ନିକଟରୁ ଉଦ୍ଧାର ହୋଇଛି ମୃତଦେହ । ଆଜି ସକାଳେ ସ୍ଥାନୀୟ ଲୋକ ରେଲ ଧାରଣାରେ ମୃତଜେହ ପଡ଼ିଥିବା ଦେଖିଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଆରପିଏଫ୍ । ଆରପିଏଫ…