Latest Odisha News

BREAKING NEWS

Browsing Category

ଫିଚର

ଭାରତ ପକ୍ଷରୁ ସର୍ବାଧିକ ଥର ଟି୨୦ ବିଶ୍ୱକପ ଖେଳିବେ ହିଟମ୍ୟାନ !

ଦୁବାଇ: ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଭାରତ ପକ୍ଷରୁ ସର୍ବାଧିକ ଥର ଟି୨୦ ବିଶ୍ୱକପ କ୍ରିକେଟ ଖେଳିବାକୁ ଯାଉଛନ୍ତି । ରବିବାର ଦୁବାଇ ପଡିଆକୁ ଓହ୍ଲାଇବେ ମାତ୍ରେ ସେ ଏହି ରେକର୍ଡର ଅଧିକାରୀ ହେବେ । ରୋହିତ ଏ ପର୍ଯ୍ୟନ୍ତ ୬ ଟି୨୦ ବିଶ୍ୱକପ ଖେଳି ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ…

ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ରାୟଗଡ଼ା : ପାଇଖାନା ଟାଙ୍କି ସଫା କରିବା ହେଲା କାଳ। ନିମିଷକେ ଚାଲିଗଲା ଜୀବନ। ନିର୍ମାଣଧିନ କୋଠାର ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଟିକିରି କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ପଞ୍ଚାଳି ଗାଁ ରେ ଏପରି ଅଘଟଣ ଘଟିଛି।କାଶିପୁର ଏବଂ ରାୟଗଡ଼ା ଦମଦଳ ବାହିନୀ…

ଫରଦୀନ, ରିତେଶ ଅଭିନୀତ ବିସ୍ଫୋଟ ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ପରଦାକୁ ଫେରୁଛନ୍ତି ଫରଦୀନ ଖାଁ । କୁକି ଗୁଲଟୀଙ୍କ ବିସ୍ଫୋଟ ଫିଲ୍ମରେ ରିତେଶ ଦେଶମୁଖ ଏବଂ ଫରଦୀନ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ଶୁଟିଂ ଆରମ୍ଭ ହୋଇଛି । ଏ ନେଇ ସୋସିଆଲ ସାଇଟରେ ଫରଦୀନ ସୂଚନା ଦେଇଛନ୍ତି । ସଞ୍ଜୟ ଗୁପ୍ତା ଓ ଭୂଷଣ କୁମାର ଏହି ଫିଲ୍ମକୁ…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଶ୍ରୀଜୀ ମଣ୍ଡପରେ ଭାଜପାର ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ରାଜ୍ୟ ସଭାପତି ଡଃ ବିଭୁ ପ୍ରସାଦ ତରାଇ ଯୋଗଦେଇ ଦଳୀୟ ସଙ୍ଗଠନ ମଜଭୁତ ସହ ତୃଣମୂଳସ୍ତରରେ କର୍ମୀ ଏବଂ ସଙ୍ଗଠନ କାର୍ଯ୍ୟ କରିବାକୁ…

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ମଦବିରୋଧୀ ଆନ୍ଦୋଳନ

ନୂଆପଡ଼ା: ତେଜୁଛି ମଦବିରୋଧୀ ଆନ୍ଦୋଳନ। ନୂଆପଡ଼ା ଜିଲ୍ଲା ଘରଧରା ଗ୍ରାମରେ ମଦ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନ କରାଯାଇଛି। ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ଗାଁଠାରୁ ଭାଟି ପର୍ଯ୍ୟନ୍ତ ମଦ ବିରୋଧୀ ଆନ୍ଦୋଳନର ଡ଼ାକରା ଦେଇଥିଲେ। ଗାଁର ଯୁବକମାନେ ମଦ ପିଇ ପଥଭ୍ରଷ୍ଟ ହେଉଛନ୍ତି।…

କାଠଯୋଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: କାଠଯୋଡ଼ି ପୋଲ ଉପରୁ ନଦୀକୁ ଡ଼େଇଁ ପଡ଼ିବା ଘଟଣା। ଖୋଜାଖୋଜି ପରେ ମିଳିଲା ଯୁବକଙ୍କ ମୃତଦେହ। ଦୀର୍ଘ ଘଣ୍ଟା ଖୋଜାଖୋଜି ପରେ ଓଡ୍ରାଫ୍ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି। କଟକ-ଭୁବନେଶ୍ୱର ରାସ୍ତା କାଠଯୋଡ଼ି ବ୍ରିଜରୁ ଡ଼େଇଁପଡ଼ିଥିଲେ ଯୁବକ। ମୃତକ ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ…

ଆଜି କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ। ଯାହା ସାରା ବିଶ୍ୱରେ ବୌଦ୍ଧ ତୀର୍ଥସ୍ଥାନକୁ ସଂଯୋଗ କରିବା ପାଇଁ ଏକ ପ୍ରୟାସ। ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ଗସ୍ତ ସମୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ। କୁଶୀନଗରର…

ମମିତା ନିଖୋଜ ଘଟଣା: ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଭବାନୀପାଟଣା: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ତେଜୁଛି ବିରୋଧ । ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ କରାଯାଉଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ…

କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ

ଭୁବନେଶ୍ୱର: ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । କାଠଯୋଡ଼ି ବ୍ରିଜ୍ ଉପରୁ ନଦୀ ଭିତରକୁ ଡେଇଁଲେ ଜଣେ ଯୁବକ । ଭୁବନେଶ୍ୱର-କଟକ ରାସ୍ତାରେ ସ୍କୁଟି ରଖି ମହିଳା ନଦୀ ଉତରକୁ ଡେଇଁଛନ୍ତି । ଯୁବକ ଜଣକ ଖାରବେଳ ନଗର ୟୁନିଟ୍‌-୩ ଅଞ୍ଚଳରେ । ତାଙ୍କ ନାଁ ସପନ କୁମାର ବେହେରା ଓ ବୟସ ୨୯…

ଆର୍ୟନଙ୍କୁ ବେଲ୍ ନା ଜେଲ: ଆଜି ଆସିବ ରାୟ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ଜୁନିଅର କିଙ୍ଗ ଖାନଙ୍କୁ ବେଲ୍ ନା ଜେଲ୍ ? ମନ୍ନତ ଫେରିବେ ଆର୍ୟନ ନା ଆର୍ଥର ରୋଡ୍ ଜେଲରେ ତାଙ୍କୁ ରହିବାକୁ ପଡ଼ିବ ? ଆଜି ଆସିବ ରାୟ । ଶହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଆଜି ରାୟ ଶୁଣାଇବେ ମୁମ୍ବାଇର ସ୍ପେଶାଲ୍ ଏନଡିପିଏସ୍ କୋର୍ଟ ।…