Latest Odisha News

BREAKING NEWS

Browsing Category

ଫିଚର

ନୂଆ ନାଁରେ ଆସିବ ଫେସବୁକ୍

ନୂଆଦିଲ୍ଲୀ : ନୂଆ ନାଁରେ ଆସିବ ଫେସବୁକ୍ । ବିଶ୍ବର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ଫେସବୁକ ପାଇବ ନୂଆ ପରିଚୟ । ଫେସବୁକକୁ ମେଟାଭର୍ସରେ ପରିଣତ କରିବେ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ଆସନ୍ତା ୨୮ ତାରିଖ କମ୍ପାନୀର ବାର୍ଷିକ ଉତ୍ସବରେ ନୂଆ ନାଁ ଘୋଷଣା କରାଯିବ । କମ୍ପାନୀ ଯୋଜନାରେ…

ରାଉରକେଲାରେ ଲଜ୍ଜା, ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ

ରାଉରକେଲା : ରାଉରକେଲା ସହରରେ ଲଜ୍ଜା । ନିଜର ୧୫ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା । ଏନେଇ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ନାବାଳିକା । ସବୁଠୁ ଚାଞ୍ଚଲ୍ୟକର କଥା ଏହା ଯେ, ଏ ସବୁକିଛି ଘଟଣା ବିଷୟରେ ଜାଣିଛି ଜନ୍ମକଲା ମା’ । ଅର୍ଥାତ ମା’ର ଜାଣତରେ…

ଚାହୁଁ ଚାହୁଁ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

କଟକ : କଟକ ମାଣିକଘୋଷ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଝୁଣା ଧୂପରୁ ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁ ପ୍ରବଳ ବେଗରେ ଦୁଇ ମହଲା ଘରକୁ ବ୍ୟାପି ଯାଇଛି । ରାସ୍ତା ସଙ୍କୀର୍ଣ୍ଣ ଥିବାରୁ ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇବା କଷ୍ଟସାଧ୍ୟ…

ପୋଲିସ ପଞ୍ଝାରେ ବନ୍ଧୁକ ବ୍ୟବସାୟୀ ,୫ଟି ବନ୍ଧୁକ ସହ ୪ ଜଣ ଅଭିଯୁକ୍ତ ଗିରଫ

କଟକ : କଟକ ପୋଲିସକୁ ପୁଣି ସଫଳତା । କଟକରୁ  ଆଜି ପୁଣି ବେଆଇନ ଅସ୍ତ୍ରଶସ୍ତ୍ର ସହ ୪ ଜଣ ବନ୍ଧୁକ ବେପାରୀଙ୍କୁ ପୋଲିସ ଗିରଫ କରିଛି।ଅଭିଯୁକ୍ତମାନଙ୍କ ଠାରୁ ୫ଟି ବନ୍ଧୁକ,୧୨ଟି ଅଫୁଟା ଗୁଳି ,ଦୁଇଟି ବାଇକ ସହ ୫ ଟି ମୋବାଇଲ ଫୋନକୁ ଜବତ କରିଛି କଟକ ସହରାଞ୍ଚଳ ପୋଲିସ।ଏକ ସାମ୍ବାଦିକ…

କୁଶୀନଗର ଆନ୍ତର୍ଜାତୀକ ବିମାନ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଲକ୍ଷ୍ନୌ: କୁଶୀନଗର ଆନ୍ତର୍ଜାତୀକ ବିମାନ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତର ପ୍ରଦେଶ ଭଗବାନ ବୁଦ୍ଧଙ୍କ ପରିନିର୍ବାଣଠାରେ ଏହା ଉଦଘାଟନ କରାଯାଇଛି। ୧୩୦ଜଣ ଯାତ୍ରୀଙ୍କୁ ନେଇ ଶ୍ରୀଲଙ୍କାରୁ ଆସିଥିବା ଏକ ବିମାନ ମଧ୍ୟ ସେଠାରେ ଅବତରଣ କରିଛି। ପ୍ରଧାନମନ୍ତ୍ରୀ…

ହଷ୍ଟନ୍‌ ଏୟାରପୋର୍ଟରେ ଜଳିଗଲା ବିମାନ ,ଅଳ୍ପକେ ବର୍ତ୍ତିଲେ ୨୧ ଯାତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ : ହଷ୍ଟନ୍‌ ଏୟାରପୋର୍ଟରେ ବିମାନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୨୧ ଜଣ ଯାତ୍ରୀ। ବିମାନରେ ଥିବା ସମସ୍ତ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆମେରିକାର ବିମାନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ହଷ୍ଟନର ସମୟ ୧୦ ଟା ପାଖିପାଖି ହେବ ଏପରି ଅଘଟଣ…

ଜମ୍ମୁକଶ୍ମୀର ସୋପିଆଁରେ ଏନକାଉଣ୍ଟର,୨ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ସେନାକୁ ପୁଣି ସଫଳତା । ଜମ୍ମୁକଶ୍ମୀର ସୋପିଆଁ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଖବର ପାଇବା ପରେ ଦ୍ରାଗଦ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଆଣ୍ଡ କର୍ଡନ ଅଭିଯାନ ଚାଲିଥିଲା । ଏନକାଉଣ୍ଟ କରିବା…

୩ ମୋବାଇଲ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ୍

ଭୁବନେଶ୍ୱର: ଖଣ୍ଡଗିରି ପୋଲିସ୍ ହାତରେ ମୋବାଇଲ ଲୁଟେରା। ଖଣ୍ଡଗିରି ଥାନା ଅଞ୍ଚଳରୁ ୩ଜଣ ମୋବାଇଲ ଲୁଟେରାକୁ ଗିରଫ କଲା ପୋଲିସ୍। ସେମାନଙ୍କ ନିକଟରୁ ୫୧ଟି ମୋବାଇଲ ଫୋନ୍ ସହିତ ଗୋଟିଏ ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭରତପୁରର ସାଗର ପୁନ, ଆଇଁଗିଣିଆର ଦୀପ୍ତି ଚାନ୍ଦ,…

ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି

ସୋନପୁର : ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି  । କଳାହାଣ୍ଡି ଜିଲ୍ଲ ମହାଲିଙ୍ଗି ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ସୋନପୁରରେ ବିକ୍ଷୋଭ । ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇ ଆସୁଥିବା ଜୁନାଗଡ଼ ବିଧାୟକ ତଥା ଗୃହ…

ବିଜେଡ଼ିରେ ମିଶିଲେ କୈଳାସ କୁଲେସିକା

ଭୁବନେଶ୍ୱର: ବିଜେଡ଼ିରେ ମିଶିଲେ କୈଳାସ କୁଲେସିକା। କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଥିଲେ। ୨୦୧୪-୧୯ ଯାଏ ସେ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ। ତେବେ ଆଜି ବିଧିବଦ୍ଧଭାବେ ବିଜେଡ଼ିରେ…