Latest Odisha News

BREAKING NEWS

Browsing Category

ଫିଚର

କମିଶନରେଟ୍ ପୋଲିସର ‘ପ୍ରାରମ୍ଭ’ ଯୋଜନା ଆରମ୍ଭ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଆରମ୍ଭ ହେଲା ନୂତନ ଯୋଜନା ‘ପ୍ରାରମ୍ଭ’। ଟ୍ୱିନ ସିଟିର ନାବାଳିକା ନାବାଳିକା ଝିଅମାନଙ୍କୁ ଗୋପନରେ ବିବାହ ଓ ପଳାୟନରୁ ନିବୃତ୍ତ କରିବା ଓ ପରବର୍ତ୍ତୀ ପର୍ଯ୍ୟାୟରେ ବିପଦରୁ ମୁକ୍ତି ପାଇଁ ଭୁବନେଶ୍ୱର-କଟକ ପୋଲିସ ଏହି ନୂତନ ପଦକ୍ଷେପ ଆରମ୍ଭ କରିଛି। ଏହାର…

କନ୍ଦରପୁର ବ୍ୟବସାୟୀଙ୍କୁ ଗୁଳିକରି ଲୁଟ ଘଟଣାର ପର୍ଦ୍ଦାଫାସ,୪ ଅଭିଯୁକ୍ତ ଗିରଫ

କଟକ : କନ୍ଦରପୁର ବ୍ୟବସାୟୀଙ୍କୁ ଗୁଳିକରି ଲୁଟ ଘଟଣାର ପର୍ଦ୍ଦାଫାସ। କମିଶନରେଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି । ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ସାଗର ମଲ୍ଲିକ୍ ସମେତ କେନ୍ଦ୍ରାପଡା ମାର୍ଶାଘାଇ କରମାକୁଳ…

ଆସାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛନ୍ତି ଆଇଏସଆଇ, ଅଲକାଇଦା

ଶ୍ରୀନଗର: ଭାରତର ଗୋଇନ୍ଦା ବିଭାଗ ଆସାମରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରୀ କରିଛି । ପାକିସ୍ତାନର ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଅଲକାଇଦା ଏଥପାଇଁ ଷଡଯନ୍ତ୍ର ରଚୁଛନ୍ତି । ସ୍ଥାନୀୟ ପୋଲିସକୁ ସମ୍ପୂର୍ଣ୍ଣ ଭାବେ ହାଇ ଆଲର୍ଟରେ ରହିବା ପାଇଁ କୁହାଯାଇଛି । ଆରଏସଏସ କ୍ୟାଡର ଓ…

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଭୁବନେଶ୍ୱର : ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପି ଦଳରେ ମିଶିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ଶତାଧିକ କର୍ମୀଙ୍କ ସହ ବିଜେପିରେ ମିଶିଲେ ଅଞ୍ଜଳି ।…

ଦିଲ୍ଲୀ LNJP ହସ୍ପିଟାଲର ସେମିନାର ହଲରେ ନିଆଁ

ଦିଲ୍ଲୀ:ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡ଼ାକ୍ତରଖାନାରେ ଅଗ୍ନିକାଣ୍ଡ। ସୋମବାର ସକାଳେ ଏଲଏନଜେପି ହସ୍ପିଟାଲରେ ଥିବା ଏକ ସେମିନାର ହଲରେ ନିଆଁ ଲାଗିଯାଇଥିଲା। ୧୦ରୁ ଉର୍ଦ୍ଧ୍ବ ରୋଗୀ ଓ କର୍ମଚାରୀଙ୍କୁ ଡାକ୍ତର ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଅନ୍ୟ କୋଠରୀକୁ ସ୍ଥାନାନ୍ତର…

ମନି ଲଣ୍ଡରିଂ ମାମଲା : ଚତୁର୍ଥ ଥର ଇଡିର ପଚରାଉଚରାରେ ସାମିଲ ହେଲେନି ଜ୍ୟାକଲିନ୍

ମୁମ୍ବାଇ : ପୁଣି ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ୍। ବଲିଉଡ୍ ବିୟୁଟି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସୋମବାର ଦିନ ଇଡି ହାଜର ହେବାକୁ ସମନ କରିଥିଲା । ହେଲେ ଚତୁର୍ଥ ଥର ପାଇଁ ହେବାକୁଥିବା ପଚରା ଉଚରାରେ ସେ ସାମିଲ ହୋଇନଥିଲେ। ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ହାଜିରାକୁ ଏଡାଇ…

କୋରାପୁଟ ସଂଯୁକ୍ତ କୃଷକ ମୋର୍ଚ୍ଚା ସଖାର ଜୟପୁରରେ ୬ଘଣ୍ଟିଆ ରେଳରୋକ

କୋରାପୁଟ: ସଂଯୁକ୍ତ କିଶାନ ମୋର୍ଚ୍ଚାର ଦେଶବ୍ୟାପୀ ୬ଘଣ୍ଟିଆ ରେଳରୋକ। ଏହାର ପ୍ରଭାବ ଜୟପୁରରେ ଦେଖିବାକୁ ମିଳିଛି। କୋରାପୁଟ ସଂଯୁକ୍ତ କୃଷକ ମୋର୍ଚ୍ଚା ସଖା ତରଫରୁ ଜୟପୁରରେ ରେଳରୋକ କରାଯାଇଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତ ରେଳଷ୍ଟେସନରେ ରେଳରୋକ କରାଯାଇଛି। ଜୟପୁର…

୨୩୦ ଦିନରେ ସର୍ବନିମ୍ନ ସଂକ୍ରମଣ ,୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧୩ ହଜାର ୫୯୬

ଦିଲ୍ଲୀ : ଦେଶରେ କମୁଛି ସଂକ୍ରମଣ ।୨୩୦ ଦିନରେ ସର୍ବନିମ୍ନ ସଂକ୍ରମଣ।୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧୩ ହଜାର ୫୯୬। ୨୪ ଘଣ୍ଟାରେ ୧୬୬ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଆକ୍ଟିଭ କେସ୍ ରହିଛି ୧ ଲକ୍ଷ ୮୯ ହଜାର ୬୯୪ ଜଣ। ଦେଶରୁ ଅଧିକ ଅଧିକ ମାମଲା କେରଳରୁ ଆସୁଥିଲା। ହେଲେ ଏବେ…

୨୪ ଘଣ୍ଟା ଭିତରେ ରାଜ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୦ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହା ଭିତରେ ୧୮ ବର୍ଷରୁ କମ୍ ବୟସ୍କ ଥିବା ବେଳେ ୫୦ ଜଣ ଶିଶୁ ଓ କିଶୋର କରୋନା ପଜେଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୯ଜଣ ଆକ୍ରାନ୍ତ…

ନୂଆପଡ଼ା ଓବିସି ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା: ଆଜି ୧୨ଘଣ୍ଟିଆ ନୂଆପଡ଼ା ବନ୍ଦ। ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାରେ ପଛୁଆବର୍ଗଙ୍କୁ ଅଣଦେଖା କରାଯାଇଥିବା ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି। ୩୫୩ ଜାତୀୟ ରାଜପଥ ଖଡ଼ିଆଳରୁ ନୂଆପଡ଼ା ଯାଏଁ ବିଭିନ୍ନ ସ୍ଥାନରେ…