Latest Odisha News

BREAKING NEWS

Browsing Category

ଫିଚର

ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶାକୁ ସାମିଲ ଦାବି, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ନୂଆଦିଲ୍ଲୀ: ସ୍ୱଦେଶ ଦର୍ଶନ ଯୋଜନା ଅନ୍ତର୍ଗତ ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶାକୁ ସାମିଲ କରାଯାଉ । ଏନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି…

ମନିଷ ଅନୁରାଗ ମୃତ୍ୟୁ ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡ ଆବେଦନର ଆଜି ଶୁଣାଣି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରିବ କମିଶନରେଟ ପୋଲିସ । ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ହାସଲ କରିବ । ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ରିମାଣ୍ଡ ଆବେଦନର ଶୁଣାଣି ରହିଛି । ୫ ଦିନିଆ…

T-20 ବିଶ୍ୱକପ୍: ଆଜିଠୁ କ୍ୱାଲିଫାୟାର ରାଉଣ୍ଡ, ୨୩ରୁ ଅସଲ ଲଢ଼େଇ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଜିଠୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍ । ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ମହାମୁକାବିଲା । ଆଜିଠୁ ଆରମ୍ଭ ହେବ କ୍ୱାଲିଫାୟାର ରାଉଣ୍ଡ । ସୁପର୍ ୧୨କୁ ଯିବାକୁ ଥିବା ୪ଟି ଟିମ୍ ପାଇଁ ଲଢ଼େଇ ହେବ । ୮ଟି ଟିମ୍ ଭାଗ ନେଉଛନ୍ତି ।…

ଆଜି ରାଜ୍ୟରୁ ୪୪୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୧ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ

ଭୁବନେଶ୍ୱର: ରାଜ୍ୟରେ ୫୦୦ ତଳକୁ ଖସିଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ସଂକ୍ରମଣ ପାଖାପାଖି ୧୦୦ ଅଧିକ । ଗତକାଲି ରାଜ୍ୟରୁ ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଏହି ସଂଖ୍ୟା ରହିଛି ୪୪୩ । କ୍ୱାରେଣ୍ଟିନରୁ ୨୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୫ । ୧୮ ବର୍ଷ…

ଆଜି ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ତଥା ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି । ଲଘୁଚାପ ବଳୟଟି ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ…

କେରଳରେ ବର୍ଷା ଆଣିଲା ଜଳ ପ୍ରଳୟ, ୬ ମୃତ

ଥିରୁବନ୍ତପୁରମ୍: ଲଗାଣ ବର୍ଷା କେରଳକୁ ବୁଡ଼ାଇଛି । ୫ଟି ଜିଲ୍ଲାରେ ଉବୁଟୁବୁ ସ୍ଥିତି । ଲଘୁଚାପ ଜନିତ ଲଗାଣଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ରାସ୍ତାଘାଟ ବୁଡ଼ିଛି । ରାସ୍ତାରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । କେରଳରେ ବର୍ଷା ଓ…

ମୟୂରଭଞ୍ଜ ବୈଶିଙ୍ଗାରେ ଲଜ୍ଜା, ଜଙ୍ଗଲରେ +୩ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ମୟୂରଭଞ୍ଜ : ବୈଶିଙ୍ଗା ଥାନା ୧୮ ନମ୍ବର ଜାତୀୟ ରାଜପଥ କଳମାରେ ଲଜ୍ଜା । ପ୍ରେମିକକୁ ମାଡ଼ ମାରି +୩ରେ ପଢୁଥିବା ପ୍ରେମିକାଙ୍କୁ ଉଠାଇ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଛନ୍ତି ତିନି ଜଣ ଯୁବକ । ଏଭଳି ଏକ ଲଜ୍ଜାଜନକ ଘଟଣାକୁ ନେଇ ମୟୂରଭଞ୍ଜ ବୈଶିଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି…

ଆଇଏଏସ ସ୍ତରରେ ଅଦଳବଦଳ, ପ୍ରଦୀପ୍ତ ମହାପାତ୍ର ହେଲେ OFDC ଅଧ୍ୟକ୍ଷ

ଭୁବନେଶ୍ବର : ଆଇଏଏସ ସ୍ତରରେ ଅଦଳ ବଦଳ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ବ । ପ୍ରଦୀପ୍ତ ମହାପାତ୍ରଙ୍କୁ ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ ବା ଓଏଫଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି…

ଲେଖକ ସୁଧୀର ଧଙ୍ଗଡ଼ାମାଝୀଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

ଭବାନୀପାଟଣା : ଯୁବ ଲେଖକ, ସମ୍ପାଦକ, ଉପସ୍ଥାପକ, ଅଭିନେତା ତଥା ସଂଗଠକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ପ୍ରଦାନ କରାଯିବ ୨୦୨୧ ମସିହା ପାଇଁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ । ମହାବୀର ସାଂସ୍କୃତିକ ଅନୁଷ୍ଠାନର ପ୍ରତିଭା ମନୋନୟନ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । କଳାହାଣ୍ଡି ଜିଲ୍ଲା…

ମାଲକାନଗିରିରେ IPL ବେଟିଂ : ଚାରି ଜଣ ବୁକିଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି : ଆଇପିଏଲ ଖେଳରେ ବେଆଇନ ବେଟିଂ କରି ଗିରଫ ହେଲେ ମାଲକାନଗିରି ଜିଲ୍ଲାର ଚାରି ଜଣ ଯୁବକ। ଏମାନଙ୍କ ଘର ଖୋଜା ଖୋଜି କରିବା ସମୟରେ ନଗଦ ୯ଲକ୍ଷ ଟଙ୍କା ସହ ବ୍ୟାଙ୍କ ପାସବୁକରୁ ୧୮ ଲକ୍ଷ ଟଙ୍କା ସହ ମୋଟ ୨୭ ଲକ୍ଷ ଟଙ୍କା ଓ  ମୋବାଇଲ ଓ ଏଟିଏମ କାର୍ଡ ମଧ୍ୟ ଜବତ କରିଛି ପୋଲିସ । ଗିରଫ…