Latest Odisha News

BREAKING NEWS

Browsing Category

ଫିଚର

ଡ୍ରାଗନ ପାଇଁ ଭାରତର ପ୍ଲାନ-୧୯୦ !

ନୂଆଦିଲ୍ଲୀ: ଏଲଏସିରେ ବାରମ୍ବାର ଅଶାନ୍ତି ସୃଷ୍ଟି କରୁଥିବା ଚୀନ ଉପରେ ଭାରତୀୟ ସେନା କଡା ନଜର ରଖିଛି । ଅରୁଣାଚଳ ପ୍ରଦେଶ ନିକଟରେ ଡ୍ରାଗନ ଭାରତ ବିପକ୍ଷରେ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରୁଛି । ଏହାକୁ ଦେଖି ସେନା ପ୍ଲାନ-୧୯୦ ଲାଗୁ କରିଛି । ଭାରତୀୟ ଯବାନ ସମୁଦ୍ର ପତନଠାରୁ ୧୫…

ମମିତା ମେହେର ମୃତ୍ୟୁ ଘଟଣା : କଟକରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ

କଟକ: ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ । ଏହି ଘଟଣାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏନେଇ କଟକରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଉଭୟ ମହିଳା ଓ ଯୁବ କଂଗ୍ରେସ। ନଗର ମହିଳା କଂଗ୍ରେସର କର୍ମୀମାନେ ଡିଜିପିଙ୍କ କାର୍ଯ୍ୟାଳୟ…

ଏନସିବି ଅଫିସରେ ଅନନ୍ୟା: ମୋବାଇଲ, ଲ୍ୟାପଟପ ଜବତ

ମୁମ୍ବାଇ: ଚଙ୍କି ପାଣ୍ଡେ ଝିଅ ଅନନ୍ୟା ପାଣ୍ଡେ ଏନସିବି ଅଫିସରେ ହାଜର ହୋଇଛନ୍ତି । ଆର୍ଯ୍ୟନ ଖାଁ ଡ୍ରଗ୍ସ କେସରେ ଅନନ୍ୟା ନାମ ସମ୍ମୁଖକୁ ଆସିଛି । ସକାଳେ ଅନନ୍ୟାଙ୍କ ଘରେ ଏନସିବି ଅଧିକାରୀ ଚଢ଼ାଉ କରିବା ପରେ ଅଫିସକୁ ଆସିବା ପାଇଁ କହିଥିଲେ । ଚଙ୍କି ପାଣ୍ଡେ ଓ ଓକିଲଙ୍କ ସହ ସେ ହାଜର…

[ଭିଡିଓ] ଛୁଆ ହାତୀକୁ ବଂଚାଇବାକୁ ଯାଇ କୁମ୍ଭୀରକୁ ମାରିଲା ମାଆ ହାତୀ

ଓଡିଶା ସମ୍ବାଦ ବ୍ୟୁରୋ: ହାତୀ ଏକ ଶାନ୍ତ ଜୀବ ବୋଲି ଆମ ସମସ୍ତଙ୍କର ଧାରଣା ରହିଛି । ହେଲେ ନିଜ ଉପରେ କିମ୍ବା ତା ଛୁଆ ଉପରେ ବିପଦ ଦେଖିଲେ ହାତୀ ଉଗ୍ର ରୂପ ରୂପ ଧାରଣ କରିବାକୁ ବିଳମ୍ବ କରିନଥାନ୍ତି । ଜାମ୍ବିଆ ସଫାରୀରୁ ଏକ ଅବିଶ୍ୱସନୀୟ ଦୃଶ୍ୟ ଅନେକଙ୍କୁ ଚକିତ କରିଛି । ଏହି ଭିଡିଓରେ ଏକ…

ମମିତା ହତ୍ୟା ମାମଲା: ସେକ୍ସ ରାକେଟ୍ ନେଇ ମୁହଁ ଖୋଲିଲେ କଲେଜ ଛାତ୍ର

ବଲାଙ୍ଗୀର: ମମିତା ମେହେରଙ୍କ ହତ୍ୟା ମାମଲାରେ ଗୋବିନ୍ଦ ସାହୁଙ୍କୁ ଜେରା କରୁଥିବାବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏବେ ମୁହଁ ଖୋଲିଛନ୍ତି କଲେଜର ଛାତ୍ରମାନେ। ଗୋବିନ୍ଦ ସାହୁ କଲେଜରେ ଏକ ସେକ୍ସ ରାକେଟ୍ ଚାଲିଥିବା କଲେଜର ଛାତ୍ରମାନେ ପ୍ରକାଶ କରିଛନ୍ତି। ଏକ ପ୍ରମୁଖ…

ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ,ମୃତ୍ୟୁ ସଂଖ୍ୟା ୬୪ କୁ ବୃଦ୍ଧି

ଉତ୍ତରାଖଣ୍ଡ : ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ହୋଇପଡ଼ିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୪ରେ ପହଁଚିଲାଣି । ଏବେବି ଅନେକ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜା ଚାଲିଛିା ସେପଟେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ…

ସୁପର ୱଣ୍ଡର ଓମ୍ୟାନକୁ ଭାରତ ବିରୋଧୀ ଚିତ୍ରିତ କରାଯିବା ନେଇ ବିବାଦ

ନୂଆଦିଲ୍ଲୀ: ଆମେରିକାର ଲୋକପ୍ରିୟ ଡିଟେକ୍ଟିଭ କମିକ୍ସ (ଡିସି) ବୁଧବାର ତାର ନୂତନ ଆନିମେଟଡ ସୁପରମ୍ୟାନ ମୁଭି ଇନଜଷ୍ଟିସ ରିଲିଜ କରିଛି । ତେବେ ଏଥିରେ କଶ୍ମୀରକୁ ବିବାଦୀୟ କ୍ଷେତ୍ର ଭାବେ ବର୍ଣ୍ଣନା କରାଯାଇଛି । ଯାହାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଫିଲ୍ମରେ ସୁପରମ୍ୟାନ ଓ ୱଣ୍ଡର…

ମମିତା ହତ୍ୟା ମାମଲା:ସହଯୋଗୀ ରାଧେଶ୍ୟାମ ଗିରଫ, ୨ଜଣ ରାଜ ସାକ୍ଷୀ

ବଲାଙ୍ଗୀର: ମହିଳା ଶିକ୍ଷକ ମମିତା ମେହେର ହତ୍ୟା ମାମଲା। ବଲାଙ୍ଗିର ପୋଲିସ୍ ଗୁରୁବାର ଦିନ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମ ଚାନ୍ଦିଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରି ବାଙ୍ଗୁମୁଣ୍ଡା ଏସଡ଼ିଜେଏମ କୋର୍ଟରେ ହାଜର କରିଛି। ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ…

ମଧ୍ୟପ୍ରଦେଶରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ,ଅଳ୍ପକେ ବର୍ତ୍ତିଲେ ପାଇଲଟ

ମଧ୍ୟପ୍ରଦେଶ :ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ। ଆଜି ମଧ୍ୟପ୍ରଦେଶ ଭଣ୍ଡ ଜିଲ୍ଲାରେ ଭାରତୀୟ ବାୟୁସେନାର ବିମାନ ମିରାଜ ୨୦୦୦ ଯୁଦ୍ଧ ବିମାନ ଦର୍ଘଟଣା ଗ୍ରସ୍ତ ହୋଇଛିା ହେଲେ ପାଇଲଟ ଜଣକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଭାରତୀୟ ବାୟୁସେନା ଆଇଏଫଏଫ୍ ଟ୍ୱିଟ ମାଧ୍ୟମରେ…

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର

ଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ  ଓ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର । ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ଏନେଇ କେନ୍ଦ୍ରୀୟ…