Latest Odisha News

BREAKING NEWS

Browsing Category

ଫିଚର

ବୋମା ଫିଙ୍ଗିଥିବା ଯୁବକଙ୍କ ଫଟୋ ଜାରି, ଖବର ଦେଲେ ମିଳିବ ପୁରସ୍କାର

କେନ୍ଦୁଝର : କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ କାର୍‌ ଉପରେ ବୋମା ଫିଙ୍ଗିଥିବା ଯୁବକଙ୍କ ଫଟୋ ଜାରି ହୋଇଛି । ସିସିଟିଭିରେ କଏଦ ହୋଇଥିବା ଭିଡିଓରୁ ଫଟୋ ସଂଗ୍ରହ କରି ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ପୋଲିସ । ଏଥିସହ ଅଭିଯୁକ୍ତଙ୍କୁ ଚିହ୍ନଟ କିମ୍ବା ଧରାଇ ଦେଲେ ପୁରସ୍କାର ଦିଆଯିବ ବୋଲି…

[ଭିଡିଓ] ଜନ୍ମ ହେଲା ଅଦ୍ଭୁତ ବାଛୁରୀ, ଲୋକେ କହିଲେ ମା’ ଦୁର୍ଗାଙ୍କ ଅବତାର

ନବରଙ୍ଗପୁର: ବିଶ୍ୱାସ, ଅବିଶ୍ୱାସ ଓ ବେଳେବେଳେ ଅନ୍ଧବିଶ୍ୱାସ ଆଧାରରେ ମଣିଷର ଆସ୍ଥା ରହିବା କିଛି ନୂଆ କଥା ନୁହେଁ । କେତେବେଳେ କେଉଁ ଆଧାରରେ ମଣିଷ ଧର୍ମ ଓ ସଂସ୍କୃତିକୁ ଜାବୁଡି ଧରେ ସେ କଥା ଆକଳନ କରିବା କାଠିକର ପାଠ । ନବରଙ୍ଗପୁର ଜିଲ୍ଲାରେ ନବରାତ୍ରୀରେ ଦୁଇଟି ମୁଣ୍ଡ ଓ ତିନୋଟି ଆଖି…

କୋଣାର୍କ ଚନ୍ଦ୍ରଭଗା ସମୁଦ୍ର ମଧ୍ୟରେ ଫସିଲା ହରିଣ

ପୁରୀ : କୋଣାର୍କ ଚନ୍ଦ୍ରଭଗା ସମୁଦ୍ର ମଧ୍ୟରେ ଫସିଲା ହରିଣ । ଅଳ୍ପକେ ବଞ୍ଚିଗଲା ଜୀବନ । ସମୁଦ୍ରରେ ଫସିଥିବା ହରିଣକୁ ବେଳାଭୂମିରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି । ସମୁଦ୍ର ମଧ୍ୟରେ ଦୀର୍ଘ ସମୟ ଧରି ହରିଣଟି ଫସି ରହିଥିଲା । ଏହାକୁ ଉଦ୍ଧାର କରାଯିବା ପରେ ହରିଣଟି ଦୌଡ଼ି…

ମେଂଟର ଭୂମିକା ପାଇଁ କୌଣସି ପାରିଶ୍ରମିକ ନେବେନି ଧୋନୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତର ମେଂଟର କରାଯାଇଛି । ତାଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରି ବିିସିସିଆଇ ଏହି ଦାୟିତ୍ୱ ପ୍ରଦାନ କରିଛି । ଧୋନୀ ଏ ବାବଦକୁ କୌଣସି ପାରିଶ୍ରମିକ ନେବେ ନାହିଁ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହସ୍ପଷ୍ଟ…

ବ୍ରହ୍ମଗିରି ରାଇବିଧାର ବଜାରରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ବ୍ରହ୍ମଗିରି ରାଇବିଧାର ବଜାରରୁ ବ୍ରାଉନସୁଗାର ଜବତ । ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ସାତପଡ଼ା ଅବକାରୀ ଥାନା । ଗିରଫ ଅଭିଯୁକ୍ତ ଜଣକ ହେଲା ସ୍ଥାନୀୟ ଅଞ୍ଚଳର ଅଭିରାମ ଦାସ । ତା ନିକଟରୁ ୧୧୨ ଗ୍ରାମର ଧଳା ଜବତ ହୋଇଛି । ଏହାସହ ଏକ କଳା ରଙ୍ଗର ପଲସର…

ମା’ ବିମଳାଙ୍କ ମହାଷ୍ଟମୀ ପୂଜା

ପୁରୀ : ଶ୍ରୀକ୍ଷେତ୍ରରେ ଅଧିଷ୍ଟାତ୍ରୀ ଦେବୀ ମା’  ବିମଳାଙ୍କ ଆଜି ପବିତ୍ର ମହାଷ୍ଟମୀ । ଷୋଡଶ ଉପଚାର ସହ ହେଉଛି ମା’ ଙ୍କ ଗୁପ୍ତ ପୂଜାନୀତି । ଆଜି  ବିମଳାଙ୍କ ନିକଟରେ ଛାଗ ବଳି ପଡ଼ିବାର ପରମ୍ପରା ମଧ୍ୟ ରହିଛି । ଅନ୍ୟପଟେ ଆଜି ଶ୍ରୀକ୍ଷେତ୍ରରେ ଅଷ୍ଟଶକ୍ତିପୀଠ ସହିତ ସମସ୍ତ ଗୋଷାଣିଙ୍କ…

ଆସନ୍ତୁ ଜାଣିବା କେଉଁଠାରେ ନବରାତ୍ରୀରେ ଖଡ ଖଡିଆ ୫ କୋଟି ଟଙ୍କାରେ ମାଆଙ୍କୁ ସଜାହେଲା

ନେଲ୍ଲୋର: ଆନ୍ଧ୍ରପ୍ରଦେଶର ନେଲ୍ଲୋର ଥିବା କନ୍ୟାକା ପରମେଶ୍ୱରୀ ମନ୍ଦିରରେ ମାଆଙ୍କ ନବରାତ୍ରୀ ଧୂମଧାମରେ ପାଳନ କରାଯାଉଛି । ତେବେ ଟଙ୍କାରେ ମାଆଙ୍କ ସାଜ୍ଜାସଜ୍ଜା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ପାଖାପାଖି ୫ କୋଟି ଟଙ୍କାରେ ମନ୍ଦିରକୁ ସଜାଯାଇଛି । ଦେବୀଙ୍କ ମୂର୍ତି ଓ ମନ୍ଦିର…

ରାଇବିଧାର ବଜାରରେ ଚଢ଼ାଉ କରି ବ୍ରାଉନସୁଗାର ଜବତ

ପୁରୀ: ବ୍ରହ୍ମଗିରି ଥାନା ଅଞ୍ଚଳର ରାଇବିଧାର ବଜାର ଉପରେ ଚଢ଼ାଉ କରି ବ୍ରାଉନସୁଗାର ଜବତ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅଭିରାମ ଦାସ। ବୟସ ୩୬। ଚଢ଼ାଉ କରି ତାଙ୍କଠାରୁ ୧୧୨ଗ୍ରାମ ବ୍ରାଉନସୁଗାର ଏବଂ ଗୋଟିଏ କଳା ରଙ୍ଗର ପଲସର ବାଇକ ଓଡ଼ି ୧୩ଏମ୍ ୧୭୦୧ ଜବତ କରିଛି ପୋଲିସ୍। ବ୍ରାଉନସୁଗାରର…

ଭୁବନେଶ୍ବରରେ ଏନଏସଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ ଟିମ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଏନଏସଜି ବ୍ଲାକ କ୍ୟାଟ୍‌ କମାଣ୍ଡୋଙ୍କ ରାଲି । ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଅଜାଦୀ କା ଅମୃତ ମହୋତ୍ସବ ଅବସରରେ କାର୍ ରାଲିରେ ବାହାରିଛନ୍ତି ଏନଏସଜି କମାଣ୍ଡୋ । ଦିଲ୍ଲୀର ଲାଲକିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଏନଏସଜି କାର୍‌ ରାଲି ଆଜି…

ପୋଲିସ ଉପରକୁ ଗୁଳି କରି ଫେରାର ଉଦ୍ୟମ ବେଳେ ୩ ଗଞ୍ଜେଇ ବେପାରୀ ଗିରଫ

ଦେବଗଡ଼ : ଦେବଗଡ଼ ଜିଲ୍ଲା ସ୍ପେଶାଲ ସ୍କ୍ବାଡକୁ ମିଳିଛି ବଡ଼ ସଫଳତା । ପୋଲିସ ଉପରକୁ ଗୁଳି କରି ଫେରାର ଉଦ୍ୟମ ବେଳେ ଗିରଫ ହୋଇଛନ୍ତି ୩ ଗଞ୍ଜେଇ ବେପାରୀ । ଗାଡିରୁ ଗୋଟିଏ ମାଉଜର ଓ ୭ ରାଉଣ୍ଡ ଗୁଳି ଜବତ କରି ଅଭିଯୁକ୍ତ ରୂପେଶକୁ କାବୁ କରିଛି ପୋଲିସ । ଏନଡ଼ିପିଏସ ଆକ୍ଟ ଓ ଆର୍ମସ ଆକ୍ଟ…