Latest Odisha News

BREAKING NEWS

Browsing Category

ଫିଚର

ଆଜି ମହାମାୟାଙ୍କ ମହାଷ୍ଟମୀ, ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ

ଭୁବନେଶ୍ୱର: ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାପୂଜା । ଆଜି ପାଳିତ ହେଉଛି ମହାଷ୍ଟମୀ । ମହା ଆଡମ୍ବରରେ ଚାଲିଛି ଦୁର୍ଗତନାଶିନୀଙ୍କ ପୂଜା । ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ । କରୋନା କଟକଣାରେ ବିନା ଭକ୍ତରେ ଦେବୀ ଦୁର୍ଗାଙ୍କ ଆବାହନ ଚାଲିଛି । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ପରଦା ଆଢୁଆଳରେ…

ରକ୍ତ ସମ୍ପର୍କରେ ରକ୍ତପାତ: ଭାଇର ଜୀବନ ନେଇଗଲା ଭାଇ

ବଣାଇ: ରକ୍ତ ସମ୍ପର୍କରେ ରକ୍ତର ଛିଟା । ଭାଇ ନେଲା ଭାଇର ଜୀବନ । ବିଲ ହଡ଼ିକୁ କେନ୍ଦ୍ର କରି ରକ୍ତପାତ । ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ି ଥାନା ଅନ୍ତର୍ଗତ ଜୁନିଅନୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପ୍ରଧାନ ମୁଣ୍ଡା ।…

ଦେଶରେ ୧୦୦ ସୈନିକ ସ୍କୁଲକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ । ଏଥିପାଇଁ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିସନ କରିପାରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ନାମଲେଖା ହେବ । ଜାତୀୟ ଶିକ୍ଷା ନୀତି (ଘଋଚ)…

ମାଲକାନଗିରି ତୁଳସୀ ପାହାଡ଼ରେ ନକ୍ସଲ ଅପରେସନ୍ ସାରି ଫେରିଲେ ଯବାନ

ମାଲକାନଗିରି: ମାଓ ବିରୋଧୀ ଅପରେସନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । କମ୍ବିଂ ଶେଷ କରି ୩ ମାଓବାଦୀଙ୍କ ମୃତଦେହ ଓ ମାଓ ସାମଗ୍ରୀ ସହ ଫେରିଛନ୍ତି ଅପରେସନରେ ସାମିଲ ଯବାନ । ଗତକାଲି ମାଲକାନଗିରି ଜିଲ୍ଲା ତୁଳସୀ ରେଞ୍ଜରେ ମୁହାଁମୁହିଁ…

ଆଜି ରାହୁଲଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ଟିମ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେଲି ହିଂସାକାଣ୍ଡକୁ ନେଇ ରାଜନୀତି ଥମୁନି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ କଂଗ୍ରେସ ଟିମ୍ । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଟିମ୍ ଆଜି ସାଢେ଼ ୧୧ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ…

ଆଜି ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ଭବାନୀପାଟଣା ସହରରେ ୧୪୪ ଧାରା

ଭବାନୀପାଟଣା: ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେଉଛି । କରୋନା କଟକଣାରେ ବିନା ଭକ୍ତରେ ହେଉଛି ଯାତ୍ରା । ପ୍ରତିବର୍ଷ ଛତର ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏବର୍ଷ ବିନା ଭକ୍ତରେ ଯାତ୍ରା…

ପଶ୍ଚିମ ଭାରତକୁ ତୀର୍ଥଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପର୍ଯ୍ୟଟକ ଟ୍ରେନ

ଭୁବନେଶ୍ବର : ପଶ୍ଚିମ ଭାରତକୁ ତୀର୍ଥଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ପର୍ଯ୍ୟଟକ ଟ୍ରେନ । ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ବା (IRCTC) ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ । ଏହି ପ୍ୟାକେଜ୍ ଦ୍ବାରା ସାଧାରଣ ଲୋକ ଗୁଜୁରାଟର ଗୁରୁତ୍ବପୂର୍ଣ୍ଣ…

ବୀର ସାୱରକରଙ୍କ ପରେ ସ୍ୱାମୀ ବିବେକାନନ୍ଦଙ୍କୁ ବଦନାମ କରାଯିବ: ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ଆଜି ବୀର ସାୱରକର ପୁସ୍ତକ ଉନ୍ମୋଚନ ଅବସରରେ କହିଛନ୍ତି ଏହା ପରେ ସ୍ୱାମୀ ବିବେକାନନ୍ଦଙ୍କୁ ବଦନାମ କରିବା ପାଇଁ ଉଦ୍ୟମ ଆରମ୍ଭ ହେବ । ସାୱରକରଙ୍କୁ କଂଗ୍ରେସ ଏବଂ ଅନ୍ୟ କେତେକ ଦଳ ଟାର୍ଗେଟ କରୁଥିବାରୁ ସେ ଏହା କହିଛନ୍ତି ।…

ଦିଗପହଣ୍ଡି ଇନ୍ଦିରା ଆବାସ ଛକରେ ବସ ଧକ୍କାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ବ୍ରହ୍ମପୁର : ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତା ଡେଙ୍ଗାଦର ନିକଟ ଇନ୍ଦିରା ଆବାସ ଛକରେ ଦୁର୍ଘଟଣା । ବସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଆହତ ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି । କନକ ଦୁର୍ଗା ନାମକ ବସଟି ଦିଗପହଣ୍ଡିରୁ ବ୍ରହ୍ମପୁର ଯାଉଥିବା…

ଭାରତକୁ ପରୋକ୍ଷରେ ଯୁଦ୍ଧ ଧମକ ଦେଲା ଚୀନର ଗ୍ଲୋବାଲ ଟାଇମ୍ସ

ନୂଆଦିଲ୍ଲୀ: ପୁନର୍ବାର ବିଷ ଓଗାଳିଛି ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ । ସୀମା ବିବାଦ ନେଇ ଉଭୟ ଦେଶ ମଧ୍ୟରେ ୧୩ତମ ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଛି । ଉଭୟ ପକ୍ଷରୁ ଏ ପର୍ଯ୍ୟନ୍ତ ସହମତି ହୋଇପାରି ନାହାନ୍ତି । ଗ୍ଲୋବାଲ ଟାଇମ୍ସକୁ ଭାରତକୁ ଧମକ ଦେଇ ଲେଖିଛି ଯଦି…