Latest Odisha News

BREAKING NEWS

Browsing Category

ଫିଚର

ପୁଲୱାମାରେ ସୁରକ୍ଷାବଳର ସର୍ଚ୍ଚ ଅପରେସନ ଜାରି ,ଜଣେ ଆତଙ୍କୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ସୁରକ୍ଷା କର୍ମୀଙ୍କ ଗୁଳି ମାଡରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ପୁଲୱାମା ଜିଲ୍ଲାର ପାମ୍ପୋରର ଡ୍ରାଙ୍ଗବାଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି ।…

ମନିଷଙ୍କୁ ହତ୍ୟା କରିଥିବା ୩ ବନ୍ଧୁ, ପ୍ରମାଣ ନଷ୍ଟ ପାଇଁ ପୋଖରୀରେ ଫିଙ୍ଗିଥିଲେ ମୃତଦେହ

ଭୁବନେଶ୍ୱର: ସାଙ୍ଗ ସାଜିଲେ ହତ୍ୟାକାରୀ । ହୋଟେଲରେ ବିଲକୁ ନେଇ ପାଟିତୁଣ୍ଡ ପରେ ହତ୍ୟା । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାର ରହସ୍ୟ ଖୋଲିଛି କମିଶନରେଟ ପୋଲିସ । ମନିଷଙ୍କ ୩ ଜଣ ସାଙ୍ଗଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅମ୍ରିତ ପ୍ରୀତମ୍, ଦୀନେଶ…

ନବୀନଙ୍କୁ ଟ୍ୱିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର: ୭୫ ବର୍ଷ ବୟସରେ ପାଦଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ କରି ମୋଦି ନବୀନଙ୍କ ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶା ବାସୀଙ୍କ ସେବା କରିଚାଲନ୍ତୁ ବୋଲି କହିଛନ୍ତି।…

ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ: ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସରେ ଭଡ଼ା କିଲୋମିଟର ପ୍ରତି ୩ ପଇସା ବୃଦ୍ଧି ହୋଇଛି । ସାଧାରଣ ବସରେ ଯାତ୍ରା କଲେ ଏଣିକି କିଲୋମିଟର ପ୍ରତି ୯୨ ପଇସା ଦେବାକୁ ହେବ । ପୂର୍ବରୁ ସାଧାରଣ ବସ ଭଡ଼ା ଥିଲା ୮୯ ପଇସା । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା…

ସ୍ୟାଣ୍ଡଆନିମସେନରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୟାଣ୍ଡଆନିମେସନରେ ଜନ୍ମ ଦିନର ଶୁଭଚ୍ଛୋ । ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ଏକ ଘଣ୍ଟା୨୦ ମିନିଟ ପରିଶ୍ରମ କରି ସ୍ୟାଣ୍ଡଆନିମେସନରେ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ ବର୍ଷ ବୟସରେ ପାଦ…

ମିଳିଲା ଟିମ ଇଣ୍ଡିଆକୁ ନୂତନ କୋଚ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମହାନ ଖେଳାଳି ରାହୁଲ ଡ୍ରାଭିଡ ଜାତୀୟ ସିନିୟର ଦଳର ନୂତନ କୋଚ ହେବେ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ଡ୍ରାଭିଡ ଏଥିନେଇ ସହମତ ମଧ୍ୟ ହୋଇଛନ୍ତି । ଟି୨୦ ବିଶ୍ୱକପ ପରେ ସେ ଦଳ ସହିତ ଯୋଗ ଦେବେ । ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ସେ ଏହି…

ଆଇପିଏଲ ଖେଳରେ ଟଙ୍କା କାରବାର ଅଭିଯୋଗରେ ୩ ଗିରଫ

ମାଲକାନଗିରି : ଆଇପିଏଲ ଖେଳରେ ଟଙ୍କା କାରବାର ଅଭିଯୋଗ । IPL ଖେଳରେ ଟଙ୍କା କାରବାର କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଲେ ମାଲକାନଗିରି ଜିଲ୍ଲାର ୩ ଯୁବକ । ଅଭିଯୁକ୍ତ ଯୁବକ ମାନଙ୍କ ଘର ଖୋଜିଖୋଜି କରି ପୋଲିସ ୫ ରୁ ୧୦ ଲକ୍ଷ  ପାଖାପାଖି ଟଙ୍କା ଜବତ କରିଛି । ଗତକାଲି ଆଇପିଏଲରେ…

ମଞ୍ଚାରୁ ଟାଣି ମାରିଲା ହାତୀ

ଅନୁଗୋଳ: ମଞ୍ଚାରୁ ଟାଣି କଚାଡି ମାରିଲା ହାତୀ । ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତକ ହେଲେ ପ୍ରକାଶ ସାହୁ । ଧାନ ଜଗିବାକୁ ସେ ଯାଇଥିଲେ । ଶୋଇଥିବା ବେଳେ ରାତିରେ ୩ଟି ହାତୀ…

ନଭେମ୍ବର ୨ରୁ ଭୁବନେଶ୍ୱରରୁ ସିଧା ଜୟପୁରରୁ ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧା ଜୟପୁରରୁ ଉଡ଼ିବ ବିମାନ । ମନ୍ଦିର ମାଳିନୀ ସହରରୁ ନଭେମ୍ବର ୨ ତାରିଖରୁ ସିଧାସଳଖ ଗୋଲାପି ସହରକୁ ବିମାନ ସେବା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ…

ମନିଷ ଅନୁରାଗ ମୃତ୍ୟୁ ମାମଲା: ୩ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନୀବନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଜଣ ଗିରଫ । ସେମାନଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଆଜି ଏସମ୍ପର୍କରେ ପ୍ରେସମିଟରେ ସୂଚନା ଦେଇପାରନ୍ତି ଭୁବନେଶ୍ୱର ଡିସିପି । ଚାରି ଦିନ ହେବ ମନିଷ ମୃତ୍ୟୁ ଘଟଣାରେ ୪ ଜଣ…