Latest Odisha News

BREAKING NEWS

Browsing Category

ଫିଚର

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତ ବୃଦ୍ଧି ପାଇଛି । ଜୁଲାଇ ମାସ ୨୧ ତାରିଖରୁ ସରକାରୀ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ…

ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ ସଂଶୋଧିତ

ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି । ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କୁ GIS ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି…

ବିଦେଶ ମାଟିରେ ଓଡ଼ିଆ ପୁଅ ଏହେସାସ୍ ହୋତାଙ୍କ କମାଲ

ସୋନପୁର: ବିଦେଶ ମାଟିରେ କମାଲ ଦେଖାଇଲେ ଓଡ଼ିଆ ପୁଅ। ଜି-୧ ଓପନ ଇଣ୍ଟରନ୍ୟାସନାଲ ତାଇକୋଣ୍ଡୋ ଚମ୍ପିଆନସିପ୍ ବ୍ରୋଞ୍ଜ ପଦକ ହାତେଇ ସୁବର୍ଣ୍ଣପୁର ମାଟି ପାଇଁ ଗୌରବ ଆଣିଛନ୍ତି ଏହେସାସ୍ ହୋତା। ୟୁରୋପ ଆଲବାନିଆଁର ତିରୋନାରେ ଗତ ୧ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଜି-୧ ଓପନ…

ଶପଥ ନେଲେ ଓଡ଼ିଶା ହାଇକୋର୍ଟଙ୍କ ୨ ନୂଆ ବିଚାରପତି

କଟକ: ଓଡ଼ଶା ହାଇକୋର୍ଟରେ ଦୁଇ ଜଣ ନୂଆ ବିଚାରପତି ଭାବରେ ଆଜି ଶପଥ ନେଇଛନ୍ତି । ଜଷ୍ଟିସ୍ ଯଶୋବନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ସେମାନଙ୍କୁ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଶପଥ ପାଠ କରାଇଥିଲେ । ପଞ୍ଜାବ ହରିୟାଣା…

କାଲି ପୁରୀ ସମୁଦ୍ରରେ ଭାସି ଯାଇଥିଲେ, ଆଜି ମିଳିଲା ମୃତଦେହ

ପୁରୀ: ସମୁଦ୍ରରେ ଗାଧୋବା ହେଲା କାଳ । ସମୁଦ୍ର ସ୍ନାନରୁ ସଲିଳ ସମାଧି । ପୁରୀ ସମୁଦ୍ରରେ ଗତକାଲି ଗାଧୋଇବା ବେଳେ ଭାସିଯାଇ ନିଖୋଜ ଥିବା ପର୍ୟ୍ୟଟକଙ୍କର ଆଜି ମୃତଦେହ ମିଳିଛି । ପୁରୀ ଚକ୍ରତୀର୍ଥ ରୋଡ୍ ପିଙ୍କ ହାଉସ୍ ସମ୍ମୁଖ ବେଳାଭୂମିରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ…

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ବଦମାସୀ କମୁନି । ଲଦାଖ ପରେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ସେନା ସହ ମୁହାଁମୁହିଁ ହୋଇଛି । ଏଲଏସିରେ ଦୁଇ ଦେଶର ସୈନ୍ୟ ସାମନା ସାମନି ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ୟାଙ୍ଗସ୍ତେ ଅନ୍ତର୍ଗତ ତାଓ୍ୱାଙ୍ଗ ସେକ୍ଟରରେ ଏହି ଘଟଣା ଘଟିଥିଲା । ଚୀନର…

ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍

ଭୁବନେଶ୍ୱର: ଆଜିଠୁ ପୁଣି ଥରେ ନନ୍ଦନକାନନରେ ଟଏ ଟ୍ରେନରେ ବସି ଚିଡିଆଖାନା ବୁଲିବାର ମଜା ନେଇପାରିବେ ପର୍ୟ୍ୟଟକ । ୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍ । ଆଜି ସାଢ଼େ ୧୧ଟାରେ ଏହାର ଲୋକାର୍ପଣ ହେବ । ଏଥିରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ବସିପାରିବେ । ନନ୍ଦନକାନନରେ…

ଦିଆସିଲି କାଠିରେ ଯୁଦ୍ଧ ବିମାନ ନିର୍ମାଣ

ପୁରୀ: ଆଜି ଦେଶ ପାଳୁଛି ନ୍ୟାସନାଲ୍ ଏୟାର ଫୋର୍ସ ଡେ । ଏହି ଅବସରରେ ପୁରୀର ଜଣେ ଯୁବ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ବାୟୁସେନା ଯୁଦ୍ଧ ବିମାନ । ନିଆରା ଢଙ୍ଗରେ ବାୟୁସେନା ଦିବସ ପାଳନର ବାର୍ତ୍ତା ଦେଇଛନ୍ତି । ଶାଶ୍ୱତ ୧୩ଶହ ୬୦ଟି ଡିଆସିଲି କାଠିରେ…

ନିଷ୍ପତ୍ତି ବଦଳାଇଲା ବ୍ରିଟେନ୍: କୋଭିସିଲ୍ଟର ୨ଟି ଡୋଜ୍ ନେଇଥିବା ଭାରତୀୟଙ୍କୁ କ୍ୱାରେଣ୍ଟିନ୍ ମନା

ନୂଆଦିଲ୍ଲୀ: ଭାରତର କଠୋର ଆଭିମୁଖ୍ୟ ପରେ ନରମ ପଡ଼ିଲା ବ୍ରିଟେନ୍ । ଏଣିକି କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ କିମ୍ବା ବ୍ରିଟେନ ମଞ୍ଜୁର କରିଥିବା ଟିକା ନେଇଥିବା ଭାରତୀୟଙ୍କୁ ବ୍ରିଟେନରେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ନାହିଁ । ଆସନ୍ତା ସୋମବାରରୁ ଏହି ନିୟମ ଲାଗୁ ହେବ । ଭାରତରେ…

ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ଆସିବ ଫୈସଲା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ଜୁନିଅର କିଙ୍ଗ ଖାନଙ୍କର କଣ ହେବ ? ଜେଲ୍ ଯିବେ ନା ବେଲରେ ମନ୍ନତ ଫେରିବେ ? ଆର୍ୟନ ଖାନଙ୍କ ଜାମିନ ଆବେଦନର ଆଜି ଶୁଣାଣି ରହିଛି । ଦିନ ୧୧ଟାରେ ଉଭୟ ପକ୍ଷ ନିଜ ନିଜ ଦସ୍ତାବିତ ଉପସ୍ଥାପନ କରିବେ । ଏହାପରେ ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିବେ…