Latest Odisha News

BREAKING NEWS

Browsing Category

ଫିଚର

କିଏ ସମ୍ଭାଳିବେ ଗୁଜରାଟ ମୁଖ୍ୟମନ୍ତ୍ରୀ ଗାଦି ? ଆଜି ନିଷ୍ପତ୍ତି, କାଲି ଶପଥ

ଅହମ୍ମଦାବାଦ: ଗୁଜରାଟରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? ବିଜୟ ରୂପାନୀଙ୍କ ଇସ୍ତଫା ପରେ କାହାକୁ ବିଜେପି ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବ ତାକୁ ନେଇ ଚର୍ଚ୍ଚା । ନୂଆ ନେତା ଚୟନ ନେଇ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ଗୁଜରାଟରେ ପହଞ୍ଚିଛନ୍ତି…

ଭୁବନେଶ୍ୱରରେ ମ୍ୟାଡ୍ ମୁଲ୍ ବାର୍ ସିଲ୍, ମାନୁ ନଥିଲେ ନାଇଟକର୍ଫ୍ୟୁ ନିୟମ

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ଯୋଗୁ ବାର୍ ସିଲ୍ । ଭୁବନେଶ୍ୱର ଜନପଥରେ ଥିବା ମ୍ୟାଡ୍ ମୁଲ୍ ବାରକୁ ସିଲ୍ କରିଛି ବିଏମସି । ରାତି ୧୦ଟା ପରେ ବାର୍ ଚାଲିଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲେ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଓ ଖାରବେଳ ନଗର ଥାନା ପୋଲିସ । ନାଇଟକର୍ଫ୍ୟୁ…

ମୁହାଁମୁହିଁ ଧକ୍କା ପରେ ଘର ଉପରେ ମାଡ଼ିଗଲା ଟ୍ରକ୍

ବ୍ରହ୍ମପୁର: ମୁହାଁମୁହିଁ ପିଟି ହେଲେ ଦୁଇଟି ଟ୍ରକ୍ । ଏହାପରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଘର ଉପରେ ମାଡ଼ିଗଲା । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ବ୍ରହ୍ମପୁର-ଦିଗପହଣ୍ଡି ୨୧୭ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବ୍ରହ୍ମପୁର…

ମା’ ସମଲେଶ୍ବରୀଙ୍କ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମା’ ସମଲେଶ୍ବରୀ ମନ୍ଦିରରେ ଉଦଘାଟିତ ହୋଇଛି ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ ଏଠାକୁ ଆସୁଥିବା ଭକ୍ତଙ୍କୁ ସମ୍ବଲପୁର ତଥା ଓଡ଼ିଶାର ଗୌରବମୟ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ସାଇ-ଟେଡ୍

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଅନୁଷ୍ଠିତ ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମେଳା ସାଇ-ଟେଡର ପଞ୍ଚମ ସଂସ୍କରଣ ଅନଲାଇନରେ ଅନୁଷ୍ଠିତ ହୋଇଯାଇଛି । ସାଇ-ଟେଡ ଛାତ୍ରଛାତ୍ରୀଙ୍କୁ ପରିବର୍ତ୍ତିତ ସମୟର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ପରିଚିତ କରାଇବାର ଏହା ଏକ ସଫଳ…

ଦୁର୍ଗାପୂଜାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ପୁରୀ : ଆଗକୁ ଆସୁଛି ଦୁର୍ଗାପୂଜା । କୋଭିଡ ମହାମାରୀ ଭିତରେ ଦୁର୍ଗାପୂଜାକୁ କିପରି ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ ସେନେଇ ଗୁରୁତ୍ବ ଦେଇଛନ୍ତି ସରକାର । ଏହି କ୍ରମରେ ଦୁର୍ଗାପୂଜାକୁ ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।…

ହାଇପ୍ରୋଫାଇଲ ଜମି ଜାଲିଆତିର ପର୍ଦ୍ଦାଫାଶ, ୩ ଗିରଫ

କଟକ : ହାଇ ପ୍ରୋଫାଇଲ ଜମି ଜାଲିଆତିର ପର୍ଦ୍ଦାଫାଶ । ୩ ଜଣ ଠକଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଜମି ଦେବା ନାଁରେ ବ୍ୟାଙ୍କରେ ନକଲି କାଗଜପତ୍ରକୁ ଚଞ୍ଚକତା କରି ୬୦ ଲକ୍ଷ ଟଙ୍କାର ହେରଫେର କରିଥିଲେ ଦୁର୍ବୃତ୍ତ । ଜମି ମାଲିକଙ୍କ ଅଜ୍ଞାତରେ ତାଙ୍କ ଜମିର ନକଲି ଦସ୍ତାବିଜ ଦାଖଲ କରି…

ରବି ଫସଲ ପାଇଁ ଚାଷୀଙ୍କୁ ମିଳିଲା ‘କାଳିଆ’ ଟଙ୍କା

ଭୁବନେଶ୍ବର : ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା । ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା…

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି

ଗାନ୍ଧୀନଗର : ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଇସ୍ତଫା । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ରାଜଭବନରେ ସାକ୍ଷାତ କରି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ବିଜୟ ରୂପାଣି । ରୂପାଣିଙ୍କ ସହ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ରାଜ୍ୟ ବିଜେପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ…

ରାଜ୍ୟରେ ଚିହ୍ନଟ ହୋଇନି କରୋନାର ନୂଆ ଭ୍ୟାରିଆଣ୍ଟ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଆକ୍ରାନ୍ତ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ହେଲେ ଏବେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଚିନ୍ତା ବଢ଼ିଲାଣି । ଏଭଳି ସ୍ଥିତିରେ ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ…