Latest Odisha News

BREAKING NEWS

Browsing Category

ଫିଚର

୨୧୭୧ କୋଟିର ୧୦ଟି ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କମିଟିର ଅନୁମୋଦନ

ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୦ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୨୧୭୧.୮୨ କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଓ୍ବେବ୍ ପୋର୍ଟାଲ ସାମ୍ବାଦିକ

ଭୁବନେଶ୍ବର : ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ । ଓ୍ବେବ୍ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଓ ସାମ୍ବାଦିକ ସ୍ମୃତି ରଞ୍ଜନ ବେହେରାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତୁ ପଠାଇ ଦିଆଯାଇଛି ।…

ସାର ସଙ୍କଟକୁ ନେଇ ତାତିଲେ ଚାଷୀ, ନନ୍ଦାହାଣ୍ଡିରେ ଲ୍ୟାମ୍ପରେ ପକାଇଲେ ତାଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଥମୁନି ସାର ସଙ୍କଟ । ସାର ନମିଳିବାରୁ ନନ୍ଦାହାଣ୍ଡି ଲ୍ୟାମ୍ପରେ ତାଲା ପକାଇଛନ୍ତି ଶତାଧିକ ଚାଷୀ । ସାର ପାଇଁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ସାର ନ ମିଳିବାରୁ ଏଭଳି ତାତିଛନ୍ତି ଚାଷୀ । ଗତ ସୋମବାର ଓ ମଙ୍ଗଳବାର ଲ୍ୟାମ୍ପକୁ ଦୁଇଟି ପର୍ଯ୍ୟାୟରେ ୨୦୦୦…

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ, ଅକ୍ଟୋବର ୩ରେ ଗଣତି

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବ ପିପିଲି ଉପନିର୍ବାଚନ । ଅକ୍ଟୋବର ୩ ତାରିଖରେ ହେବ ଭୋଟ ଗଣତି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ଆଜିଠୁ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି…

ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନାରେ ୩୧ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ

ନୂଆଦିଲ୍ଲୀ : ଓଡିଶା ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନାରେ ୩୧ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ । ଏଥିସହ ୩ଟି ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯିବ । ନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧକାରୀମାନଙ୍କ ସହ ଆଲୋଚନା ପରେ…

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ : କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ନାହାନ୍ତି ସରକାର

ଭୁବନେଶ୍ବର : ନିୟନ୍ତ୍ରଣରେ କୋଭିଡ ଦ୍ବିତୀୟ ଲହରୀ । ଆଗକୁ ଆସୁଛି ତୃତୀୟ ଲହରୀ । ଏଥିପାଇଁ ଲୋକଙ୍କ ମନରେ ଏକ ପ୍ରକାର ଚିନ୍ତା ବି ବଢ଼ିବାରେ ଲାଗିଲାଣି । କିନ୍ତୁ ତୃତୀୟ ଲହରୀକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ରାଜ୍ୟ ବିଜେପି । ତୃତୀୟ ଲହରରେ ଶିଶୁ ମାନେ ବିଶେଷ ଭାବେ…

ପାରା ଅଲିମ୍ପିକ୍ସ : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇଛନ୍ତି । ଡାନିଏଲଙ୍କୁ…

କୁଡୁମୀ ସେନାର ଦିଲ୍ଲୀ ଯାତ୍ରା

ମୟୂରଭଞ୍ଜ: ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟ ଦିଲ୍ଲୀ ଯାତ୍ରାରେ । କୁଡୁମୀ ଜାତୀକୁ ଆଦିବାସୀ ତାଲିକା ଭୁକ୍ତ କରିବା ଦାବି ନେଇ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି କୁଡୁମୀ ସେନା ସଦସ୍ୟ । କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନୀ ମହାନ୍ତ ଙ୍କ ନେତୃତ୍ୱରେ ଦିଲ୍ଲୀ ଯାତ୍ରା କରିଛନ୍ତି ସେନା…

ମାଲକାନଗିରିରେ ଆମ୍ବୁଲାନ୍ସ ସେବା ଠପ୍

ମାଲକାନଗିରି : ମାଲକାନଗିରିରେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୩ରୁ ୪ ମାସ ହୋଇଯିବ ଆମ୍ବୁଲାନ୍ସ ଡ୍ରାଇଭର ମାନେ ଦରମା ପାଉନାହାନ୍ତି । ଫଳରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭରମାନେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟ…

ଦାଦନ ଶ୍ରମିକରୁ ଫ୍ୟାସନ୍ ଡିଜାଇନର୍

ରାୟଗଡ଼ା : ନିୟମଗିରିର ପୁଅ ବନିଗଲେ ଫ୍ୟାସନ୍ ଡିଜାଇନର। ନିୟମଗିରି ବିଷମକଟକ ବ୍ଲକ ଚାଟିକୋଣା ଗାଁ ପୁଅ ହେଉଛନ୍ତି ଅଜୟ ସୁନା। ଗରିବ ପରିବାରରେ ଜନ୍ମ ତାଙ୍କର । ବାପା ମା ଙ୍କ ମୃତ୍ୟୁ ପରେ ପଲିଟିଦିନରୁ ଅନେକ ସଂଘର୍ଷ କରିଥିଲେ। ଦାଦନ ଖଟିବାକୁ ଯାଇଥିଲେ ଛତିଶଗଡ଼। କୁହାଯାଏ ଇଛାଶକ୍ତି ଥିଲେ…