Latest Odisha News

BREAKING NEWS

Browsing Category

ଫିଚର

ଜାତୀୟ ସ୍ତରରେ ଚମକିଲେ କୋରାପୁଟର ଝିଅ

କୋରାପୁଟ : ରାୟପୁରରେ ଚମକିଲେ କୋରାପୁଟିଆ ଝିଅ । ଜାତୀୟ ସ୍ତରୀୟ ସୌନ୍ଦର୍ଯ୍ୟ କରଣ ପ୍ରତିଯୋଗିତାର ୨୦୨୧ ରେ କୋରାପୁଟର କୋଟପାଡ ଝିଅଙ୍କ କମାଲ୍ । କୋରାପୁଟ ଜିଲ୍ଲା କୋଟପାଡ ଧୁଶାସେଟ ପରିବାର ସଲିମଉଦିନ ଓ ସକିନା ବାନୁଙ୍କ ଝିଅ ରିଜୱାନା। ସେ ଜଣେ ବିବାହିତା । ଅଗଷ୍ଟ ୨୭ ତାରିଖରେ ଛତିଶଗଡ଼…

ପାରା ଅଲିମ୍ପିକ୍ସ: ୧୧ତମ ଦିନ ଆରମ୍ଭରୁ ଭାରତ ପାଇଁ ସୁନା, ରୂପା ଜିତିଲେ ମନୀଷ, ସିଂହରାଜ

ଟୋକିଓ: ପାରା ଅଲିମ୍ପିକ୍ସର ୧୧ତମ ଦିନ ଆରମ୍ଭରୁ ଭାରତକୁ ଡବଲ ସଫଳତା ମିଳିଛି । ଶୁଟିଂ ଏସଏଚ-୧ କାଟାଗୋରିର ୫୦ ମିଟର ଏୟାର ପିସ୍ତଲ ଇଭେଂଟରେ ମନୀଷ ନରୱାଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସିଂହରାଜ ଅଧାନା ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ଫାଇନାଲରେ…

ବହୁଚର୍ଚ୍ଚିତ ରେମୁଣା ଜମି ବ୍ୟବସାୟୀ ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ସମେତ ୭ ଗିରଫ

ବାଲେଶ୍ୱର: ବହୁ ତନାଘନା ପରେ ଶେଷରେ ବାଲେଶ୍ୱର ପୋଲିସକୁ ମିଳିଛି ବଡ ସଫଳତା । ଜମି ବ୍ୟବସାୟରେ ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରେମୁଣା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି । ଏହି ମାମଲାରେ ମୁଖ୍ୟ କାର୍ପଟଦାର ସମେତ ଅନ୍ୟ ୭ ଅଭିଯୁକ୍ତ ପୋଲିସ ହାତରେ ଧରାପଡିଛନ୍ତି । ଏକ୍…

ଅନାବୃଷ୍ଟି ଜନିତ ପରିସ୍ଥିତିର ସମୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ଅନାବୃଷ୍ଟି ଜନିତ ପରିସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସମସ୍ତ ବିଭାଗୀୟ କ୍ଷେତ୍ର କର୍ମଚାରୀ ମାନେ ନିଜର ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀଙ୍କ ସହ ଫସଲ ଦେଖିବେ ଓ ତତ୍କାଳ ପରିସ୍ଥିତି…

ଟିଟି ଷ୍ଟାର ମନିକା ବାତ୍ରାଙ୍କୁ ମ୍ୟାଚ ଫିକ୍ସ କରିବାକୁ କହୁଥିଲେ କୋଚ ସୌମ୍ୟଦୀପ !

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଶୁକ୍ରବାର କୋଚ ସୌମ୍ୟଦୀପ ରାୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଦୋହାରେ ଅନୁଷ୍ଠିତ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମୋତେ ଜାଣିଶୁଣି ମ୍ୟାଚ ହାରିବା ପାଇଁ କହୁଥିଲେ । ଏହା ଦ୍ୱାରା ତାଙ୍କ ପାଖରେ…

ଓଟିଡିସିର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ଶୁଭାରମ୍ଭ

ଭୁବନେଶ୍ବର : ରାଜଧାନୀରେ ଉଦଘାଟିତ ହୋଇଛି ଓଟିଡିସିର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ । ଓଡଟିଡିସିର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ରେଷ୍ଟୁରାଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରେଷ୍ଟୁରାଣ୍ଟ ଉଦଘାଟିତ ହେବା ପରେ ଏଣିକି ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ…

ମର୍ମନ୍ତୁଦ ଦୁର୍ଘଟଣା,୧୦ ଯାତ୍ରୀ ଗୁରୁତର

ମୟୂରଭଞ୍ଜ :ମୟୂରଭଞ୍ଜ ବାଙ୍ଗିରପୋଷି ଦ୍ୱାରସୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଘାଟି ନିକଟରେ ଟ୍ରକ ଓ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ୨୦ ରୁ ଅଧିକ ଯାତ୍ରୀ ଅଳ୍ପ ଆହାତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବାରିପଦାରୁ କେଉଁଝର…

OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗଡ଼ିଲା OSRTCର ଆଉ ୧୧୦ଟି ନୂଆ ବସ୍ । ଏହି ଅତ୍ୟାଧୁନିକ ନୂଆ ବସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାତ୍ରୀ ମାନଙ୍କୁ ଆରାମ ଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସଂଯୁକ୍ତ କରାଯାଇଛି । ରାଜ୍ୟ ପରିବହନ ନିଗମ…

ମୋ ବସ୍‌ର ଅତ୍ୟାଧୁନିକ ଡିପୋ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଉଦଘାଟିତ ହୋଇଛି ମୋ ବସର ଦୁଇଟି ଅତ୍ୟାଧୁନିକ ଡିପୋ । ପଟିଆ ଓ ଭଗବାନପୁରରେ ଥିବା ମୋ ବସ୍‌ର ଦୁଇଟି ଡିପୋକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅତ୍ୟାଧୁନିକ ଡିପୋରେ ମେସିନ୍‌ ଜରିଆରେ ବସ୍ ପରିଷ୍କାର କରାଯିବା ସହ ବସରେ ତେଲ ପକାଇବାର ସୁବିଧା ମଧ୍ୟ କରାଯାଇଛି ।…

ସେନା ସିଲାବସରେ ସାମିଲ ହେବ ଭଗବଦ ଗୀତା, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର !

ନୂଆଦିଲ୍ଲୀ: ଭାରତର ତିନି ସେନାରେ ଭଗବଦ ଗୀତା ଏବଂ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ସାମିଲ କରାଯିବ । କଲେଜ ଅଫ ଡିଫେନ୍ସ ମ୍ୟାନେଜମେଂଟ ଏହି ପ୍ରସ୍ତାବ ଦେଇଛି । ଏହି ପ୍ରାଚୀନ ଗ୍ରନ୍ଥରୁ ରଣନୀତି ଏବଂ ନେତୃତ୍ୱ ସମ୍ପର୍କରେ ଅନେକ କିଛି ଶିକ୍ଷାଲାଭ କରିହେବ ବୋଲି ଆଶା କରାଯାଉଛି । ସିକନ୍ଦରବାଦରେ…