Latest Odisha News

BREAKING NEWS

Browsing Category

ଫିଚର

ଗୋଡ ଥିବା ତିମି ମାଛର ମିଳିଲା ଜୀବାଶ୍ମ

କାଇରୋ: ଇଜିପ୍ଟର ଫାୟୋମ ଅଂଚଳର ଏକ ମରୁଭୂମିରେ ଗୋଡ ଥିବା ତିମି ମାଛର ଜୀବଶ୍ମ ମିଳିଛି । ୪କୋଟି ୩୦ ଲକ୍ଷ ବର୍ଷ ତଳର ଏହି ତିମି ମାଛର ୪ଟି ଗୋଡ ଥିଲା । ଏହା ପାଣିରେ ପହଁରିବା ସହ ଭୂମିରେ ଚାଲୁଥିଲା । ବୈଜ୍ଞାନିକମାନେ ଏହାର ନାମ ଫିଓମିସେଟସ ଅନୁବିସ ନାମରେ ନାମିତ କରିଛନ୍ତି ।…

ଧାକଡରେ କଙ୍ଗନା ୧୦ ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ତାଙ୍କ ଆଗାମୀ ଫିଲ୍ମ ଧାକଡ ନେଇ ବେଶ ଉତ୍ସାହିତ ଅଛନ୍ତି । ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଚାଲିଛି ଏବଂ ଏହା ଖୁବ୍ ଶୀଘ୍ର ଥିଏଟରକୁ ଆସିବ ବୋଲି ଜଣାପଡିଛି । ଏହି ଆକ୍ସନ ଡ୍ରାମାରେ କଙ୍ଗନା ୧୦ ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ । ମାନବ ତସ୍କର ଉପରେ…

ଭବୀନା ପଟେଲଙ୍କୁ ୩ କୋଟି ପୁରସ୍କାର ଘୋଷଣା

ଅହମ୍ମଦାବାଦ: ଟୋକିଓ ପାରାଲିମ୍ପିକ୍ସର ରୌପ୍ୟ ପଦକ ବିଜୟିନୀ ଭାବିନାବେନ୍ ପଟେଲଙ୍କୁ ନେଇ ସାରା ଦେଶରେ ଖୁସିର ମାହୋଲ  । ଟେବୁଲ ଟେନିସରେ ସେ ମେଡାଲ ଜିତିଛନ୍ତି । ସଫଳତା ପରେ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ  । ଏଥିସହ…

କ୍ରୀଡା ଓ ସାହସିକତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟରେ କ୍ରୀଡା ଓ ସାହସିକତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି  । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାରରେ…

କାବୁଲ ଏୟାରପୋର୍ଟ ବିସ୍ଫୋରଣରେ ମୃତକଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ପୁରୀ: କାବୁଲ ଏୟାରପୋର୍ଟରେ ବିସ୍ଫରୋଣରେ ଶତାଧିକ ମୃତ୍ୟୁବରଣ କରିଛନ୍ତି  । ପୁରୀ ବେଳାଭୂମିରେ ବାଲୁକା କଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ଏହି ଘଟଣାରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି  । ପୃଥିବୀରେ ସମସ୍ତ ହିଂସା ଛାଡି…

କୋରିଅରରେ ଗଞ୍ଜେଇ ଚାଲାଣ, ୨ ଯୁବକ ଗିରଫ

ଭୁବନେଶ୍ୱର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । କୋରିଅରରେ ଅନ୍ୟ ଜିନିଷ ସହ ଗଞ୍ଜେଇ ଚାଲାଣ ବେଳେ ଧରିଲା କମିଶନରେଟ ପୋଲିସ । ଦିଲ୍ଲୀର ୨ ଯୁବକଙ୍କୁ ଗିରଫ ସହିଦନଗର ଥାନା ପୋଲିସ ଗିରଫ କରିଛି । ଜବତ ହୋଇଛି ପ୍ରାୟ ୪୫ କେଜି ଗଞ୍ଜେଇ । ଯାହାର  ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ।…

ବିଧାନସଭା ଅଧିବେଶନ ପୂର୍ବରୁ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ  । ତାପୂର୍ବରୁ ଆଜି ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କୋଭିଡ୍ RTPCR ଟେଷ୍ଟ କରାଯାଉଛି  । ବିଧାନସଭା ପରିସରରେ ହୋଇଥିବା ସ୍ୱତନ୍ତ୍ର ଶିବିରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଂସଦୀଯ ବ୍ୟାପାର ମନ୍ତ୍ରୀ ବିକ୍ରମ…

ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ, ଭଡ଼ା ଗାଡ଼ିରେ ନେଉଥିଲେ ସାଢ଼େ ୩ ଲକ୍ଷ ଟଙ୍କା

ସୋନପୁର: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ ।  ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିପଡିଛନ୍ତି  । ଗାଡ଼ିରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ନେଇ ଯାଉଥିଲେ ବିଡିଓ ପଦ୍ମନାଭ ସାମନ୍ତରାୟ । ଏତିକିବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ ନିକଟରେ ଭିଜିଲାନ୍ସ…

ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜୟପୁର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାକର  । କୋରାପୁଟ ଜିଲ୍ଲା ଜୟପୁର ଉମୁରି ରେଳ ଷ୍ଟେସନ ନିକଟ ରେଳ ଲାଇନରୁ ମୃତକଙ୍କ ମୃତଦେହ ଉଦ୍ଧାର ହୋଇଛି  । ମୃତକ ହେଲେ ଜୟପୁର ବ୍ଲକ ଆନ୍ତା ଗ୍ରାମର ଜଗନ୍ନାଥ ବାଘ  । ସେ ଜଣେ ଡ୍ରାଇଭର  । ଟ୍ରେନ୍ ଲାଇନକୁ ସେ କେମିତି ଆସିଲେ ଓ ତାଙ୍କର…

ଆଜିଠୁ ରାଜ୍ୟର ୧୨ ଜିଲ୍ଲାରେ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ୧୨ ଜିଲ୍ଲାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ସେରୋ ସର୍ଭେ । ଏଥିପାଇଁ ଆରଏମଆରସି ଲୋକଙ୍କ ନମୁନା ସଂଗ୍ରହ କରୁଛି । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର…