Latest Odisha News

BREAKING NEWS

Browsing Category

ଫିଚର

ହ୍ୟାକ ହେଲା ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟର ଆକାଂଉଟ

ପାଟନା: ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟର ଆକାଂଉଟ ଶନିବାର ହ୍ୟାକରମାନେ ହ୍ୟାକ କରି ନେଇଥିଲେ । ତାଙ୍କ ଆକାଂଉଟର ନାମ ବଦଳାଇ ଏଲନ ମସ୍କ କରି ଦେଇଥିଲେ । ଏପରିକି ରକେଟ ଲଂଚର ଫଟୋ ସହ ତାଙ୍କ ପ୍ରୋଫାଇଲ ପିକ୍‌ଚର ବି ବଦଳାଇ ଦେଇଥିଲେ । ଅବଶ୍ୟ କିଛି ସମୟ ପରେ…

ସ୍ମାର୍ଟ ହେଲା କ୍ଲାସ ରୁମ୍, ୫୦ଟି ସ୍କୁଲର ହେଲା ରୂପାନ୍ତରଣ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ । 5T ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି…

କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତ କଏଦୀ ହେଲେ ତେଲକୋଇ ଥାନା କାଳିମା ଗାଁର କୀର୍ତ୍ତନ କିଷାନ । ୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ ନିଜ ଜ୍ବାଇଁଙ୍କୁ ହତ୍ୟା କରି ଜେଲରେ ଥିଲେ । ଏହି ଘଟଣାରେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ମଧ୍ୟ ବିଚାରାଧୀନ…

ଖୋର୍ଦ୍ଧାରେ ପାଣିରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ନାଭାଲ ଫାଣ୍ଡି ଅନ୍ତର୍ଗତ ପାନ୍ଥନିବାସ ରୋଡରେ ଅଘଟଣ । ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୁର ସ୍ବାଇଁ । ସୂଚନା ଅନୁସାରେ, ବଡ଼କୁଳ ପାନ୍ଥନିବାସ ରୋଡ଼ରେ ବାସ କରୁଥିବା ସୁର ସ୍ବାଇଁ ଆଜି ଗାଧୋଇବା ପାଇଁ ଏକ ପୋଖରୀକୁ ଯାଇଥିଲେ ।…

ମାଲକାନଗିରିରେ ବଣ୍ଟାଗଲା BSKY ସ୍ମାର୍ଟ କାର୍ଡ

ମାଲକାନଗିରି : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ ପରେ ଆଜିଠୁ ମାଲକାନଗିରି ଜିଲ୍ଲାର ସବୁ ବ୍ଲକରେ ବଣ୍ଟାଯାଇଛି ସ୍ମାର୍ଟ କାର୍ଡ । ଆଜି ବିଭିନ୍ନ ବ୍ଲକରେ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି ବରିଷ୍ଠ ମନ୍ତ୍ରୀ । ବଣ୍ଡାଘାଟିର ହିତାଧିକାରୀଙ୍କୁ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଡିଏଫଓଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ଗଜପତି : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ତଦନ୍ତର ଅଷ୍ଟମ ଦିନରେ ଚର୍ଚ୍ଚାରେ ଥିବା ଡିଏଫଓଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ପୋଲିସ ଗେଷ୍ଟ ହାଉସରେ ତିନି ଘଣ୍ଟା ଧରି ଗୁଡେଇ ତୁଡେଇ ପ୍ରଶ୍ନ କରିଛି ତଦନ୍ତକାରୀ ଟିମ୍ । ଜେରା ବେଳେ କିଛି ପ୍ରଶ୍ନର ଉତ୍ତର…

ଜମ୍ମୁ-କଶ୍ମୀରକୁ ତାଲିବାନ ସହିତ ତୁଳନା କଲେ ମେହବୁବା, ପରୋକ୍ଷରେ କେନ୍ଦ୍ରକୁ ଦେଲେ ଧମକ

ନୂଆଦିଲ୍ଲୀ: ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ବୟାନ ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ଜମ୍ମୁ-କଶ୍ମୀରକୁ ତାଲିବାନ ସହ ତୁଳନା କରି ସେ ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଧମକ ଦେଇଛନ୍ତି । ତାଲିବାନ କିପରି ଆମେରିକୀୟଙ୍କୁ ଦେଶରୁ ତଡିଲେ ତାହା ଭଲ କରି ହୃଦୟଙ୍ଗମ କର । ଯେଉଁ ଦିନ…

କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଲେ ତାରା ବାହିନୀପତି

ଭୁବନେଶ୍ବର : ପଦାରେ ପଡୁଛି କଂଗ୍ରେସ କନ୍ଦଳ । କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ତାରାପ୍ରସାଦ । ତାଙ୍କ କହିବା କଥା ଜିଲ୍ଲା ସ୍ତରରେ କଂଗ୍ରେସ…

କ୍ଷମା ମାଗିଲେ ଭିନେଶ, ନରମି ନାହିଁ ଡବ୍ଲ୍ୟୁଏଫଆଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଅବସରରେ ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତୀୟ କୁସ୍ତି ସଂଘ ମହିଳା ରେସଲର ଭିନେଶ ଫୋଗଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘଟଣା ନେଇ ଭିନେଶ କ୍ଷମା ମାଗିଥିଲେ ମଧ୍ୟ ଡବ୍ଲ୍ୟୁଏଫଆଇ ଏବେ ବି ଅସନ୍ତୁଷ୍ଟ ରହିଛି । ଭିନେଶ ଅଫିସିଆଲ ସ୍ପନଶର…

ଦିଆସିଲି ଓ ଆଇସକ୍ରିମ୍ କାଠିରେ ରାକ୍ଷୀ

ପୁରୀ: ଆସନ୍ତାକାଲି ରକ୍ଷା ବନ୍ଧନ । ଏହିଦିନ ପାଳନ କରାଯାଏ ପ୍ରଭୁ ଶ୍ରୀବଳଭଦ୍ରକଙ୍କ ଜନ୍ମ ଉତ୍ସବ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଆପଣମାନେ ଅନେକ ପ୍ରକାର ରାକ୍ଷୀ ଦେଖିଥିବେ । କିନ୍ତୁ ଦିଆସିଲି କାଠିରେ ତିଆରି ଏହି ରାକ୍ଷୀକୁ ଦେଖନ୍ତୁ । ବେଶ ମନଲୋଭା ହୋଇଛି । ଦେଖିବାକୁ ଭାରି…