Latest Odisha News

BREAKING NEWS

Browsing Category

ଫିଚର

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ, ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ଧଓ୍ୱନ ଧୁରନ୍ଧର

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଦିନିକିଆ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ଆଗୁଆ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ସେପଟେ ଆଜିର ମ୍ୟାଚ୍…

ବାହୁଡ଼ା ଯାତ୍ରା ପାଇଁ ପୋଲିସ ଛାଉଣୀରେ ପୁରୀ ସହର

ପୁରୀ: ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ହେଉଛି । ସହରରେ ଲାଗିଛି ୪୮ ଘଣ୍ଟିଆ କର୍ଫ୍ୟୁ । ଆସନ୍ତାକାଲି ରାତି ୮ଟା ଯାଏ ବଳବତ୍ତର ରହିବ । ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଜାରି ହୋଇଛି । ପୋଲିସ ଛାଉଣୀରେ ପୁରୀ ସହର । ପଇଁତରା ମାରୁଛି ପୋଲିସ ପାଟ୍ରୋଲିଂ…

ଆଜି ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା

ପୁରୀ: ଜନ୍ମବେଦୀରେ ସରିଲା ମହାପ୍ରଭୁଙକ୍ ଲୀଳାଖେଳା । ନବଦିନାତ୍ମକ ଯାତ୍ରା ସାରି ଆଜି ବଡ଼ଦେଉଳ ଅଭିମୁଖେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି । ପୁଣି ଥରେ ରଥ ଚଢ଼ି ବାହୁଡ଼ିବେ ଶ୍ରୀଜିଉ । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ଅଛନ୍ତି ତାଳଧ୍ୱଜ, ଦେବଦଳନ ଓ…

ଭାରତ ବିରୋଧରେ ହୀନ ରାଜନୀତି ଛାଡୁନି ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ବିରୋଧରେ ହୀନ ରାଜନୀତି ଛାଡୁନି ପାକିସ୍ତାନ । ଆଫଗାନିସ୍ତାନରେ ଥିବା ବିଭିନ୍ନ ଭାରତୀୟ ସଂସ୍ଥା ଓ ପ୍ରକଳ୍ପକୁ ଟାର୍ଗେଟ କରିବା ଲାଗି ତାଲିବାନକୁ ନିର୍ଦ୍ଦେଶ ଦେଇଛି ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ । ଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ତାନରେ ଏବେ ଅସ୍ଥିରତା ଲାଗି ରହିଥିବା…

ସୌମ୍ୟରଞ୍ଜନ ଓ ବିଦ୍ୟା ଭାରତୀଙ୍କ ମୋବାଇଲ୍ ଜବତ କଲା ପୋଲିସ

ବାଲେଶ୍ବର : ଖୋଲିବ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ । ଏବେ ତଦନ୍ତର ବିଭିନ୍ନ ଦିଗକୁ ନେଇ ଛାନବିନ କରୁଛି ପୋଲିସ । ଘଟଣାର ୬ ଦିନ ପରେ ବି ପୋଲିସ ହାତରେ ଲାଗିନି କିଛି ସୂରାକ । କିନ୍ତୁ ଏହି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ଉଦ୍ୟମ ଆରମ୍ଭ କରିଛି…

ମରାମତି କାର୍ଯ୍ୟ ପାଇଁ ଟ୍ରେନ୍ ବାତିଲ, ଜାଣନ୍ତୁ କେଉଁ ଟ୍ରେନ୍

ଭୁବନେଶ୍ବର : କୋଟ୍ଟଭାଲାସା-ପାଲାସା ସେକ୍ସନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ ପାଇଁ ଆଲମଣ୍ଡା ଏବଂ କୋରୁକୋଣ୍ଡା ଷ୍ଟେସନ୍ ମଧ୍ୟରେ ଚାଲିଛି ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ । ଏସବୁ ଦିଗକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ଚଳିତ ମାସ ୧୮ ଓ ୧୯ ତାରିଖରେ ବାତିଲ…

ଚାଷୀକୁ ମିଳିଲା ସୁବର୍ଣ୍ଣରେଖା ପାଣି

ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫ ହଜାର ୩୫୯ ହେକ୍ଟର ଚାଷ ଜମିକୁ ଛଡାଯାଇଛି ପାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ହେବା ଦ୍ବାରା ମୟୂରଭଞ୍ଜ ଜିଲ୍ଲାର…

ନ୍ୟାୟ ଦାବିରେ ପୋଲିସ ଡିଜିଙ୍କୁ ଭେଟିଲେ ସୌମ୍ୟରଞ୍ଜନଙ୍କ ବାପା

କଟକ : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୬ଦିନ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ତଦନ୍ତର ଖିଅ ପାଉନି ପାରଳାଖେମୁଣ୍ଡି ପୋଲିସ । ବିଭିନ୍ନ ଦିଗକୁ ନେଇ ଚଳାଇଛି ତଦନ୍ତ । ଘଟଣାରେ ଆଜି ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ପାରଳାଖେମୁଣ୍ଡିରୁ ଆସିଥିବା…

ବାହୁଡା ପାଇଁ ପୁରୀରେ ଲାଗୁ ହେଲା କର୍ଫ୍ୟୁ

ପୁରୀ : କାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା । କିପରି ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେକୁ ଶୃଙ୍ଖଳିତ ଭାବେ ଶେଷ କରାଯିବ, ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । କ’ଣ ବ୍ୟବସ୍ଥା କରାଯାଇଛି, ଆଉ କ’ଣ କରାଯିବ ସେନେଇ ସମୀକ୍ଷା ହୋଇଛି ।…

କାଲି ବାହୁଡିବେ ମହାପ୍ରଭୁ, ଅପରାହ୍ନ ୪ଟାରୁ ହେବ ରଥଟଣା

ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଜନ୍ମବେଦୀରୁ ଫେରିବେ ଶ୍ରୀମନ୍ଦିର । ନୀତି ଅନୁସାରେ, ଆଜି ନୀତି ସନ୍ଧ୍ୟା ଦର୍ଶନ ହୋଇଛି । ତେବେ ଆସନ୍ତାକାଲି ବାହୁଡା ପାଇଁ ନିର୍ଘଣ୍ଟ ହୋଇଛି ନୀତି । ଅପରାହ୍ନ ୪ଟାରେ ରଥ ଟାଣିବାକୁ ଚୂଡାନ୍ତ ହୋଇଛି । ମଙ୍ଗଳ ଆଳତି ପ୍ରାତଃ ୪ଟାରେ…