Latest Odisha News

BREAKING NEWS

Browsing Category

ଫିଚର

ଆଷ୍ଟ୍ରାଜେନେକା ଓ ସ୍ପୁଟନିକ- ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା

ନୂଆଦିଲ୍ଲୀ : ଆଷ୍ଟ୍ରାଜେନେକା ଓ ସ୍ପୁଟନିକ- ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା । ଏହାକୁ ଅନୁମତି ଦେଇଛି ଋଷ । ଏନେଇ ଦେଶର ୫ଟି କ୍ଲିନିକକୁ ଟ୍ରାଏଲ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ଟ୍ରାଏଲ ଅବଧି ଆସନ୍ତା ମାର୍ଚ୍ଚ ୨୦୨୨ ସୁଦ୍ଧା ଶେଷ ହେବ । ଋଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…

କଟକଣାକୁ ମାନିଲେନି, ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ମହିଳା ଓ ଜଣେ ପୁରୁଷ

ପୁରୀ : ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ମହିଳା ଓ ଜଣେ ପୁରୁଷ । ସେମାନଙ୍କ ପରିଚୟ ମିଳିନାହିଁ । ମହାମାରୀ କରୋନା କାରଣରୁ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ବନ୍ଦ ରହିଛି । ହେଲେ ଏମାନେ କିଭଳି ମନ୍ଦିରରେ ପ୍ରବେଶ କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ, ହାଇକୋର୍ଟରେ ଦାୟର ହେଲା ପିଟିସନ

କଟକ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖିଅ ପାଉନି ପୋଲିସ । ଘଟଣାକୁ ୧୫ ଦିନ ବିତିଥିବା ବେଳେ, ଅସଲ କାରଣ ଜାଣିପାରୁନି ପୋଲିସ । ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦେବି କରୁଛନ୍ତି । ଅନ୍ୟପଟେ ଏହି ଘଟଣାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍…

କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ହେଲେ ଦୀପକ ଦାସ

ନୂଆଦିଲ୍ଲୀ : କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ହେଲେ ଦୀପକ ଦାସ । ପ୍ରଥମ ଓଡ଼ିଆ ଅଫିସର ଭାବେ ଦୀପକ ଦାସଙ୍କୁ କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚ୍ ଆଇସିଏଏସ୍ ଅଫିସର ହେଉଛନ୍ତି ଦୀପକ ଦାସ । ଅଗଷ୍ଟ ପହିଲାରୁ ସେ ସିଜିଏ ଭାବେ ଦାୟିତ୍ୱ ଗ୍ରହଣ…

ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ

ଆଠଗଡ଼ : ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ । ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଛନ୍ତି । ଆହତ ମାନେ ହେଲେ ୩୫ ବର୍ଷୀୟ ପ୍ରସନ୍ନ କୁମାର ପଣ୍ଡା, ୪୮ ବର୍ଷୀୟ ବାଙ୍କନିଧି ସାହୁ, ପ୍ରସନ୍ନ କୁମାର ନାୟକ, ଦୁଃଶାସନ ରାଉତ । ଆହତ ହୋଇଥିବା ୪ ଜଣ ବ୍ୟକ୍ତି ବିଲକୁ ଚାଷ କାମ…

କ୍ରୀଡା ମହାକୁମ୍ଭରେ ମହା ରାଜନୀତି, ଇସ୍ରାଏଲ ଖେଳାଳିଙ୍କ ବିପକ୍ଷରେ ଖେଳିବାକୁ ମନା କଲେ ସୁଡାନର ଜୁଡାକୋ

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ବି ରାଜନୀତି ପସିଛି । ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ନିରପେକ୍ଷ ସ୍ଥାନରେ ବି ତାର କଳଙ୍କ ରୂପ ଦେଖାଇଛି । ଜୁଡୋ ୭୩ କିଗ୍ରା କାଟାଗୋରୀରେ ଇସ୍ରାଏଲର ତୋହରା ବୁଟବୁଲ ବିପକ୍ଷରେ ସୁଡାନର ମହମ୍ମଦ ଅବଦୁଲ ରସେଲ ଖେଳିବା ପାଇଁ ମନା କରି ଦେଇଥିଲେ । ଏହା…

ୟୁପି ନିର୍ବାଚନ: ସମାଜବାଦୀ ପାର୍ଟି ସହ ମେଂଟ କରିବ ଏନସିପି

ଲକ୍ଷ୍ନୌ: ଉତରପ୍ରଦେଶ ୨୦୨୨ ବିଧାନସଭା ନିର୍ବାଚ ପାଇଁ ସମସ୍ତ ଦଳ ଅଂଟା ଭିଡିବା ଆରମ୍ଭ କରିଛନ୍ତି । ମଙ୍ଗଳବାର ଏନସିପି ଓ ସମାଜବାଦୀ ପାର୍ଟି ମଧ୍ୟରେ ଗଠବନ୍ଧନ ହୋଇଛି । ସେମାନେ ଏକତ୍ର ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ଏନସିପି ମହାସଚିବ କେକେ ଶର୍ମା ଓ ପ୍ରଦେଶ ଅଧ୍ୟକ୍ଷ…

କୃଣାଳଙ୍କୁ କରୋନା, ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି୨୦ ଦିନକ ପାଇଁ ଘୁଂଚିଲା

କଲମ୍ବୋ: ଭାରତ-ଶ୍ରୀଲଙ୍କା ଟି୨୦ ସିରିଜ ଅବସରରେ କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଫଳରେ ଆଜି ହେବାକୁ ଥିବା ୨ୟ ଟି୨୦ ମ୍ୟାଚକୁ ଆସନ୍ତାକାଲିକୁ ଘୁଂଚାଇ ଦିଆଯାଇଛି । ଉଭୟ ଟିମର ଖେଳାଳିମାନଙ୍କୁ ଆଇସୋଲେଶନରେ ପଠାଇ ଦିଆଯାଇଛି । କୃଣାଳଙ୍କ ସଂସ୍ପର୍ଶରେ ଆସିଥିବା…

କ୍ରୀଡା ମହାକୁମ୍ଭରେ ପ୍ରେମ ନିବେଦନ

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ଆର୍ଜେଂଟିନାର ଅସୀଚାଳକ ମାରିୟା ବେଲେନଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ତାଙ୍କ କୋଚ ଲୁକାସ ସୋସେଡୋ । ପ୍ରଥମ ରାଉଣ୍ଡରେ ହାରିବା ପରେ ମାରିୟା ମନଦୁଃଖରେ ଛିଡା ହୋଇଥିବା ବେଳେ କୋଚ ଏକ କାଗଜ ଧରି ତାଙ୍କ ପାଖରେ ଅଣ୍ଠେଇ ବସିଥିଲେ । ସେଥିରେ ଲେଖା…

ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ୱଲପୁର ଜିଲ୍ଲା ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମୁଖ୍ୟ କିରାଣି ଦିଲ୍ଲୀପ ଦେବଙ୍କ ଘରେ ଚଢ଼ାଉ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ଗୋଟିଏ କୋଠାଘର,…