Latest Odisha News

BREAKING NEWS

Browsing Category

ଫିଚର

ପାରାଦୀପରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା

ପାରାଦୀପ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା । ଉଭୟ ପକ୍ଷର ୬ ଜଣ ଆହତ ହୋଇଥିବା ବେଳେ, ୪ ଜଣ ଗୁରୁତର ଅଛନ୍ତି । ପାରାଦୀପ ଲକ୍ ଥାନା ଅଧିନ ବାଲିଡିଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ୪ ଜଣଙ୍କୁ ଅଠରବାଙ୍କି ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା…

କାଲିଠୁ ୧୬ଟି ରୁଟରେ ଗଡ଼ିବ ମୋ ବସ୍

ଭୁବନେଶ୍ବର : ଆସନ୍ତାକାଲିଠୁ ଗଡିବ ‘ମୋ ବସ୍’ । ସରକାର ଲକଡାଉନ କଟକଣାରେ ସାମାନ୍ୟ କୋହଳ କରିବା ପରେ ବସ୍ ଚଳାଚଳକୁ ଦେଇଛନ୍ତି ଅନୁମତି । ସାରା ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଚଳାଚଳ କରୁଥିବା ବେଳେ, ୧୬ଟି ରୁଟରେ ମୋ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି କ୍ୟାପିଟାଲ୍ ରିଜିୟନ…

ଚୀନରେ ମଙ୍କି ଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ବେଜିଂ: କରୋନା ମହାମାରୀ ତାଣ୍ଡବ ରଚି ଚାଲିଥିବା ବେଳେ ମଙ୍କି ଭାଇରସ ବି ଲୋକଙ୍କୁ ଭୟଭୀତ କରାଇଛି । ଚୀନରେ ମଙ୍କି ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରବିବାର ଗ୍ଲୋବାଲ ଟାଇମ୍ସ ଏହା ସ୍ପଷ୍ଟ କରିଛି । ମୃତ ବରଣ କରିଥିବା ସଂକ୍ରମିତ ଏକ ପଶୁ ଚିକିତ୍ସକ ଥିଲେ ।…

ଏକ ନ୍ୟୁଜ ୱେବସାଇଟ ବିରୋଧରେ ଗୁରୁତର ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଲୀ: ବିଜେପି ରବିବାର ଏକ ନ୍ୟୁଜ ୱେବସାଇଟ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ, ଭାରତକୁ ବଦନାମ କରିବା ପାଇଁ ନ୍ୟୁଜ କ୍ଲିକ ନାମକ ଏକ ନ୍ୟୁଜ ୱେବସାଇଟ ଷଡଯନ୍ତ୍ର ରଚିଛି । ଏଥିପାଇଁ ଚୀନ ସମେତ ଅନ୍ୟ ଦେଶରୁ ୩୦…

ଏଟିଏମ ବ୍ୟବହାର ହେବ ମହଙ୍ଗା, ପ୍ରତି କାରବାର ପିଛା କଟିବ ୨୦ ଟଙ୍କା

ନୂଆଦିଲ୍ଲୀ : ମହଙ୍ଗା ହେବ ଏଟିଏମ ବ୍ୟବହାର । ଏବେ ପ୍ରତି କାରବାର ପିଛା କଟିବ ୨୦ ଟଙ୍କା । ଏଟିଏମ ବାବଦରେ ଏହି ନିଷ୍ପତ୍ତି ନେବା ଲାଗି ସମସ୍ତ ବ୍ୟାଙ୍କଙ୍କୁ ଅନୁମତି ଦେଇଛି ରିଜର୍ଭ ବ୍ୟାଙ୍କ । ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ । ଯଦି ଗ୍ରାହକମାନେ…

ଭାରତ ସମ୍ମୁଖରେ ୨୬୩ ରନର ଟାର୍ଗେଟ ରଖିଲା ଶ୍ରୀଲଙ୍କା

କଲମ୍ବୋ: ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଶ୍ରୀଲଙ୍କା ଦଳ ଭାରତ ସମ୍ମୁଖରେ ୨୬୩ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତୀୟ ସ୍ପିନର କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ ଓ ଦୀପକ ଚହରଙ୍କ ବୋଲିଂର ଉଚିତ ମୁକାବିଲା କରି ନ ପାରି ୫୦…

ଉତ୍ତରପ୍ରଦେଶରେ ହେବ ନାହିଁ କନଓ୍ବର ଯାତ୍ରା

ଉତ୍ତରପ୍ରଦେଶ : ମହାମାରୀ କରୋନା କାରଣରୁ ଉତ୍ତରପ୍ରଦେଶରେ ହେବ ନାହିଁ କନଓ୍ବର ଯାତ୍ରା । ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିବା ପରେ ଯାତ୍ରା ନିଷ୍ପତ୍ତିରୁ ଓହରିଛନ୍ତି ଆୟୋଜକ । କମିଟିକୁ ରାଜ୍ୟ ସରକାର ଯାତ୍ରା ବନ୍ଦ କରିବା ଲାଗି ଅନୁରୋଧ କରିବା ପରେ ଯାତ୍ରା ନିଷ୍ପତ୍ତିରୁ ଓହରିଛି…

ଜମି ବିବାଦକୁ କେନ୍ଦ୍ର କରି ଭଦ୍ରକ ବାସୁଦେବପୁରରେ ଗୋଷ୍ଠୀ ସଂଘର୍ଷ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ଆନ୍ଦୋଳା ପଞ୍ଚାୟତ କାଶିପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଘଟିଛି । ତେଣ୍ଟା ଓ ଭୁଜାଲିରେ ଆକ୍ରମଣ ଯୋଗୁ ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି, ବଡ଼ଦାଣ୍ଡରେ ସ୍ଥିତି ପରଖିଲେ ଏସପି

ପୁରୀ : ଦିନକ ପରେ ବାହୁଡା ଯାତ୍ରା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ । ଏଥିପାଇଁ ତିନି ରଥର ଦକ୍ଷିଣ ମୋଡ ବି ଶେଷ ହୋଇଛି । ବାହୁଡା ଯାତ୍ରା ପାଇଁ ଆସନ୍ତାକାଲି ରାତି ୮ଟାରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ । ତେବେ ଏହା ପୂର୍ବରୁ ବଡ଼ଦାଣ୍ଡରେ ସ୍ଥିତି ଅନୁଧ୍ୟାନ…

କୋଭିଡ ନିୟମ ପାଳନ ଭିତରେ ଚାଲିବ ପାଠପଢ଼ା

ଭୁବନେଶ୍ବର : ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ପାଠପଢ଼ା । ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଚାଲିବ ପାଠପଢ଼ା । ହେଲେ ସ୍କୁଲ ଖୋଲିବା ନେଇ ଜାରି ହୋଇଛି ଏସଓପି । ନୂଆ ଏସଓପି ଅନୁସାରେ କଣ୍ଟେନମେଣ୍ଟ ଜୋନ ଭିତରେ ଥିବା ସ୍କୁଲ ଖୋଲିବନି । ଏହାସହ ସ୍କୁଲ ଆସିବେନି ଶିକ୍ଷକ ଓ…