Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକାକରଣ: କେବେ, କେଉଁଠି ଓ କେତେବେଳେ ? ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଆସନ୍ତା ୨୧ ତାରିଖରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଦିଆଯିବ ଟିକା । ସପ୍ତାହରେ ଦୁଇ ଦିନ ସେମାନଙ୍କୁ ଟିକାକରଣ କରାଯିବ । ବୁଧବାର ଓ ଶନିବାର ଦୁଇ ଦିନ ସେମାନେ ଟିକା ନେଇପାରିବେ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ…

ବଜରଙ୍ଗୀ ଭାଇଜାନର ସିକ୍ୱେଲ ଉପରେ କାମ ଆରମ୍ଭ କଲେଣି ଲେଖକ କେଭି ବିଜେୟେନ୍ଦ୍ର

ମୁମ୍ବାଇ: ସଲମାନ ଖାଁ ଅଭିନୀତ ସୁପରହିଟ ଫିଲ୍ମ ବଜରଙ୍ଗୀ ଭାଇଜାନ ଫିଲ୍ମର ସିକ୍ୱେଲ ଆରମ୍ଭ ହୋଇଛି । ଲେଖକ କେଭି ବିଜେୟେନ୍ଦ୍ର ପ୍ରସାଦ ଏହାର କାହାଣୀ ଲେଖିବା ଆରମ୍ଭ କରି ଦେଇଛନ୍ତ । ସଲମାନ ମଧ୍ୟ ଏହାର ସିକ୍ୱେଲ ନେଇ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି । ୬ ବର୍ଷ ତଳେ…

ଗୋବିନ୍ଦା ମାଆଙ୍କୁ ଜୀବନଠାରୁ ବେଶି ଭଲ ପାଆନ୍ତି , ଜନ୍ମଦିନରେ ପାଦ ଧୂଆ ପାଣି ପିଉଥିଲେ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ କଳାକାର ହେଲେ ଗୋବିନ୍ଦା । ବିଭିନ୍ନ ପ୍ରକାରର ଅଭିନୟ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଗୋବିନ୍ଦା ତାଙ୍କ ମାଆ ନିର୍ମଳା ଦେବୀଙ୍କୁ ଜୀବନଠାରୁ ବେଶି ଭଲ ପାଆନ୍ତି । ନିକଟରେ ଏକ ସାକ୍ଷାତକାରରେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଏହା…

ମାଲକାନଗିରିରେ ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଉଦ୍ୟମରେ ଓଡ଼ିଶା ପୋଲିସକୁ ସଫଳତା । ମାଲକାନଗିରିରେ ପୋଲିସ ଡିଜି ଅଭୟଙ୍କ ନିକଟକରେ ୨ ଜଣ ହାର୍ଡକୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ…

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଗମ୍ଭୀର ଅଭିଯୋଗ, ତାଲିବାନକୁ ସାହାଯ୍ୟ କରିବା ପାଇଁ ୧୦ ହଜାର ଜିହାଦୀ ପଠାଇଛି…

କାବୁଲ: ଆତଙ୍କବାଦୀଙ୍କ ସହ ପାକିସ୍ତାନର ସୁସମ୍ପର୍କ ପୁନର୍ବାର ପଦାରେ ପଡିଛି । ପଡୋଶୀ ଦେଶ ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ତାଲିବାନଙ୍କ ଉତ୍ପାତ ବଢ଼ିଛି । ଧିରେ ଧିରେ ସେମାନେ ଆଫଗାନିସ୍ତାନକୁ କବଜା କରିବା ଆରମ୍ଭ କରି ଦେଇଛନ୍ତି । ଏଥିନେଇ ପାକିସ୍ତାନ…

ଦାମୀ କାରରେ ଗଞ୍ଜେଇ ଚାଲାଣ: ୪ ଜଣଙ୍କୁ ବାନ୍ଧିଲା ବରଗଡ଼ ପୋଲିସ

ବରଗଡ଼: ସୋନପୁର ଜିଲ୍ଲାରୁ ଛତିଶଗଡ଼ ଗଞ୍ଜେଇ ଚୋରା ଚାଲାଣ । ଦାମୀ କାରରେ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବରଗଡ଼ ଜିଲ୍ଲା ସୋହେଲା ଥାନା ପୋଲିସ । ଦୁଇଟି କାର୍ ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ବିଶେଷସୂତ୍ରରୁ ଗଞ୍ଜେଇ ଚାଲାଣପ ସୁରାକ ପୋଲିସକୁ ମିଳିଥିଲା ।…

ମୁମ୍ୱାଇ ଉବୁଟୁବୁ: ବର୍ଷା ପରେ ଭୂସ୍ଖଳନରେ ୧୫ରୁ ଅଧିକ ମୃତ

ମୁମ୍ବାଇ: ବର୍ଷା ଆଣିଲା ବିଭୀଷିକା । ମୁମ୍ବାଇରେ ଜଳପ୍ରଳୟ । ଉବୁଟୁବୁ ସହର । ଜୁଆଡ଼େ ଗଲେ ଖାଲି ପାଣି ଆଉ ପାଣି । ରାସ୍ତାଘାଟରେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଆଣ୍ଠୁଏ ଲେଖାଏ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । ଲୋକଙ୍କ ଘରଦ୍ୱାରରେ ପଶିଛି ପାଣି । ରାସ୍ତାରେ ଯାଆସ କରିବା ମୁସକିଲ୍ ।…

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବାଲେଶ୍ୱର ଓ ମୟୂରଭଞ୍ଜ ଗଲା ପୋଲିସ ଟିମ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙକ୍ ମୃତ୍ୟୁ ଏବେ ବି ରହସ୍ୟଘେରରେ ରହିଛି । କେମିତି ଓ କେଉଁ ପରିସ୍ଥିତିରେ ତାଙ୍କ ଦେହରେ ନିଆଁ ଲାଗିଲା ? ମୃତ୍ୟୁ ପଛର କରାଣ କଣ ? ଏମିତି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁ । ଅଧିକ…

କାଲିଠୁ ସଂସଦର ମୌସୁମୀ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । କରୋନା କଟକଣା ଭିତରେ ଅଧିବେଶନ ଚାଲିବ । ତାପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ରହିବେ । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ବିରୋଧୀଙ୍କ ସହଯୋଗ ଲୋଡ଼ିବେ…

STF ପଞ୍ଝାରେ ଦୁଇ ଚୋରା ବନ୍ଧୁକ ବେପାରୀ, ୧୦ଟି ବନ୍ଧୁକ ଜବତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛନ୍ତି ଚୋରା ବନ୍ଧୁକ ବେପାରୀ । ଭୁବନେଶ୍ୱର ଜଙ୍କିଆ ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି ପିସ୍ତଲ, ୫ଟି SBML ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର…