Latest Odisha News

BREAKING NEWS

Browsing Category

ଫିଚର

କଟକ ଫ୍ୟାମିଲି କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ବର୍ଷା-ଅନୁଭବ

କଟକ: ଘରୋଇ ହିଂସା ଓ ବିବାହ ବିଚ୍ଛେଦ ମାମଲାରେ ପୁଣି କଟକ ଫ୍ୟାମିଲି କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ଗତ ୯ ତାରିଖରେ ବି…

ପାକିସ୍ତାନରେ ପୁନର୍ବାର ଆତଙ୍କବାଦୀ ଆକ୍ରମଣ, ଏଥର ଟାର୍ଗେଟରେ ଚୀନ ଇଞ୍ଜିନିୟର

କରାଚୀ: କ୍ରମାଗତ ଦ୍ୱିତୀୟ ଦିନ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବୁଧବାର ଚୀନର ଇଞ୍ଜିନିୟର ଓ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସରେ କୋହିସ୍ତାନ ନିକଟରେ ବିସ୍ଫୋରଣ ଘଟିଥିଲା । ଏଥିରେ ୮ଜଣଙ୍କ ମୃତ୍ୟୁ ଘଟିଛି । ଦସୁ ଡ୍ୟାମରେ କାମ କରୁଥିବା ୩୦ ଇଞ୍ଜିନିୟର ଏବଂ ଅନ୍ୟ…

ରାଜଧାନୀରୁ ୫୫୦ ଗ୍ରାମ୍ ବ୍ରାଉନସୁଗର ଓ ୩୪ ଲକ୍ଷ ଟଙ୍କା ଜବତ, ମହିଳାଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବଡ଼ ଧରଣର ବ୍ରାଉନସୁଗର ରାକେଟର ପର୍ଦ୍ଦାଫାସ । ସହିଦନଗର ଥାନା କେସୁରା ଅଞ୍ଚଳରେ ଘର ଭିତରୁ ଜବତ ହୋଇଛି ୫୫୦ ଗ୍ରାମ ବ୍ରାଉନସୁଗର । ଏଥିସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ବିଡ଼ା ବିଡ଼ା ନୋଟ୍ ଜବତ କରିଛି ପୋଲିସ ।ସହିଦନଗର ଥାନା ପୋଲିସ ଓ କୁଇକ୍…

ଦିନିକିଆ କ୍ରିକେଟରେ ଦ୍ରୁତ ୧୪ ଶତକ ହାସଲରେ ଆମଲାଙ୍କ ରେକର୍ଡ ଭାଙ୍ଗିଲେ ବାବର

କରାଚୀ: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ ଦିନିକିଆ କ୍ରିକେଟରେ ଦ୍ରୁତ ଶତକ ହାସଲ କରିବାରେ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କୁ ପଛରେ ପକାଇ ଦେଇଛନ୍ତି । ଆମଲା ୮୪ ମ୍ୟାଚରେ ୧୪ ଶତକ ହାସଲ କରିଥିବା ବେଳେ ବାବର ୮୧ ମ୍ୟାଚରେ ଏହା ହାସଲ କରି ରେକର୍ଡ ନିଜ ନାମରେ କରିଛନ୍ତି ।…

ଅଲିମ୍ପିକ୍ସରେ ପ୍ରଭାବ ବିସ୍ତାର କରୁଛନ୍ତି ଭାରତୀୟ ମହିଳା ଆଥଲେଟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୫୫ ମହିଳା ଆଥଲେଟ ଅଂଶଗ୍ରହଣ କରିବେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଭାରତୀୟ ମହିଳା ଆଥଲେଟ ଅଲିମ୍ପିକ୍ସରେ ସେମାନଙ୍କ ପ୍ରଭାବ ବିସ୍ତାର କରୁଛନ୍ତି । ଭାରତ ସ୍ୱାଧୀନ ହେବା ପୂର୍ବରୁ ୧୯୦୦, ୧୯୨୦, ୧୯୨୮, ୧୯୩୨ ଓ ୧୯୩୬ରେ ଏବଂ ପରେ ୧୯୪୮,…

୧୬ ତାରିଖରୁ ୩ ଜିଲ୍ଲାରେ ବଳବତ୍ତର ରହିବ ଲକଡାଉନ୍ କଟକଣା, ଏସବୁ ଜିଲ୍ଲାରେ ଅଧିକ କୋହଳ !

ଭୁବନେଶ୍ୱର: ଦିନେ ପରେ ରାଜ୍ୟରେ ସରୁଛି ଦ୍ୱିତୀୟ ପର୍ୟ୍ୟାୟ ଆଂଶିକ୍ ଲକଡାଉନ୍ । ତାପରେ ସାରା ରାଜ୍ୟ ଅନଲକ୍ ହେବ କି ? ମୁକାବିଲା ରଣନୀତି କଣ ରହିବ ? ଲୋକଙ୍କ ଭିତରେ ଉତ୍କଣ୍ଠା ବଢ଼ିଛି । ସଂକ୍ରମଣ ହାର ଓ ଲୋକ କିଭଳି କୋଭିଡ୍ ଗାଇଡଲାଇନ୍ ମାନୁଛନ୍ତି ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ…

ଟୋକିଓ ଅଲିମ୍ପିକ୍ସରୁ ଓହରିଲେ ଫେଡେରର

ଟୋକିଓ: ଟୋକିଓ ଅଲିମ୍ପିକ୍ସରୁ ଆଜି ଟେନିସ ଷ୍ଟାର ରୋଜର ଫେଡେରର ଓହରି ଯାଇଛନ୍ତି । ପୂର୍ବରୁ ସ୍ପେନର ରାଫେଲ ନାଡାଲ ମଧ୍ୟ ଏହି କ୍ରୀଡା ମହାକୁମ୍ଭରୁ ନିଜକୁ ଦୂରେଇ ରଖିଛନ୍ତି । ଆଘାତ ସମସ୍ୟା ଯୋଗୁ ସେମାନେ ଏହି ନିଷ୍ପତି ନେଇଥିବା ଜଣାପଡିଛି । ରିପୋର୍ଟ ମୁତାବକ ସର୍ବିୟାର ନୋଭାକ…

ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ମାଡ଼ିଗଲା ଟ୍ରକ୍, ଜଣେ ମୃତ ଓ ୨ ଆହତ

ଭବାନୀପାଟଣା: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ମୃତ୍ୟୁର ବାହକ ହୋଇ ଆସିଲା ଦ୍ରୁତଗାମୀ ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛି । କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥର କୋକସରା କେନାଲ ବ୍ରିଜ୍ ଉପରେ ଆଜି ସକାଳୁ ସକାଳୁ ଏହି…

ମିଳିବନି ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ, ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଜନ୍ମବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗତକାଲି ମହାପ୍ରଭୁ ଆଡ଼ପ ମଣ୍ଡପ ବିଜେ କରିଥିଲେ । ଆଜିଠୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଲାଗି ହେବ ଷାଠିଏ ପଉଟି ଭୋଗ । ତେଣୁ ଆଜିଠାରୁ ମିଳିବ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା । ଏବର୍ଷ କରୋନା ଯୋଗୁ ଭକ୍ତ ଦୁର୍ଲଭ ଆଡ଼ପ…

ପୁଲଓ୍ୱାମାରେ ଏନକାଉଣ୍ଟର: ପାକିସ୍ତାନୀ ଆତଙ୍କୀ ସମେତ ୩ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲଓ୍ୱାମାରେ ଏନକାଉଣ୍ଟର । ସେନା ଗୁଳିରେ ଟଳିଲେ ୨ ଆତଙ୍କୀ । ଏମାନଙ୍କ ଭିତରେ ଅଛି ଲସ୍କର-ଏ-ତୋଇବାର ପାକିସ୍ତାନ କମାଣ୍ଡର ଆଇଜାଜ୍ ଓରଫ ଅବୁ ହୁରେରା । ତାସହିତ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି କାଶ୍ମୀର ଆଇଜି । ଆଜି…