Latest Odisha News

BREAKING NEWS

Browsing Category

ଫିଚର

ଏଣିକି ଟିକ୍ ଟକରେ ମନଇଚ୍ଛା ପୋଷ୍ଟ କରିପାରିବେନି କଣ୍ଟେଣ୍ଟ

ନୂଆଦିଲ୍ଲୀ : ଟିକ୍ ଟକ୍ ବ୍ୟବହାରକାରୀ ସାବଧାନ । କାରଣ ଏଣିକି ଟିକ୍ ଟକରେ ମନଇଚ୍ଛା ପୋଷ୍ଟ କରିପାରିବେ ନାହିଁ କଣ୍ଟେଣ୍ଟ । ଯଦି ଏଭଳି କରନ୍ତି ତେବେ ତାହା ଅଟୋମେଟିକ ଭାବେ ହଟିଯିବ । ହିଂସା, ନଗ୍ନତା, ଅଶାଳୀନ ଗ୍ରାଫିକ୍ସ, ଯୌନଗତ କାର୍ଯ୍ୟକଳାପ, ବେଆଇନ କାର୍ଯ୍ୟକଳାପ ଆଦିକୁ ପୋଷ୍ଟ…

ଆଫଗାନିସ୍ତାନରେ ପୁଣି ଥରେ ସକ୍ରିୟ ତାଲିବାନୀ ଆତଙ୍କବାଦୀ ଗୋଷ୍ଠୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପୁଣି ଥରେ ସକ୍ରିୟ ହେଲେଣି ତାଲିବାନୀ ଆତଙ୍କବାଦୀ ଗୋଷ୍ଠୀ । ଏବେ ଏହି ଆତଙ୍କୀ ଗୋଷ୍ଠୀ ଆଫଗାନିସ୍ତାନର ଦକ୍ଷିଣୀ ସହରକୁ କବଜା କରିବାକୁ ଚେଷ୍ଟା ଚଳାଇଛନ୍ତି । ଆଫଗାନିସ୍ତାନରେ ଏଭଳି ସ୍ଥିତି ଯୋଗୁ କାନ୍ଧାର ସ୍ଥିତ ବାଣିଜ୍ୟ ଦୂତାବାସରୁ ୫୦ ଭାରତୀୟ…

୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟାକୁ ଟପିବ ଭାରତ

ନୂଆଦିଲ୍ଲୀ : ଚିନ୍ତା ବଢାଉଛି ଜନସଂଖ୍ୟା । ବଢିବାରେ ଲାଗିଛି ଭାରତ ସମେତ ବିଶ୍ବର ଲୋକ ସଂଖ୍ୟା । ଆଜି ବିଶ୍ବ ଜନସଂଖ୍ୟା ଦିବସରେ ଜନସଂଖ୍ୟା ବୃଦ୍ଧିକୁ ନେଇ ବଢିଛି ଚିନ୍ତା । ୨୦୨୦ରେ ବିଶ୍ବର ଜନସଂଖ୍ୟା ୭୭୯ କୋଟି ଥିବା ବେଳେ କେବଳ ଭାରତର ଜନସଂଖ୍ୟା ରହିଛି ୧୩୮ କୋଟି । ଯାହାକି ବିଶ୍ବ…

ବିଶ୍ବ ଜନସଂଖ୍ୟା ଦିବସରେ ଯୋଗୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଉତ୍ତରପ୍ରଦେଶ : ବିଶ୍ବ ଜନସଂଖ୍ୟା ଦିବସରେ ଯୋଗୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଉତ୍ତରପ୍ରଦେଶରେ ଲାଗୁ ହୋଇପାରେ ପ୍ରସ୍ତାବିତ ନୂଆ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ । ନିୟନ୍ତ୍ରଣ ବିଲର ଡ୍ରାଫ୍ଟ ଅନୁଯାୟୀ, ଦୁଇରୁ ଅଧିକ ସନ୍ତାନ ଥିଲେ ଜଣେ ସ୍ଥାନୀୟ ନିର୍ବାଚନ ଲଢିପାରିବ ନାହିଁ ।…

ଟେରର ଫଣ୍ଡିଂ ମାମଲାରେ ଜାମ୍ମୁ-କାଶ୍ମୀରରେ ଏନଆଇଏର ଚଢ଼ାଉ

ନୂଆଦିଲ୍ଲୀ : ଟେରର ଫଣ୍ଡିଂ ମାମଲାରେ ଜାମ୍ମୁ-କାଶ୍ମୀରରେ ଏନଆଇଏର ଚଢ଼ାଉ । ଅନନ୍ତନାଗ ଓ ଶ୍ରୀନଗରରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ଅନନ୍ତନାଗ ଜିଲ୍ଲାରୁ ୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଶ୍ରୀନଗରରୁ ଜଣଙ୍କୁ ସନ୍ଦେହରେ ଗିରଫ କରାଯାଇଛି ।…

ତୃତୀୟ ଲହରର କାରଣ ହୋଇପାରେ ଲାମ୍ବଡ଼ା ଓ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ

ଭୁବନେଶ୍ବର : ତୃତୀୟ ଲହରର କାରଣ ହୋଇପାରେ ଲାମ୍ବଡ଼ା ଓ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ । ଏହା ଉପରେ ସରକାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ତ୍ରିପୁରାରେ ୯୦ ପ୍ରତିଶତ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ ହେଲେଣି । ବର୍ତ୍ତମାନ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ମଧ୍ୟ…

କୋଭିଡରେ ଗଲାଣି ୮୬୦ ଡାକ୍ତରଙ୍କ ଜୀବନ

ଭୁବନେଶ୍ବର : ଦେଶରେ ତାଣ୍ଡବ ରଚିଛି ମହାମାରୀ କରୋନା । ଅନେକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଜୀବନ ନେଇଛି ଭାଇରସ । ତେବେ ଏହାରି ଭିତରେ ଆଇଏମଏ ଦେଇଛି ସାଂଘାତିକ ତଥ୍ୟ । କୋଭିଡ ଚିକିତ୍ସା ସମୟରେ ଦେଶର ପାଖାପାଖି ୮୬୦ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ଆଇଏମଏ ।…

ମାଲକାନଗିରି ଏସିଙ୍କ ବଦଳିରେ ନାଖୁସ୍ ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ପୋଲିସ ବିରୋଧରେ ନୁହେଁ । ପୋଲିସ ସପକ୍ଷରେ ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ମାଲକାନଗିରି ଏସପିଙ୍କ ବଦଳିକୁ ବିରୋଧ କରି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ ମାଲକାନଗିରି ଏସପି ଋିଷିକେଶ ଖିଲାରୀଙ୍କୁ ମୟୂରଭଞ୍ଜ…

ଖରିଫ ଧାନ ସଂଗ୍ରହ ପାଇଁ ୧୫ ତାରିଖରୁ ଅନଲାଇନରେ ପଞ୍ଜିକରଣ

ଭୁବନେଶ୍ୱର: ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ଅନଲାଇନରେ ଚାଷୀଙ୍କର ନାମ ପଞ୍ଜିକରଣ ଆରମ୍ଭ ହେବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ଜୁଲାଇ ୧୫ରୁ ପଞ୍ଜିକରଣ ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ଯାଏ…

ମାଓବାଦୀଙ୍କ ସହ ଗୁଳି ବିନିମୟରେ ଆହତ ଯବାନଙ୍କୁ AIIMSରେ ଭେଟିଲେ ପୋଲିସ ଡିଜି

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଆହତ ଦୁଇ ଏସଓଜି ଯବାନଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଚାଲିଛି । ଆଜି ସେମାନଙ୍କୁ ଏମ୍ସରେ ଭେଟିଛନ୍ତି ପୋଲିସ ଡିଜି ଅଭୟ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ସେମାନଙ୍କୁ…