Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ୧୬ଟି ରୁଟରେ ଗଡ଼ିଲା ମୋ ବସ୍

ଭୁବନେଶ୍ୱର: ଦୀର୍ଘ ଦିନର ଲକଡାଉନ୍ ପରେ ଗଡ଼ିଲା ମୋ ବସ୍ । କଟକ, ଭୁବନେଶ୍ୱରର ବିଭିନ୍ନ ରୁଟରେ ଆଜିଠୁ ଆରମ୍ଭ ହୋଇଛି ମୋ ବସ୍ ସେବା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଟୁଇନ ସିଟି ରାଜରାସ୍ତାରେ ଗଡ଼ିବ ମୋ ବସ୍ । ବସ୍ ଭିତରେ କୌଣସି ଯାତ୍ରୀ ଠିଆ ହୋଇ ଯିବେ ନାହିଁ । ସିଟ୍ କ୍ଷମତା ଅନୁସାରେ…

ରାଜ୍ୟରୁ କରୋନା ନେଲା ଆଉ ୫୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ବି କମିଛି । ଆଉ ୫୮ ଜଣଙ୍କର ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୬ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ବରଗଡ଼ ଜିଲ୍ଲାରୁ ୭ ଓ ଗଞ୍ଜାମ ଜିଲ୍ଲାରୁ…

ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା: ସୌମ୍ୟରଞ୍ଜନଙ୍କ ଘରେ ତଦନ୍ତକାରୀ ଟିମ୍

ବାଲେଶ୍ୱର: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୭ଦିନ ହେଲାଣି । ତଥାପି ରହସ୍ୟ ଉପରୁ ପରଦା ହଟିନି । ଅଧିକ ଖୋଳତାଡ ଭିତରେ ଆଜି ମୃତ ସୌମ୍ୟରଞ୍ଜନଙ୍କ ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ଘରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ତଦନ୍ତକାରୀ ଟିମ୍ ।…

ଦୁଇ ମାସ ପରେ ଆଜିଠୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ଆଂଶିକ ଲକଡାଉନରେ ବସ୍ ଚଳାଚଳକୁ ଅନୁମତି ଦେଇଥିଲେ ସରକାର । ତଥାପି ବସ୍ ଗଡ଼ି ନଥିଲା । ଆଜିଠାରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ପୁଣି ଥରେ ବସଷ୍ଟଚାଣ୍ଡରେ ଶୁଣିବାକୁ ମିଳିଛି ବସର ହର୍ଣ୍ଣ । କାଉଣ୍ଟରରେ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି । ଯାତ୍ରୀଙ୍କ ଗହଳି ଚହଳି ଆରମ୍ଭ ହୋଇଛି…

ଓଡ଼ିଶାରେ ଦୁଇ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ପଜିଟିଭ୍ ହାର ୨.୩୬%

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୪୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୫୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୯୩ । ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ପାଖାପାଖି ୮ହଜାର କମ୍ ଟେଷ୍ଟିଂ ହୋଇଛି । ଗତକାଲି ୭୭ହଜାର ୫୧୯…

ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ରାତି ୮ଟାରୁ ପୁରୀରେ ଲାଗିବ କର୍ଫ୍ୟୁ

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଶାନ୍ତିଶୃଙ୍ଖଳାରେ ଓ ସୁରୁଖୁରୁରେ ବାହୁଡ଼ା ଯାତ୍ରା ସାରିବା ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ବିନା ଭକ୍ତରେ ବାହୁଡ଼ା ଯାତ୍ରା ପାଇଁ ଆଜିଠାରୁ ପୁରୀ ସହରରେ ଲାଗିବ ୧୪୪ ଧାରା । ଆଜି…

ଆଜି ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ: ଜନ୍ମବେଦୀରେ ସରି ଆସିଲା ମହାପ୍ରଭଙ୍କ ଲୀଳାଖେଳା । ଆଜି ଆଡ଼ପମଣ୍ଡପରେ ସନ୍ଧ୍ୟା ଦର୍ଶନ । ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚାମନ୍ଦିର ଯାଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଜନ୍ମବେଦୀରେ ଆଜି ଶେଷ ଦର୍ଶନ । ବିଶ୍ୱାସ ରହିଛି, ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ…

ପାରାଦୀପରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା

ପାରାଦୀପ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା । ଉଭୟ ପକ୍ଷର ୬ ଜଣ ଆହତ ହୋଇଥିବା ବେଳେ, ୪ ଜଣ ଗୁରୁତର ଅଛନ୍ତି । ପାରାଦୀପ ଲକ୍ ଥାନା ଅଧିନ ବାଲିଡିଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ୪ ଜଣଙ୍କୁ ଅଠରବାଙ୍କି ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା…

କାଲିଠୁ ୧୬ଟି ରୁଟରେ ଗଡ଼ିବ ମୋ ବସ୍

ଭୁବନେଶ୍ବର : ଆସନ୍ତାକାଲିଠୁ ଗଡିବ ‘ମୋ ବସ୍’ । ସରକାର ଲକଡାଉନ କଟକଣାରେ ସାମାନ୍ୟ କୋହଳ କରିବା ପରେ ବସ୍ ଚଳାଚଳକୁ ଦେଇଛନ୍ତି ଅନୁମତି । ସାରା ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଚଳାଚଳ କରୁଥିବା ବେଳେ, ୧୬ଟି ରୁଟରେ ମୋ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି କ୍ୟାପିଟାଲ୍ ରିଜିୟନ…

ଚୀନରେ ମଙ୍କି ଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ବେଜିଂ: କରୋନା ମହାମାରୀ ତାଣ୍ଡବ ରଚି ଚାଲିଥିବା ବେଳେ ମଙ୍କି ଭାଇରସ ବି ଲୋକଙ୍କୁ ଭୟଭୀତ କରାଇଛି । ଚୀନରେ ମଙ୍କି ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରବିବାର ଗ୍ଲୋବାଲ ଟାଇମ୍ସ ଏହା ସ୍ପଷ୍ଟ କରିଛି । ମୃତ ବରଣ କରିଥିବା ସଂକ୍ରମିତ ଏକ ପଶୁ ଚିକିତ୍ସକ ଥିଲେ ।…