Latest Odisha News

BREAKING NEWS

Browsing Category

ଫିଚର

ୟୁରୋ କପ ଫୁଟବଲ ଫାଇନାଲର ଟିକେଟ ବ୍ଲାକ ହେଉଛି ୫୬ ଲକ୍ଷରେ!

ଲଣ୍ଡନ: ୟୁରୋକପ ଫୁଟବଲର ଫାଇନାଲ ମ୍ୟାଚ ଇଂଲଣ୍ଡ ଏବଂ ଇଟାଲୀ ମଧ୍ୟରେ ରବିବାର ବିଳମ୍ବିତ ରାତିରେ ଖେଳାଯିବ । ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିବାରୁ ଟିକେଟ ରେଟ ଆକାଶଛୁଆଁ ହୋଇଛି । ଟିକେଟ ଇ-କମର୍ସ ୱେବସାଇଟାରେ ଏହା ୫୬ ଲକ୍ଷ ପର୍ଯ୍ୟନ୍ତ ବ୍ଲାକ ହେଉଛି । ୩୦ ହଜାର ଟଙ୍କା ମୂଲ୍ୟର ଟିକେଟ…

ହଠାତ ଅବସର ନେଲେ ବାଂଲାଦେଶର ଏହି ବରିଷ୍ଠ ଅଲରାଉଣ୍ଡର

ଢ଼ାକା: ବାଂଲାଦେଶ କ୍ରିକେଟ ଟିମର ବରିଷ୍ଠ ଅଲରାଉଣ୍ଡର ମହମ୍ମୁଦାଲ୍ଲା ଶନିବାର ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଜିମ୍ବାୱେ ବିପକ୍ଷ ହରାରେ ଟେଷ୍ଟ ଅବସରରେ ସେ ଏହି ଘୋଷଣା କରିଛନ୍ତି । ଏହା ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ହେବ ବୋଲି କହିଛନ୍ତି । ବାଂଲାଦେଶ କ୍ରିକେଟ ବୋର୍ଡ…

ରାୟଗଡ଼ାରେ ହସ୍ପିଟାଲ ଛାତରୁ ଡେଇଁ ଜୀବନ ହାରିଲେ ମହିଳା

ରାୟଗଡ଼ା: ହସ୍ପିଟାଲ ଛାତ ଉପରୁ ତଳକୁ ଡେଇଁ ମହିଳାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଘଟଣା ଘଟିଛି । ମେଡିସିନ୍ ଓ୍ୱାର୍ଡର ୩ ମହଲା କୋଠା ଉପରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ୨୮ ବର୍ଷୀୟ ମହିଳା ରଜନୀ ମେଲେକା ଓ ତାଙ୍କ ଘର…

ଚୀନ ବିପକ୍ଷରେ ଆମେରିକାର କଠୋର କାର୍ଯ୍ୟାନୁଷ୍ଠାନ, ୧୪ କମ୍ପାନୀକୁ ବ୍ଲାକଲିଷ୍ଟ କଲେ ବାଇଡେନ ସରକାର

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନ ଉପରେ ଶନିବାର ଅର୍ଥନୀତି ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯାହାକି ଉଭୟ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଆହୁରି ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି । ଚୀନର୧୪ଟି ବଡ କମ୍ପାନୀକୁ ଆମେରିକା…

ବାଘ ଛାଲ ସମେତ ୪ ବେପାରୀ ଗିରଫ

ଭବାନୀପାଟଣା: ରାଜ୍ୟରେ ବଢ଼ି ଚାଲିଛି ପଶୁ ଶିକାର । ବେଧଡକ ଭାବରେ ପଶୁଙ୍କୁ ଶିକାର କରୁଛନ୍ତି ଶିକାରୀ । ଏମିତି ଏକ ରାକେଟର ପୁଣି ପର୍ଦ୍ଦାଫାସ ହୋଇଛି । କଳାହାଣ୍ଡି ଜିଲ୍ଲାରୁ ୪ ବାଘଛାଲ ବେପାରୀଙ୍କୁ ଗିରଫ କରିଛି ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍ । ସେମାନଙ୍କ ପାଖରୁ…

ଶ୍ରୀଲଙ୍କା ବିପକ୍ଷ ସିରିଜରେ ଏହି ସବୁ ରେକର୍ଡ ହାସଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କଲମ୍ବୋ: ଭାରତ-ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ସିରିଜରେ କରୋନା ସଙ୍କଟ ଦେଖା ଦେଇଛି । ଶ୍ରୀଲଙ୍କାର ବ୍ୟାଟିଂ କୋଚ ଏବଂ ଡାଟା ଆନାଲିଷ୍ଟ କରୋନା ପଜିଟିଭ ହେବା ପରେ ଏବେ ସିରିଜକୁ ୧୩ ବଦଳରେ ୧୭ ଜୁଲାଇରେ କରିବା ପାଇଁ ଯୋଜନା ଚାଲିଛି । ଏହି ସିରିଜରେ ଟିମ୍ ଇଣ୍ଡିଆ କେତେଗୁଡିଏ ଉପଲବ୍ଧି…

ଯୋଗୀଙ୍କ ଜନସଂଖ୍ୟା ହ୍ରାସ ଫର୍ମୂଲା: ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ସୁବିଧାରେ କାଣ୍ଟଛାଣ୍ଟ

ଲକ୍ଷ୍ନୌ: ଜନସଂଖ୍ୟା ହ୍ରାସ ପାଇଁ ଉତ୍ତରପ୍ରଦେଶରେ ଯୋଗୀ ସରକାର ନୂଆ ବିଧେୟକ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ଦୁଇରୁ ଅଧିକ ପିଲା ଥିବା ବାପା-ମାଆଙ୍କୁ କିଛି ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିପାରେ । ଗୋଟିଏ ପିଲାର ବାମା-ମାଆଙ୍କ ନେକ ସରକାରୀ ସୁବିଧା ଉପଲବ୍ଧ ହେବ । ଉତ୍ତରପ୍ରଦେଶ…

ମହିଳା କ୍ରିକେଟର ହରଲିନଙ୍କ ଜବରଦସ୍ତ କ୍ୟାଚ୍, ଭିଡିଓ ଦେଖିଲେ ଆପଣ ବି କହିବେ କମାଲ୍ ….

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତୀୟ ମହିଳା କ୍ରିକେଟର ହରଲିନ୍ ଦେଓ୍ୱଲ ଏବେ ସୋସିଆଲ୍ ମିଡିଆରେ ସୁପର ଓ୍ୱିମେନ୍ ପାଲଟିଛନ୍ତି । ବ୍ରାଉଣ୍ଡି ଲାଇନରେ ସେ ଏମିତି ଗୋଟିଏ କ୍ୟାଚ୍ ଧରିଥିଲେ ଯାହାକୁ ଦେଖିଲେ ଆପଣ ବି କହିବେ କି କମାଲ୍ କଲେ ହରଲିନ୍ । ଅସମ୍ଭବ କ୍ୟାଚ୍…

ଘୋଷ ଯାତ୍ରାକୁ ଆଉ ୨ ଦିନ, ଆଜି ଉଭାଯାତ୍ରା ଓ ଆଜ୍ଞାମାଳ ବିଜେ

ପୁରୀ: ଆଉ ୨ଦିନ ରହିଲା ରଥଯାତ୍ରା। ଶୁକ୍ରବାର ନବଯୌବନ ଦର୍ଶନ ଥିବା ବେଳେ ଆଜି ଶନିବାର ଉଭାଯାତ୍ରା ସାଙ୍ଗକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ସରିବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ସେପଟେ ରଥ ପ୍ରସ୍ତୁତ ହେବାରେ ଲାଗିଛି। ଶୁକ୍ରବାରଠାରୁ କନା ପଡ଼ିବା ଆରମ୍ଭ…

ଆଜି ଓଡିଶାରୁ ୨୩୩୪ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ହାର ୩.୦୮%

ଭୁବନେଶ୍ବର: ରାଜ୍ୟରେ ସ୍ଥିର ରହିଛି କାରୋନା ସଂକ୍ରମଣ। ଆଜି ଚିହ୍ନଟ ହୋଇଛନ୍ତି ୨୩୩୪ ନୂଆ ଆକ୍ରାନ୍ତ। ଏମାନଙ୍କ ଭିତରେ ସଂଗରୋଧରୁ ୧୩୪୨ ଓ ଲୋକାଲ କେସ ରହିଛି ୯୯୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୦ ଓ କଟକରୁ ଚିହ୍ନଟ ହୋଇଛନ୍ତି ୩୭୧ ଆକ୍ରାନ୍ତ। କେନ୍ଦ୍ରାପଡ଼ାରୁ ୧୯୬, ଯାଜପୁରରୁ…