Latest Odisha News

BREAKING NEWS

Browsing Category

ଫିଚର

ଟିକା ସଙ୍କଟ, କାଲି ୧୦ ଜିଲ୍ଲା ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଟିକା ଦେଉନି କେନ୍ଦ୍ର । ସଠିକ୍ ସମୟରେ କେନ୍ଦ୍ର ଟିକା ପଠାଉନଥିବାରୁ ରାଜ୍ୟରେ ଦେଖାଦେଇଛି ଟିକା ସଙ୍କଟ । ଆବଶ୍ୟକ ପରିମାଣର ଟିକା ମହଜୁଦ ନଥିବାରୁ ଆସନ୍ତାକାଲି ରାଜ୍ୟର ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଟିକାକରଣ ବନ୍ଦ ହେବାକୁ ଥିବା ଜିଲ୍ଲା ହେଲା, ବାଲେଶ୍ବର,…

କେନ୍ଦୁଝରରେ ଇସ୍ପାତ କାରଖାନା ନିଷ୍ପତ୍ତିକୁ ଜିଲ୍ଲାବାସୀଙ୍କ ସ୍ବାଗତ

ଭୁବନେଶ୍ବର : କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ୩ ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଚମ୍ପୁଆର କରା…

ମନରେଗା ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା

ଭୁବନେଶ୍ବର : ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏହି ତିନି ମାସ ମଧ୍ୟରେ କାମ କରିଥିବା ଶ୍ରମିକ ମାନଙ୍କୁ…

କେରଳରେ ଜିକା ଭାଇରସ ନେଇ ହାଇ ଆଲର୍ଟ, ସମ୍ମୁଖକୁ ଆସିଲାଣି ୧୪ ମାମଲା

ଥିରୁଅନନ୍ତପୁରମ: କେରଳରେ ଜିକା ଭାଇରସ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ୧୪ଟି ମାମଲା ସମ୍ମୁଖକୁ ଆସିଥିବା ଜାତୀୟ ଭୂତାଣୁବିଜ୍ଞାନ ସଂସ୍ଥାନ ସ୍ପଷ୍ଟ କରିଛି । ଏହାକୁ ଦେଖି ସେଠାରେ ହାଇଆଲର୍ଟ ଜାରୀ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ଏବଂ…

ଏବେ ଲାଗୁ ହେବନି ଅପଡେଟେଡ ପ୍ରାଇଭେସି ପଲିସି : ହ୍ବାଟସଆପ

ନୂଆଦିଲ୍ଲୀ : ଅପଡେଟେଡ ପ୍ରାଇଭାସି ପଲିସି ଏବେ ଲାଗୁ ହେବନି । ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଏହା କହିଛି ହ୍ବାଟସଆପ । ପର୍ସନାଲ ଡାଟା ସୁରକ୍ଷା ବିଲ୍ କାର୍ଯ୍ୟକାରୀ ନ ହେବା ଯାଏଁ ନୂଆ ପ୍ରାଇଭେସି ପଲିସି କାର୍ଯ୍ୟକାରୀ କରାଯିବ ନାହିଁ ବୋଲି କହିଛି ହ୍ବାଟସଆପ୍ । ହାଇକୋର୍ଟରେ କମ୍ପାନୀ…

ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟଙ୍କୁ କରୋନା, ଭାରତ ବିପକ୍ଷରେ ବି’ ଟିମ୍ ଖେଳିପାରେ !

କଲମ୍ବୋ: ବ୍ୟାଟିଂ କୋଚ ଗ୍ରାଂଟ ଫ୍ଲାୱାରଙ୍କ ପରେ ଶୁକ୍ରବାର ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟ ଜିଟି ନିରୋଶାନଙ୍କ କରୋନା ପଜିଟିଭ ଥିବା ଜଣାପଡିଛି । ଫଳରେ ଭାରତ-ଶ୍ରୀଲଙ୍କା ସିରିଜ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଶ୍ରୀଲଙ୍କା ଟିମର ଅଧିକାଂଶ ଖେଳାଳି ଏମାନଙ୍କ ସଂସ୍ପର୍ଶରେ…

ଭୁବନେଶ୍ବରରୁ ୫ ସାଇବର ଠକ ଗିରଫ

ଭୁବନେଶ୍ବର : ଭୁବନେଶ୍ବରରୁ ଗିରଫ ହେଲେ ୫ ସାଇବର ଠକ । ଭରତପୁର ଥାନା ପୋଲିସ ସହାୟତାରେ ଏହି ଠକଙ୍କୁ ଗିରଫ କରିଛି ପୋଲିସ । ହାଇଦ୍ରାବାଦ ସାଇବର ପୋଲିସ ୫ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଏହି ସାଇବର ଠକମାନେ ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର ଅପରାଧ କରିଥିବାର ଅଭିଯୋଗ ରହିଛି ।…

ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ : ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କଙ୍କୁ ମିଳିବ ଟିକା । ଏନେଇ ସୂଚନା ଦେଇଛନ୍ତି ଟିକା ନେଇ ଗଠିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅଧ୍ୟକ୍ଷ ଡାକ୍ତର ଏନ.କେ ଆରୋରା । ଯେଉଁ ହାରରେ ଦେଶରେ ଟିକାଦାନ ଚାଲିଛି, ତାହା ତ୍ବରାନ୍ବିତ ହୋଇଛି । ଏବଂ ଡିସେମ୍ବର ସୁଦ୍ଧା ଦେଶର…

ରୁଷିଆରେ ତାଲିବାନର ବଡ ଘୋଷଣା, ଆଫଗାନିସ୍ତାନର ୮୫ ପ୍ରତିଶତ ଆମ କବଜାରେ

କାବୁଲ: ଆମେରିକା ସେନା ଆଫଗାନିସ୍ତାନ ଛାଡିବା ତାଲିବାନଙ୍କ ଏକ ବଡ ବିଜୟ ଭାବେ ଘୋଷଣା କରାଯାଇଛି । ଦୀର୍ଘ ୨୦ ବର୍ଷ ଆମେରିକା ଏଠାରେ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିବାକୁ ଚାହିଁଥିଲେ ସଫଳ ହୋଇ ନାହିଁ କହିଲେ ଭୁଲ ହେବନି । ଶୁକ୍ରବାର ରୁଷିଆର ଏହାର ପ୍ରମାଣ ମିଳିଛି । ମସ୍କୋରେ ଆୟୋଜିତ ଏକ…

ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଆଇପିଏସ ସ୍ତରରେ ଅଦଳବଦଳ । ଏସ୍ ଦେବଦତ୍ତ ସିଂହ ପୋଲିସ ମୁଖ୍ୟାଳୟର ଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଏସ୍ ଦେବଦତ୍ତ ସିଂହଙ୍କୁ ପୋଲିସ ମୁଖ୍ୟାଳୟର ଆଇଜି ଭାବେ ନିଯୁକ୍ତି ମିଳିଛି । ଜଗତସିଂହପୁର ଏସପି ହୋଇଛନ୍ତି ଅଖିଳେଶ୍ବର ସିଂ…