Latest Odisha News

BREAKING NEWS

Browsing Category

ଫିଚର

ନଭିମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନ ଭଡ଼ା ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡ୍ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଏପ୍ରିଲରୁ ବ୍ୟବହାର କରି ଆସୁଥିଲେ । ଏହାର ଭଡ଼ା ବାବଦ ଦେୟ ୨ କୋଟି ୧୬…

ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆ ନିଲମ୍ବିତ !

ମାଲକାନଗିରି: ନିଲମ୍ବିତ ହେଲେ ପୂର୍ବତନ ତହସିଲଦାର ବାବୁ । ଆଉ ତା ପୁଣି ଜମି ଦୁର୍ନୀତି ମାମଲାରେ । କିଛି ଏପରି ଖବରକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା । କାଲିମେଳାର ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆ କିଛି ମାସ ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଜମି…

ବରଗଡ଼ରେ ICU ଓ ଭେଣ୍ଟିଲେଟର ସୁବିଧା ଥିବା କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ

ବରଗଡ଼: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବରଗଡ଼ରେ କୋଭିଡ୍ କେୟାର ସେଣ୍ଟର ଉଦଘାଟିତ । ICU ଓ ଭେଣ୍ଟିଲେଟର ସୁବିଧା ଥିବା କୋଭିଡ୍ କେୟାର ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ କନଫରେନ୍ସିଂରେ ଉଦଘାଟିତ ହୋଇଛି । କୋଭିଡ୍ ରୋଗୀଙ୍କ ପାଇଁ ବିକାଶ…

ପୁଣି କଙ୍ଗନାଙ୍କ ନାଁରେ ମାମଲା, FIR ଦେଲେ ଟିଏମସି ମୁଖପାତ୍ର

ନୂଆଦିଲ୍ଲୀ: ବିବାଦ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପିଛା ଛାଡୁନି । ବାରମ୍ବାର ବିବାଦୀୟ ମତ ଓ ମନ୍ତବ୍ୟ ପାଇଁ ତାଙ୍କୁ ଟୁଇଟର ସସପେଣ୍ଡ କରିଥିଲା । ଏବେ କଙ୍ଗନାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ଟିଏମସି ମୁଖପାତ୍ର ରିଜୁ ଦତ୍ତା । ପୂର୍ବରୁ କୋଲକାତାର ଜଣେ ଓକିଲ ସାମ୍ପ୍ରଦାୟିକ…

ବାଙ୍ଗିରିପୋଷିରୁ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବାରିପଦା: ବଜ୍ରକାପ୍ତା ଚାଲାଣ ବେଳେ ଚଢ଼ାଉ । ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କଲା ବାରିପଦା ଟାଉନ୍ ଥାନା ପୋଲିସ । ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗହିରାପାଳ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଗିରଫ ଅଭିଯୁକ୍ତଙ୍କ…

କାକଟପୁରରେ ଚାଲିଥିଲା ନକଲି କୋଭିଡ୍ ଟେଷ୍ଟ ସେଣ୍ଟର, ଜଣେ ଗିରଫ

ପୁରୀ: କରୋନା କାଳରେ ଲୋକଙ୍କ ଜୀବନ ସହ ଖେଳ । ଘରୋଇ ପାଥୋଲାବରେ ହେଉଥିଲା ନକଲି କରୋନା ଟେଷ୍ଟ ଓ ଚିକିତ୍ସା । ଖବର ପାଇ ଚଢ଼ାଉ କଲା ପୋଲିସ୍ ଓ ପ୍ରଶାସନିକ ଅଧିକାରୀ। ପୁରୀ ଜିଲ୍ଲା କାକଟପୁରରେ ଘରୋଇ ପାଥୋଲାବରେ ଚଢ଼ାଉ ପରେ ନକଲି କାରନାମା ପଦାକୁ ଆସିଛି । ନକଲି କୋରୋନା ଟେଷ୍ଟ ଓ ଚିକିତ୍ସା…

ପରଲୋକରେ ବର୍ଷୀୟାନ ପାଲା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା

ଭୁବନେଶ୍ୱର: ପରଲୋକରେ ପାଲା ଜଗତର ଉଜ୍ଜ୍ୱଳ ନକ୍ଷତ୍ର ତଥା ଭାଗବତ ଭୂଷଣ ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା । ଗତକାଲି ରାତିରେ ଭୁବନେଶ୍ୱର ଉପକଣ୍ଠ ଗଣ୍ଡରପୁର ସ୍ଥିତ ଝିଅ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ ।…

କରୋନା ଚିକିତ୍ସା ପାଇଁ ନୂଆ ଔଷଧ ‘ଟୋସିଲିଜୁମାବ’, ଗୁରୁତର ରୋଗୀଙ୍କୁ ଦିଆଯିବ

ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ଆସିଲା ନୂଆ ମେଡିସିନ୍ ଟୋସିଲିଜୁମାବ । ଏଣିକି ଗୁରୁତର ଥିବା କରୋନା ରୋଗୀ କିମ୍ବା ଭେଣ୍ଟିଲେଟରରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କୁ ଟୋସିଲିଜୁମାବ ଇଞ୍ଜେକସନ୍ ଦିଆଯାଇପାରିବ । ଏହି ଇଞ୍ଜେକସନର ବ୍ୟବହାରକୁ ଅନୁମତି ଦେଇଛି ଊଉଏଓ । ଏହାପରେ ଏସଓପି ଜାରି…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମକେ ଷ୍ଟାଲିନ୍

ତାମିଲନାଡୁ: ଡିଏମକେ ସଭାପତି ଏମ କେ ଷ୍ଟାଲିନ୍ ଶୁକ୍ରବାର ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୩୩ ଡିଏମକେ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ରାଜ୍ୟପାଳ ବନୱାରିଲାଲ ପୁରୋହିତ ଗୁରୁବାର ଦିନ ତାଙ୍କ ବିଭାଗର ମନ୍ତ୍ରୀ ଭାବରେ…

ପ୍ରାଣଘାତୀ କରୋନା: ଦେଶରୁ ୧୦ ଦିନରେ ନେଲାଣି ୩୬ ହଜାର ଜୀବନ, ପ୍ରତି ଘଣ୍ଟାରେ ୧୫୦ ମୃତ

ନୂଆଦିଲ୍ଲୀ: ସେକେଣ୍ଡେ ଓ୍ୱେଭରେ ଭାରତରେ କରୋନା କରାଳ ରୂପ ଦେଖାଉଛି । ମୃତ୍ୟୁର ବିଭୀଷିକାରେ ବ୍ରେକ ଲାଗୁନି । ଏବେ ଦୈନିକ ମୃତ୍ୟୁସଂଖ୍ୟା ୩ହଜାର ତଳକୁ ଖସିବାର ନାଁ ଧରୁନି । ଗତ ୧୦ ଦିନ ହେବ ପ୍ରତିଦିନ ଦେଶରୁ ୩ହଜାରରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ୧୦ ଦିନରେ ୩୬ ହଜାରରୁ ଅଧିକ…