Latest Odisha News

BREAKING NEWS

Browsing Category

ଫିଚର

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଅକ୍ଷୟଙ୍କ ବେଲବଟମ

ମୁମ୍ବାଇ: କରୋନାର କରାଳ ରୂପ ବେଳେ ଥିଏଟରରେ ଫିଲ୍ମ ରିଲିଜ ହେବା କାଠିକାର ପାଠ । ଏହାକୁ ଦେଖି ଅକ୍ଷୟ କୁମାର ତାଙ୍କର ବହୂ ପ୍ରତୀକ୍ଷୀତ ବେଲବଟମ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା କରିଛନ୍ତି । ପୂର୍ବରୁ ଏହା ୨୮ ମେରେ ଥିଏଟର୍ସରେ ରିଲିଜ ହେବାର ଥିଲା । ଡିଜନୀ ପ୍ଲସ…

ଜିନ୍ନ ଭୟରେ ଏହି ଅଂଚଳର ଲୋକେ ରାତାରାତି ଘର ଖାଲି କରି ପଳାଇଗଲେ, ଏବେ ବାଲିରେ ସବୁ କିଛି ପୋତି ହୋଇଯାଉଛି

ଅଲ ମଦାନ: ୟୁଏଇର ଗ୍ରାମ ଅଲ ମଦାନ ଏବେ ସମ୍ପୂର୍ଣ୍ଣ ଭାବେ ବାଲିରେ ପୋତି ହୋଇ ଯିବାକୁ ବସିଛି । ଏଠାରେ କେହି ରହୁ ନ ଥିବାରୁ ବାଲିସ୍ତର ବଢ଼ିବାରେ ଲାଗିଛି । କାହିଁକି ଲୋକେ ଗ୍ରାମ ଛାଡି ପଳାଇଗଲେ ସେ ନେଇ କୌଣସି ବଳିଷ୍ଠ ପ୍ରମାଣ ମିଳିପାରି ନାହିଁ । ତେବେ ପାଖ ଗ୍ରାମର ଲୋକଙ୍କ କହିବା…

ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ସେ ଏବେ ନିଜକୁ ଘରେ ଆଇସୋଲେଟଡ କରିଛନ୍ତି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର ଟେଷ୍ଟ କରାଇଥିଲେ । ସେ ଟୁଇଟ କରି ଜଣାଇଛନ୍ତ ଯେଉଁମାନେ ମୋ…

ବିଜୟ ସହ ଶୀର୍ଷକୁ ଫେରିବା ଲକ୍ଷ୍ୟରେ ବାଙ୍ଗାଲୋର

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା ହେବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ପଂଏଟ ଟେବୁଲର ଶୀର୍ଷକୁ ଫେରିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଲୋକେଶ ରାହୁଲଙ୍କ ନେତୃତ୍ୱରେ…

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବୀ କଲେ ଆପ୍ ବିଧାୟକ ଶୋଏବ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିର ବିଫଳତା ସମ୍ପୂର୍ଣ୍ଣ ଭାବେ ପଦାରେ ପଡିଛି । କୋଭିଡ-୧୯ ସଂକ୍ରମଣକୁ ରୋକିବାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ସରକାର ଫେଲ୍ ମାରିଛନ୍ତି । ଏହା ମଧ୍ୟରେ ଆପ ବିଧାୟକ ଶୋଏବ ଇକବାଲ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ…

ପର୍ଯ୍ୟଟକ ଧ୍ୟାନ ଦିଅନ୍ତୁ: କାଲିଠୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ବନ୍ଦ

ଭୁବନେଶ୍ୱର: ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଜରୁରୀ ସୂଚନା । ଆସନ୍ତାକାଲିଠାରୁ ବନ୍ଦ ରହିବ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏହାସହ ବଟାନିକାଲ୍ ଗାର୍ଡେନ ବି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏନେଇ ନନ୍ଦନକାନନ…

କରୋନାରୁ ସୁସ୍ଥ ହେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାକୁ ହରାଇବାରେ ସଫଳ ହୋଇଛନ୍ତି । ଏପ୍ରିଲ ୧୪ରେ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ହୋଇଥିଲେ । ସେ ନିଜକୁ ହୋମ ଆଇସୋଲେଶନରେ ରଖିଥିଲେ । ଏବେ ରିପୋର୍ଟ ନେଗେଟିଭ ଆସିବାରୁ ସେ ଆଶ୍ୱସ୍ତ ହୋଇଛନ୍ତି । ଟୁଇଟ କରି ସେ ଜଣାଇଛନ୍ତି…

ଭୁବନେଶ୍ୱରରୁ ବୋଲେରୋ ଲୁଟେରା ଗ୍ୟାଙ୍ଗ ଗିରଫ, କୋଲକାତାକୁ ଲମ୍ବିଛି ଚେର

ଭୁବନେଶ୍ୱର: ରାଜଧାନୀରୁ ସିରିଜ୍ ବୋଲେରୋ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଲୁଟେରା ଗ୍ୟାଙ୍ଗ୍‌ର ଚେର କୋଲକାତା ଯାଏ ଲମ୍ବିଥିବା ସୂଚନା ମିଳିଛି । ଲୁଟେରା ଗ୍ୟାଙ୍କରେ ଆଉ କେଉଁମାନେ…

ବେକାବୁ କରୋନା: ୭ ଦିନରେ ରାଜ୍ୟରୁ ୪୯ ହଜାର ପଜିଟିଭ୍, ୭୦ ମୃତ

ଭୁବନେଶ୍ୱର: ଏପ୍ରିଲରେ ଓଡ଼ିଶାରେ କରୋନା କାୟା ମେଲାଇଛି । ନାକି ଆଖି ଦେଖାଇଛି । ଦୈନିକ ସଂକ୍ରମଣରେ ନୂଆ ରେକର୍ଡ କରିଛି କରୋନା । ମାସେ ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩ହଜାର ୭୯୨ ଆକ୍ରାନ୍ତ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ୨୯ ତାରିଖରେ…

ଓଡ଼ିଶାରେ କରୋନାର ଟପ୍-୧୦ ଜିଲ୍ଲା: ସେସବୁ ଜିଲ୍ଲାରେ କେବଳ ୬୫% ଆକ୍ଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ଲମ୍ବା ଲମ୍ଫ ମାରୁଛି କରୋନା । ଯଦିଓ ଏବେ ଫ୍ଲାଟିନିଂ ସ୍ଥିତିରେ ରହିଛି । କେବେ ଉପରକୁ ଉଠୁଛି ତ କେବେ ତଳକୁ ଖସୁଛି । ତଥାପି ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି କରୋନା । ଆକ୍ଟିଭ୍ କେସ୍ ସଂଖ୍ୟା ୬୧ ହଜାର ପାର କରିଛି । ରେଡ୍ ହଟ୍ ଜିଲ୍ଲା ପାଲଟିଛନ୍ତି ଖୋର୍ଦ୍ଧା,…