Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ୍

ଭୁବନେଶ୍ୱର: କରୋନା କଟକଣାର ଉଲ୍ଲଂଘନ । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ୍ ହୋଇଛି । କୋଭିଡ୍ ନିୟମ ଉଲ୍ଲଂଘନ ହେଉଥିବାରୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । ଆସନ୍ତାକାଲି ଶନିବାର ଓ ତାପରଦିନ ରବିବାର ସପ୍ତାହାନ୍ତ ସଟ୍‌ଡାଉନ ରହିଛି । ଏହି…

ଓଡ଼ିଶାରୁ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ୱର: ସଂକ୍ରମଣ ସହ ଓଡ଼ିଶାରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ମହାମାରୀ ଆଉ ୧୪ ଜଣଙ୍କର ଜୀବନ ନେଇଛି । ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରୁ ତିନି ଜଣ ଲେଖାଏ ଆକ୍ରାନ୍ତ ଚିତିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଖୋର୍ଦ୍ଧା ଓ ରାୟଗଡ଼ା…

ଟିକା ଅଭାବ: ଆଜି ରାଜ୍ୟର ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ ଜାରି ରହିଛି । ପ୍ରତିଦିନ କେଉଁଠି ନା କେଉଁଠି ବନ୍ଦ ହେଉଛି ଟିକାକରଣ । ଟିକା ଅଭାବରୁ ଆଜି ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ବୌଦ୍ଧ, ଝାରସୁଗୁଡା, କୋରାପୁଟ, ସମ୍ବଲପୁର, ସୋନପୁରରେ ବନ୍ଦ ରହିଛି ଟିକାକରଣ । କୋଭିସିଲ୍ଡ ଟିକା ନଥିବାରୁ…

କଟକରେ ଏନକାଉଣ୍ଟର: ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ

କଟକ: ଦରଘାବଜାର ଅଞ୍ଚଳରେ କମିଶନରେଟ ପୋଲିସର ଏନକାଉଣ୍ଟର । ହାର୍ଡକୋର୍ କ୍ରିମିନାଲ୍ ଶେଖ ବାବୁ ଆହତ ହୋଇଛି । ସ୍ପେଶାଲ୍ ସ୍କ୍ୱାଡ୍ ତାକୁ ଏନକାଉଣ୍ଟର କରିଥିଲା । ବାବୁର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ଏସସିବିରେ ଚିକିତ୍ସା କରାଯାଉଛି । ଗତକାଲି ରାତିରେ…

ଆଜି ରାଜ୍ୟରୁ ୮୬୮୧ କରୋନା ପଜିଟିଭ୍, କେବଳ ୫ଟି ଜିଲ୍ଲାରୁ ୪୨% ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କେବେ କମୁଛି ତ କେବେ ବଢୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮ହଜାର ୬୮୧ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪ହଜାର ୯୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୭୩୩ । କରୋନାର ରେଡ୍ ହଟ୍ ଜିଲ୍ଲା ପାଲଟିଛି ଖୋର୍ଦ୍ଧା ।…

ଆସିଲା ଏକଜିଟ ପୋଲ୍ ଫଳାଫଳ, କେଉଁଠି କିଏ କରିବ ସରକାର ?

ନୂଆଦିଲ୍ଲୀ : ସରିଲା ପଶ୍ଚିମବଙ୍ଗର ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏଥିସହ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନର ପ୍ରକାଶ ପାଇଛି ଏକଜିଟ୍ ପୋଲ ରେଜଲ୍ଟ । ତେବେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ଉପରେ । ତେବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ…

ପୁଣି ଟିକା ଅର୍ଡର କଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । କିପରି ସଂକ୍ରମଣକୁ ରୋକାଯିବ ତାଉ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ରାଜ୍ୟରେ ଟିକାକରଣକୁ ବ୍ୟାପକ କରାଯାଇଥିବା ବେଳେ, ଆଜି ପୁଣି ଟିକା ଅର୍ଡର କରିଛନ୍ତି ରାଜ୍ୟ ସରକାର । ଟିକା ପାଇଁ ଦୁଇ ଟିକା ଉତ୍ପାଦକଙ୍କୁ ଚିଠି…

କମୁନି ତାତି, ୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ ସହର

ଭୁବନେଶ୍ବର : ତାତି କରୁଛି କଲବଲ । ସାରା ରାଜ୍ୟରେ ଲଗାତର କିଛି ଦିନ ଧରି ଉପରମୁହାଁ ରହୁଛି ପାରଦ । ପ୍ରବଳହ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଲେଣି ଲୋକେ । ଆଜି ରାଜ୍ୟର ୧୨ ସହର ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୩.୧ ଡିଗ୍ରୀ ତାପମାତ୍ରା ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୬୭୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ସାରା ରାଜ୍ୟରେ ଦେଖାଦେଇଛି ଆତଙ୍କ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୪୬୭୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଥିବା…

ଡି କକଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ରାଜସ୍ଥାନକୁ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କ୍ୱିଂଟନ ଡି କକ(୭୦ ନଟଆଉଟ, ୫୦ ବଲ, ୬ଚୌକା, ୨ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ଉଇକେଟ ବିନିମୟରେ ୧୭୧ ରନ ସଂଗ୍ରହ…