Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ବରରୁ ଆଉ ୮୫୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ନିୟନ୍ତ୍ରଣକୁ ଆସୁନି ମହାମାରୀ କରୋନା । ରାଜ୍ୟରେ ପ୍ରତିଦିନ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ହଟସ୍ପଟ୍ ପାଲଟିଥିବା ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଛନ୍ତି ୮୫୧ ପଜିଟିଭ୍ । କ୍ବାରେଣ୍ଟାଇନରୁ ୯୬ ଜଣ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୭୫୭ । ସେହିପରି ଭୁବନେଶ୍ବର ଅଞ୍ଚଳରୁ…

ସ୍ଥଗିତ ହେଲା ଚାର ଧାମ ଯାତ୍ରା…

ନୈନିତାଲ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଚଳିତ ବର୍ଷ ଚାର ଧାମ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କହିଛନ୍ତି ଯେ ଚାରି ମନ୍ଦିରରେ କେବଳ ପୁରୋହିତମାନେ ରୀତିନୀତି ଅନୁସାରେ ପୂଜା କରିବେ। ଏହି…

କୋଭିଡ ପିଡୀତାଙ୍କ ପାଇଁ ସହାୟତା ରାଶି ଘୋଷଣା କଲା ରାଜସ୍ଥାନ ରୟାଲ୍ସ ଟିମ୍‌

ନୂଆଦିଲ୍ଲୀ: କରୋନା ଲଢ଼େଇରେ ଆଇପିଏଲ ଟିମ୍ ରାଜସ୍ଥାନ ରୟାଲ୍ସ ୭.୫ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛି । ଏହା ଭାରତରେ କୋଭିଡ ପିଡୀତାଙ୍କୁ ଦିଆଯିବ । ତେବେ ରାଜସ୍ଥାନ ଲୋକଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଘୋଷଣା କରାଯାଇଛି । ଖୁବ୍ ଶୀଘ୍ର ଅକ୍ସିଜେନ୍ ସମସ୍ୟା ଦୂର କରିବା ପାଇଁ…

କମିଲା କୋଭାକ୍ସିନ୍ ଦର

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ସାରା ଦେଶର ଲୋକଙ୍କ ପାଇଁ ଖୁସି ଖବର । ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ପରେ କମିଲା ଭାରତ ବାୟୋଟେକର କୋଭାକ୍ସିନ ଟିକା ଦର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତ ବାୟୋଟେକ୍ । କୋଭାକ୍ସିନ ଟିକାର ଡୋଜ୍‌ ପିଛା ଦର ୪୦୦ ଟଙ୍କାକୁ କମାଇଛି…

ଜାମ୍‌ନଗରରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରିବ ରିଲାଏନ୍ସ ଫାଉଣ୍ଡେସନ୍‌

ମୁମ୍ବାଇ : ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜାମନଗରରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରାଯାଉଛି । ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ । ଏହି କୋଭିଡ୍ ଚିକିତ୍ସାଳୟ ସ୍ଥାପନ ସହ ଏହାର…

[ଭିଡିଓ] ପ୍ରଶଂସା ସାଉଣ୍ଟୁଛି କେରଳ ପୋଲିସର ସଚେତନତା ଭିଡିଓ

କେରଳ: କରୋନା ସଚେତନତା ପାଇଁ କେରଳ ପୋଲିସ ଆପଣେଇଛି ନିଆରା ଉପାୟ । ଏକ ସୁପରହିଟ୍ ତାମିଲ ଗୀତରେ ୯ଜଣ ପୋଲିସ କର୍ମୀଙ୍କୁ ଡାନ୍ସ କରିବାରେ ଦେଖିବାକୁ ମିଳିଛି । ଏହି ଗୀତର ଲିରିକ୍ସରେ ମାସ୍କ ପିନ୍ଧିବାଠାରୁ ଆରମ୍ଭ କରି ସାମାଜିକ ଦୂରତ୍ୱ ଅବଲମ୍ବନ ଓ ସାନିଟାଇଜର ବ୍ୟବହାର କରିବା ପର୍ଯ୍ୟନ୍ତ…

ଆସନ୍ତୁ ଜାଣିବା ଆମ ଜୀବନର କେତେକ ରୋଚକ ତଥ୍ୟ ବିଷୟରେ

ପୁରୀ: ଆମେ ବଂଚୁଥିବା ଜୀବନ ଅନେକ ରହସ୍ୟରେ ଭରପୂର । ଦୈନନ୍ଦିନ ଜୀବନରେ ଆମେ ଯାହା କିଛି କରୁଛୁ ଆସନ୍ତୁ ଜାଣିବା ତାହାର ଲେଖା ଯୋଖା ହିସାବ । ୧.ଆମେ ଆମ ଜୀବନକାଳ ମଧ୍ୟରେ ଯେତିକି ଲାଳ ଗଡାଉଛେ ତାହା ଯଦି ରଖାଯାଏ ତେବେ ୨ଟି ସୁଇମିଂ ପୁଲ ହୋଇଯିବ । ୨.ଜଣେ ବ୍ୟକ୍ତି ତା ଜୀବନରେ…

କରୋନାରେ ଆରପାରିକୁ ଚାଲିଗଲେ ସାମ୍ବାଦିକ ମାନସ ଜୟପୁରିଆ

ଭୁବନେଶ୍ୱର: କରୋନା ଧନୀ, ଗରିବ କିଛି ମାନୁନି । ସଂକ୍ରମଣ କେତେବେଳେ କାହାକୁ କେଉଁଠି ହେଉଛି ଆଉ କାହାର ଜୀବନ କେତେବେଳେ ପାଣି ଫୋଟକା ଭଳି ଚାଲି ଯାଉଛି । କରୋନା ସଂକ୍ରମିତ ଆଉ ଜଣେ ସାମ୍ବାଦିକ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । କରୋନାରେ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ…

କରୋନା କବଳରୁ ମୁକୁଳିଲେ ଧୋନୀଙ୍କ ମାତା, ପିତା

ରାଂଚି: ଆନ୍ତର୍ଜାତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ ଧୋନୀ ଓ ମାତା ଦେବକୀ ଦେବୀ କରୋନା କବଳରୁ ମୁକୁଳିଛନ୍ତି । ଗୁରୁବାର ସେମାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି । କିଛି ଦିନ ତଳେ ଉଭୟ କରୋନା ସଂକ୍ରମିତ ହୋଇଥିବାରୁ ସେମାନଙ୍କୁ…

ସ୍ଥିତି ଦେଖି ପ୍ରସ୍ତୁତ ହେଉଛି ଯୋଜନା, ଏବେ ଆବଶ୍ୟକ ନାହିଁ ଲକଡାଉନ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରଣ ୬ ହଜାର ଉପରେ ରହିଛି । ତେବେ, ଅଧିକାଂଶ ରୋଗୀ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଏବେ ରାଜ୍ୟରେ ଉପଲବ୍ଧ ଥିବା ଶଯ୍ୟାରୁ ୪୩ ପ୍ରତିଶତ ଜେନେରାଲ ବେଡ୍, ୬୩ ପ୍ରତିଶତ ICU ବେଡ୍ ଓ ୩୫ ପ୍ରତିଶତ ଭେଣ୍ଟିଲେଟରରେ ରୋଗୀ ଚିକିତ୍ସିତ…