Latest Odisha News

BREAKING NEWS

Browsing Category

ଫିଚର

ଆସାମରେ ୬.୪ ତୀବ୍ରତାର ବଡ଼ ଧରଣର ଭୂମିକମ୍ପ

ଗୁଆହାଟୀ: ଆସାମରେ ବଡ଼ ଧରଣର ଭୂମିକମ୍ପ । ସକାଳୁ ସକାଳୁ ଜୋରଦାର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୬.୪ । ସକାଲ ୭ଟା ୫୧ ମିନିଟରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା । ଗୁଆହାଟୀରୁ ୧୪୦ କିଲୋମିଟର ଦୂର ଧେକିଆଜୁଲି ଟାଉନ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଓ…

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ଚାରିଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଭୋର ପ୍ରାୟ ୩ଟା ୪୦ମି. ସମୟରେ ମୁମ୍ବ୍ରାର କୋଉଶୁଆ ସ୍ଥିତ ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତିନୋଟି…

ରାଜ୍ୟରୁ କରୋନା ନେଲା ଆଉ ୧୦ ଜୀବନ, ସପ୍ତାହେ ଭିତରେ ୫୯ ମୃତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରୁ ୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ଅଛନ୍ତି ୩ ଜଣ ଲେଖାଏ ଆକ୍ରାନ୍ତ । ସେହିପରି ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ…

ରାଜ୍ୟରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ, ୮୩୮୬ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୮ ହଜାର ଟପିବା ସହ ରେକର୍ଡ ଭାଙ୍ଗିଛି। ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୮ ହଜାର ୩୮୬ ନୂଆ ଆକ୍ରାନ୍ତ। କ୍ୱାରେଣ୍ଟାଇନରୁ ୪୭୮୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬୦୫ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଅକ୍ସିଜେନ୍ ବ୍ୟବହାର ନେଇ ଏସଓପି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ବଢୁଛି ଚିନ୍ତା । ଆକ୍ରାନ୍ତ ସଂଖ୍ୟା ଯେତିକି ବଢୁଛି ଅକ୍ସିଜେନର ଅଭାବ ମୁଣ୍ଡବିନ୍ଧାର କାରଣ ସାଜିଛି । ଏଭଳି ସ୍ଥିତିରେ ରାଜ୍ୟରେ ଅକ୍ସିଜେନ୍ ବ୍ୟବହାର ନେଇ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଅକ୍ସିଜେନର ସୁପରିଚାଳନା ପାଇଁ ରାଜ୍ୟ ସରକାର ଏସଓପି…

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଯଶସ୍ୱୀ ସାରସ୍ୱତ ସାଧକ, ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହେଇ ରହିଥିବ ଵୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭାରତୀୟ କଥା…

କେନ୍ଦ୍ର ଦେଉଥିବା ମାଗଣା ଟିକା କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ତେବେ ନିଷ୍ପତ୍ତି ଅନୁସାରେ ଟିକା ପ୍ରସ୍ତୁତକାରୀ କମ୍ପାନୀ ଉତ୍ପାଦନର ୫୦ ପ୍ରତିଶତ କେନ୍ଦ୍ରକୁ ଓ ବାକି ୫୦…

ଦିଲ୍ଲୀ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଲା ଆରସିବି

ଅହମ୍ମଦାବାଦ : ଦମ୍ ଦେଖାଇଲେ ଡିଭିଲିୟର୍ସ । ଆଜି ଖେଳାଯାଇଥିବା ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଛି । ମ୍ୟାଚରେ ଡିଭିଲିୟର୍ସଙ୍କ ୪୨ ବଲ୍‌ରୁ ୭୫ ରନର ଅପରାଜିତ ବିସ୍ଫୋରକ ଇନିଂସ ବଳରେ ଆରସିବି ନିର୍ଦ୍ଧାରିତ ଓଭରରେ ୫…

ରାଜ୍ୟରେ ଟିକା ଅଭାବ, ବୁଧବାର ୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ ଟିକାକରଣ କମିବାରେ ଲାଗିଛି । ଏପ୍ରିଲ୍ ପ୍ରଥମ ସପ୍ତାହରେ ସରକାର ଦୈନିକ ୨ ଲକ୍ଷ ଟିକାକରଣ କରୁଥିବା ବେଳେ ମାସ ଶେଷ ବେଳକୁ ଏହା ୬୫ ହଜାର ପାଖାପାଖି ଖସି ଆସିଛି । ଏହାର ମୁଖ୍ୟ କାରଣ ହେଉଛି ଭ୍ୟାକ୍ସିନ୍ ଅଭାବ । ୨୭ ଏପ୍ରିଲ୍ ମଙ୍ଗଳବାର…

ରାଜ୍ୟରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ଅଛି ରେମଡେସିଭିର ଓ ଫାଭିପିରାଭିର: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବା ବେଳେ ଏବେ ଯଥେଷ୍ଟ ପରିମାଣର ଔଷଧ ମହଜୁଦ୍ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟରେ ବର୍ତ୍ତମାନ ଯଥେଷ୍ଟ ରେମଡେସିଭିର ଇଞ୍ଜେକ୍ସନ୍ ଏବଂ ଫାଭିପିରାଭିର ଟାବଲେଟ୍ ରାଜ୍ୟ ଔଷଧ ନିଗମ ନିକଟରେ…