Latest Odisha News

BREAKING NEWS

Browsing Category

ଫିଚର

ମଧ୍ୟପ୍ରଦେଶରୁ ମହାରାଷ୍ଟ୍ର ସବୁଠି ମେଡିକାଲରେ ଅମ୍ଲଜାନ ଅଭାବ

ନୂଆଦିଲ୍ଲୀ: କରୋନା ସହ ଦେଶ ଲଢ଼ୁଛି । ସ୍ଥିତି ଏମିତି ହୋଇଛି ଯେ ସବୁଠି ସ୍ୱାସ୍ଥ୍ୟସେବାକୁ ନେଇ ହାହାକାର ପଡ଼ିଲାଣି । ଗୋଟିଏ ପଟେ ସଂକ୍ରମଣ ଭୟ, ଅନ୍ୟପଟେ ବିଗିଡ଼ି ପଡ଼ିଥିବା ସ୍ୱାସ୍ଥ୍ୟସେବା ଡର ଭିତରେ ଜୀବନ ବିତୁଛି । କାରଣ ଅଧିକାଂଶ ସ୍ଥାନରେ ହସ୍ପିଟାଲରେ ବେଡ୍ ଖୋଲି ନାହିଁ ତ ଆଉ…

ପ୍ରବାସୀଙ୍କୁ ନେଇ କେନ୍ଦ୍ରାପଡ଼ା ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ନିକଟରେ ପ୍ରବାସୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ଏକାଧିକ ପ୍ରବାସୀ ଆହତ ହୋଇଛନ୍ତି ।…

ଶ୍ରୀମନ୍ଦିରରେ ବନକ ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଚୈତ୍ର ଶୁକ୍ଳ ତୃତୀୟ ତିଥିରେ ଶ୍ରୀଜିଉ ମାନଙ୍କ 'ବନକ ଲାଗି' ବା 'ଶ୍ରୀମୁଖ ସିଂହାର' ନୀତି ଅନୁଷ୍ଠିତ ହେବ । ବନକ ଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ଯାଏ ପ୍ରାୟ ୪ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ…

ରାଜ୍ୟରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨୯୮୯ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨୯୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୩୩ଟି ମାମଲା ଥିବାବେଳେ ସ୍ଥାନୀୟ ସଂକ୍ରମଣ ୧୨୫୬ । ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୩୮ ଜଣ…

୩.୨ ତୀବ୍ରତାର ଭୂମିକମ୍ପରେ ଥରିଲା ରାୟଗଡ଼ା

ରାୟଗଡ଼ା: ରାୟଗଡ଼ାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋର୍ ପ୍ରାୟ ୪ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଭୂ-ପୃଷ୍ଠରୁ ୧୦ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।…

ଶୁକ୍ରବାରରୁ ରାଜସ୍ଥାନରେ ନାଇଟ୍ କର୍ଫ୍ୟୁ

ରାଜସ୍ଥାନ : ସାରା ଦେଶରେ ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା । ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଲାଣି । ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ, ରାଜସ୍ଥାନରେ ମଧ୍ୟ ନିଆଯାଇଛି କଡ଼ା ପଦକ୍ଷେପ । ଆସନ୍ତା ଶୁକ୍ରବାରରୁ…

ଗଛକୁ ଧକ୍କା ଦେଲା କାର୍, ଚାଳକ ମୃତ

ଗଞ୍ଜାମ : କୋଦଳା ଥାନା ଅନ୍ତର୍ଗତ ନୂତନ ବ୍ରହ୍ମପୁର ନିକଟରେ ଦୁର୍ଘଟଣା । ଗଛକୁ କାର୍ ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଗାଡି ଚାଳକ ରାହୁଲ ଘୋଷ । ସୂଚନା ଅନୁସାରେ, ତାଳପଡା ଗାଁର ସୁନୀଲ ଭୂୟାଁ କାରରେ…

ମ୍ୟାକ୍ସୱେଲଙ୍କ ଲଢ଼ୁଆ ଅର୍ଦ୍ଧଶତକ, ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଗ୍ଲେନ ମ୍ୟାକ୍ସୱେଲଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ କେବଳ ଅଧିନାୟକ…

ରେମଡିସିଭିର ଉତ୍ପାଦନ ବୃଦ୍ଧିକୁ ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ : ଦେଶରେ ଦୃତ ଗତିରେ ବ୍ୟାପୁଛି କରୋନା ମହାମାରୀ । ସଂକ୍ରମଣ ବଢୁଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି ମହାମାରୀକୁ ମୁକାବିଲା କରାଯିବ ସେନେଇ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଉଛି । ହେଲେ ଏବେ ଟିକାର ଅଭାବ ଦେଖାଦେବା ପରେ ରେମଡିସିଭିର ଟିକା ତିଆରି କରୁଥିବା…

୨୦ ବର୍ଷ ପରେ ଆଫଗାନିସ୍ତାନରୁ ଫେରିବେ ଆମେରିକାର ସୈନ୍ୟ !

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନା ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ମେ ୧ରେ ଆମେରିକା ସେନା ସ୍ୱଦେଶ ଫେରିବେ ବୋଲି ଅଧିକାରୀମାନେ ଘୋଷଣା କରିଥିଲେ । ଏବେ ଏହାର ଡେଡଲାଇନ ବଢ଼ାଇ ଦିଆଯାଇଛି । ଏବେ ୧୧ ସେପ୍ଟମ୍ବରକୁ ଏହା ଘୁଂଚାଇ ଦିଆଯାଇଛି । ଏହି ଦିନ…