Latest Odisha News

BREAKING NEWS

Browsing Category

ଫିଚର

ଏଥର ଅଫିସିଆଲ, ଜ୍ୱାଲା-ବିଷ୍ଣୁଙ୍କ ବିବାହ ଏପ୍ରିଲ ୨୨ରେ

ନୂଆଦିଲ୍ଲୀ:ବ୍ୟାଡମିଂଟନ ଷ୍ଟାର ଜ୍ୱାଲା ଗୁଟ୍ଟା ଏଥର ତାଙ୍କ ବିବାହ କେବେ ହେବ ଘୋଷଣା କରିଛନ୍ତି । ସୋସିଆଲ ସାଇଟରେ ବିଷ୍ଣୁ ବିଶାଲ ଏବଂ ମୁଁ ବିବାହ ବନ୍ଧନରେ ଆବଦ୍ଧ ଏପ୍ରିଲ ୨୨ରେ ଆବଦ୍ଧ ହେବାକୁ ଯାଉଛୁ ବୋଲି ଜଣାଇଛନ୍ତି । କରୋନା କଟକଣାରେ ଏହି ବିବାହ ଅୟୋଜନ କରାଯିବ ଏବଂ ନିକଟ…

ହାଇଦର ଫେରାର୍ ଷଡ଼ଯନ୍ତ୍ରରେ ସଲ୍ଲୁ ସାମିଲ୍, ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ

କଟକ: ଏସସିବିରେ ସାଧାରଣ ରୋଗୀଙ୍କୁ ବେଡ୍ ମିଳୁନି, କିନ୍ତୁ କୁଖ୍ୟାତ ଅପରାଧୀଙ୍କୁ ମିଳୁଛି କ୍ୟାବିନ୍ । ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ସେ କହିଛନ୍ତି- ଏସସିବିରେ ଚିକିତ୍ସା ପାଇଁ କ୍ୟାବିନ୍ ଆବେଦନ କରିଥିଲା ନିଜେ ହାଇଦର ।…

ଗାନ୍ଧୀ ମୂର୍ତି ସମ୍ମୁଖରେ ଧାରଣାରେ ବସିଲେ ମମତା !

କୋଲକାତା: ନିର୍ବାଚନ ରାଲୀରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଂଟା ପାଇଁ ପ୍ରଚାର କରିପାରିବେ ନାହିଁ ବୋଲି କଟକଣା ଲଗାଇଥିଲେ । ଏହାକୁ ବିରୋଧ କରି ଟିଏମସି ମୂଖ୍ୟ କୋଲକାତା ଗାନ୍ଧୀ ମୂର୍ତି ତଳେ ଧାରଣାରେ ବସିଛନ୍ତି ।…

CBSE ପରୀକ୍ଷା ବାତିଲ୍ ଲାଗି କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସିବିଏସଇ ପରୀକ୍ଷା ବାତିଲ୍ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ୍ ପାଇଁ ଅନୁରୋଧ କରିଛନ୍ତି କେଜ୍ରିୱାଲ୍ ।…

କୋଭିଡ୍ ନିୟମ ଉଲ୍ଲଂଘନ: ୬ ଦିନରେ ରାଜ୍ୟରୁ ୧ କୋଟି ୮୮ ଲକ୍ଷ ଫାଇନ୍ ଆଦାୟ

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ପୋଲିସ ଚଳାଇଛି ସ୍ପେଶାଲ୍ ଡ୍ରାଇଭ୍ । ଅମାନିଆଙ୍କୁ ସାବାଡ କରାଯାଉଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତ ୬ ଦିନରେ ରାଜ୍ୟରୁ ଆଦାୟ ହୋଇଛି ୧କୋଟି ୮୮ ଲକ୍ଷ ୪୫ହଜାର ୧୫୦ ଟଙ୍କା । ୬୬ହଜାର ୪୬ ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ…

ପିପିଲି ଉପନିର୍ବାଚନ: ଆଶ୍ରିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍ ଶୋ

ପୁରୀ: ପିପିଲି ଉପନିର୍ବାଚନ ଲାଗି ଜମିବାରେ ଲାଗିଛି ପ୍ରଚାର । ଗତକାଲି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଚାର କରିଥିଲେ । ଆଜି ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରୁଛନ୍ତି ଦଳର…

ଯୁଦ୍ଧ ପାଇଁ ଚୀନ ଉସକାଉଛି, ତାଇୱାନ ନିକଟରେ ଉଡାଇଲା ୨୫ ଯୁଦ୍ଧ ବିମାନ

ବେଜିଂ: ତାଇୱାନ-ଚୀନ ଓ ରୁଷ-ୟୁକ୍ରେନ ବିବାଦ ଧିରେ ଧିରେ ବିଶ୍ୱରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ମଙ୍ଗଳବାର ଚୀନ ତାଇୱାନ ସୀମା ନିକଟରେ ୨୫ ଯୁଦ୍ଧ ବିମାନକୁ ପରୀକ୍ଷଣ ଭାବେ ଉଡାଇବା ସହ ଅନୁପ୍ରବେଶ ମଧ୍ୟ କରିଛି । ଏଥିରେ ୱାଇ-୮ ଆଟିଂ ସବ ମେରାଇନ ଏୟାରକ୍ରାଫ୍ଟ, ଜେ-୧୬ ଓ ଏଚ-୬…

କାଲିଠୁ ଗଞ୍ଜାମ ଜିଲ୍ଲାରେ ସବୁ ଧାର୍ମିକ ଅନୁଷ୍ଠାନ, ପାର୍କ ଓ ବେଳାଭୂମି ସପ୍ତାହେ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାର ଦୈନିକ ସଂକ୍ରମଣରେ ଆଜି ୯ଗୁଣା ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । କାଲିଠୁ ଏପ୍ରିଲ ୨୧ ଯାଏ ବନ୍ଦ ରହିବ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ । ଏହ ସମୟରେ ଧାର୍ମିକ ଅନୁଷ୍ଠାନର ବିଶୋଧନୀକରଣ…

ଶ୍ରୀମନ୍ଦିରର ୭ ସେବାୟତ କରୋନା ସଂକ୍ରମିତ

ପୁରୀ: ପୁରୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶ୍ରୀମନ୍ଦିରର ୭ ଜଣ ସେବାୟତ ଓ ସେମାନଙ୍କ ପରିବାରର ୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଥିବା ସିଂହଦ୍ୱାର ଜୋତାଷ୍ଟାଣ୍ଡର ୮ ଜଣଙ୍କ ରିପୋର୍ଟ କୋଭିଡ୍…

ଲଜ୍ଜା ! ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ୍ କରି ସ୍ୱାମୀ ଗିରଫ

କଟକ: ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ କଳଙ୍କିତ ଅଧ୍ୟାୟ । କୁହାଯାଏ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ । କିନ୍ତୁ କଟକରୁ ଏମିତି ଚିତ୍ର ସାମନାକୁ ଆସିଛି ଶୁଣିଲେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ । ଜଣେ ସ୍ୱାମୀ ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ…