Latest Odisha News

BREAKING NEWS

Browsing Category

ଫିଚର

ଆଭେଞ୍ଜର୍ସ ଏଣ୍ଡଗେମକୁ ପଛରେ ପକାଇଲା ଅବତାର, ଚୀନରେ ରି ରିଲିଜରେ ୨ ଦିନରେ ଆୟ କରିଛି ୯୦ କୋଟି !

ମୁମ୍ବାଇ: ବଲିଉଡରେ ୧୦୦, ୨୦୦ ଓ ୩୦୦ କୋଟି ଆୟକୁ ଏବେ ବହୁତ ବଡ ବ୍ୟବସାୟ ବୋଲି ଭାବି ନେଇଛି । ତେବେ ହଲିଉଡର ଶ୍ରେଷ୍ଠ ଆୟକାରୀ ଫିଲ୍ମରେ ପୁଣି ବାଜି ମାରିଛି ଅବତାର । ଚୀନରେ ଏବେ ଏହି ଫିଲ୍ମର ରି ରିଲିଜ କରାଯାଇଥିଲା । ମାତ୍ର ୨ ଦିନରେ ଅବତାର ୯୦ କୋଟି ଟଙ୍କା ଆୟ କରି ଆଭେଞ୍ଜର୍ସ…

କରୋନାରୁ ସୁସ୍ଥ ହେଲେ ଆଉ ୪୦୩ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦୃତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୩୭୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଚନ୍ତି ୪୦୩ ଜଣ ଆକ୍ରାନ୍ତ । ସମସ୍ତେ ସୁସ୍ଥ ହେବା ପରେ ହସପିଟାଲରୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।…

ବକ୍ସ ଅଫିସ କଲେକ୍ସନରେ ମାଷ୍ଟରକୁ ପଛରେ ପକାଇଲା ପବନ କଲ୍ୟାଣଙ୍କ ଓକିଲ ସାବ

ମୁମ୍ବାଇ: ସାଉଥ ସୁପରଷ୍ଟାର ପବନ କଲ୍ୟାଣ ଅଭିନୀତ ଓକିଲ ସାବ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ଏପରିକି ବିଜୟଙ୍କ ମାଷ୍ଟର ଫିଲ୍ମକୁ ମଧ୍ୟ ଏହା କଲେକ୍ସନରେ ପଛରେ ପକାଇ ଦେଇଛି । ଲକଡାଉନ ପରେ ମାଷ୍ଟର ଫିଲ୍ମର ଓପିନଂ କଲେକ୍ସନ ରେକର୍ଡକୁ ଓକିଲ ସାବ ଭାଙ୍ଗିଛି । ମାଷ୍ଟର ଫିଲ୍ମ ୩୫…

୬ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ତାଳଚେର ପୋଲିସ

ଅନୁଗୁଳ : ତାଳଚେର ପୋଲିସ ହାତରେ ବ୍ରାଉନସୁଗାର ବେପାରୀ । ବ୍ରାଉନସୁଗାର ବିକ୍ରି କରିବା ସମୟରେ ୬ ଜଣ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ତାଳଚେର ପୋଲିସ । ସେମାନଙ୍କଠାରୁ ୧୩ ଗ୍ରାମର ଧଳା ଜହର ଜବତ ହୋଇଛି । ଏଥିସହ ସେମାନଙ୍କ ପାଖରୁ ବିପୁଳ ପରିମାଣର ଧଳା ଜହର ଜବତ କରିଛି ପୋଲିସ ।…

ଗିରଫ ହେଲେ କୋଟିପତି କିରାଣି

ଭୁବନେଶ୍ବର : ଗିରଫ ହେଲେ କୋଟିପତି କିରାଣି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିରାଣି ଦିଲ୍ଲୀପ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଦିଲ୍ଲୀପଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।…

ପୁଣି ମାତିଲେ ମାଓବାଦୀ, ଅଳ୍ପକେ ବର୍ତ୍ତିଲେ ଆଇଟିବିପି ଯବାନ !

ମାଲକାନଗିରି: ଛତିଶଗଡ ବିଜାପୁରରେ ସହିଦଙ୍କ ଜୁଇର ନିଆଁ ନଲିଭୁଣୁ, ପୁଣିଥରେ ସକ୍ରିୟ ହୋଇଛନ୍ତି ମାଓବାଦୀ । ଏକ ବଡ ଟାର୍ଗେଟରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଛତିଶଗଡ କୁଶନାଡ କ୍ୟାମ୍ପର ୫୩ ବାଟାଲିୟନର ଆଇଟିବିପି ଯବାନମାନେ କୁମ୍ବିଂ ଅପରେସନରେ ଥିଲେ । ସେହି ସମୟରେ ମାଓବାଦୀମାନେ ସେମାନଙ୍କୁ…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ୫ ମୃତ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ପୁନର୍ବାର ହିଂସା ଘଟିବା ସହ ୫ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । କ୍ଷମତା ବଜାୟ ରଖିବା ଏବଂ ହାସଲ ନେଇ ପାର୍ଟିଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ଗଣତନ୍ତ୍ରକୁ ବଦନାମ କରୁଛି । ରିପୋର୍ଟ ମୁତାବକ କୁଚବିହାର ଅଂଚଳର ଜୋର ପାଟକିରେ ଟିଏମସି ଓ ବିଜେପି କର୍ମୀ…

ଆଇପିଏଲ: ଆଜି ଧୋନୀ ବନାମ ପନ୍ତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଅବଶ୍ୟ ଧୋନୀଙ୍କ ତୁଳନାରେ ପନ୍ତଙ୍କୁ ଏହି ମ୍ୟାଚରେ ବହୁତ…

ଆଉ ୨ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୨୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରଥମ ଲହର ଅପେକ୍ଷା କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୭୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା । ଆଉ ୨ କରୋନା ମୃତ୍ୟୁକୁ ମିଶାଇ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା…

କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ACS

କଳାହାଣ୍ଡି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ନିକଟରେ କରୋନା ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ପଶ୍ଚିମ ଓଡ଼ିଶା ଗସ୍ତ କରି ସ୍ଥିତି ଅନୁଧ୍ୟାନ…