Latest Odisha News

BREAKING NEWS

Browsing Category

ଫିଚର

ବାଣୀବିହାରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ଭୁବନେଶ୍ୱର: ବିଏମସିର ନିଷ୍ପତ୍ତିକୁ ବିରୋଧ କରି ତାତିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ବଢ଼ୁଥିବା କୋଭିଡ୍ ମାମଲାକୁ ଦେଖି ହଷ୍ଟେଲ ଖାଲି କରିବାକୁ ବିଏମିସର ନିଷ୍ପତ୍ତି ପରେ ବାଣିବିହାରରେ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବିରୋଧ…

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ତହସିଲ୍ ଅଫିସ ବନ୍ଦ

ସୁନ୍ଦରଗଡ଼: ରାଜ୍ୟରେ ପୁଣି ଥରେ ଭୟଙ୍କର ରୂପ ନେଲାଣି କରୋନାର ଲେଉଟାଣି । ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ବଢୁଛି । ପଜିଟିଭ୍ ଚିହ୍ନଟ ପରେ ବନ୍ଦ ହେଲା ସୁନ୍ଦରଗଡ଼ ସଦର ତହସିଲ୍ ଅଫିସ । ଏଠାରୁ ତିନି ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ଆଜି ପାଇଁ ଅଫିସକୁ ବନ୍ଦ…

ଗଞ୍ଜାମରେ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା, ଜାଣନ୍ତୁ କେଉଁ ଦିନ କେଉଁଠିକୁ ମନା…

ଗଞ୍ଜାମ: କରୋନା ସଂକ୍ରମଣ ଆଶଙ୍କାରେ ଲାଗିଲା କଟକଣା । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଶନିବାର-ରବିବାର ଗୋପାଳପୁର ଓ ସୁନାପୁର ବିଚ୍ ବନ୍ଦ ରହିବ ।…

ବିଜାପୁରରେ ପୁଣି ମାତିଲେ ମାଓବାଦୀ, ୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ

ମାଲକାନଗିରି: ବିଜାପୁରରେ ପୁଣି ଲାଲବାହିନୀର ଆତଙ୍କରାଜ । ଯବାନଙ୍କୁ ଅପରହଣ ପରେ ମୁକ୍ତ କରିବାକୁ ୨୪ ଘଣ୍ଟା ବିତିନି । ପୁଣି ଆଉ ୩ ଜଣଙ୍କୁ ଅପହରଣ କରି ନେଇଛନ୍ତି ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ୩ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି । ଖବର…

ଦୂତୀ ଚାନ୍ଦଙ୍କୁ ମିଳିବ ଛତିଶଗଡ ବୀରନି ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ଦ୍ରୁତ ଧାବିକା ଦୂତୀ ଚାନ୍ଦଙ୍କୁ ଛତିଶଗଡ ବୀରନି ପୁରସ୍କାର ପ୍ରଦାନ କରାଯିବ। ଏନେଇ ଗୁରୁବାର ଦିନ ଛତିଶଗଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସରକାରଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଜାକର୍ତ୍ତା ଏସିଆନ ଗେମ୍ସର ୧୦୦ ଏବଂ ୨୦୦ ମିଟର…

ଓଡ଼ିଶା ସମେତ ଦେଶର ୫ ରାଜ୍ୟରେ କୋଭିଡ୍ ଟିକା ଅଭାବ

ଭୁବନେଶ୍ୱର/ନୂଆଦିଲ୍ଲୀ: ଦେଶରେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ଦେଖା ଦେଇଛି ଟିକା ଅଭାବ । ଓଡ଼ିଶା ସମତେ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଅନ୍ୟ କିଛି ରାଜ୍ୟରେ କମ୍ ଭ୍ୟାକ୍ସିନ୍ ରହିଛି । ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ କେତେକ କେନ୍ଦ୍ରରେ…

ସୋପିଆନରେ ସୁରକ୍ଷାବାହିନୀ ଗୁଳିଲେ ଟଳିଲେ ୩ ଆତଙ୍କୀ

ସୋପିଆନ(ଜମ୍ମୁ କାଶ୍ମୀର): ସୋପିଆନରେ ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ଏନକାଉଣ୍ଟରେ ଟଳିଲେ ୩ ଆତଙ୍କୀ । ଏକ ମସଜିଦରେ ଏହି ଗୁଳି ବିନିମୟ ହୋଇଛି । ଆଉ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି । ଏବେ ବି(ଖବର ଲେଖାଯିବା ବେଳକୁ) ଅପରେସନ୍ ଜାରି ରହିଛି । ଏନକାଉଣ୍ଟରରେ…

ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଚଇତି ପର୍ବ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ

ଘଟଗାଁ: ଆଜିଠୁ ଆରମ୍ଭ ହେଉଛି କେନ୍ଦୁଝର ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ । କରୋନା କଟକଣା ଭିତରେ ଚଳିତବର୍ଷ ଚଇତି ପର୍ବ ପାଳନ ହେଉଛି । ଏଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷ । ଭୋରରୁ ମାଆଙ୍କର ସ୍ନାନ ପରେ ମାଜଣା ଓ ସୁନାବେଶେ ହୋଇଥିଲା…

 ‘ଓଡିଶା ଇତିହାସ’ର ହିନ୍ଦୀ ଅନୁବାଦ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ୧୨ଟାରେ ଦିଲ୍ଲୀ ଜନପଥ ସ୍ଥିତ ଆମ୍ବେଦକର ଆନ୍ତର୍ଜାତୀୟ ସେଣ୍ଟରରେ 'ଉତ୍କଳ କେଶରୀ' ଡ. ହରେକୃଷ୍ଣ ମହତବଙ୍କ ଦ୍ୱାରା ଲିଖିତ 'ଓଡିଶା ଇତିହାସ' ପୁସ୍ତକର ହିନ୍ଦୀ ଅନୁବାଦ ଉନ୍ମୋଚନ କରିବେ। ପୁସ୍ତକଟି ଏଯାବତ୍ ଓଡିଆ ଏବଂ…

ଏପ୍ରିଲ ୧୧ରୁ ଇଗ୍ନୋର ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି (ଇଗ୍ନୋ) ପକ୍ଷରୁ ଏପ୍ରିଲ୍ ୧୧ ତାରିଖରୁ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ୍, ବିଇଡି ପ୍ରୋଗ୍ରାମ୍ ଏବଂ ପୋଷ୍ଟ ବେସିକ୍ ବିଏସସି ନର୍ସିଂ ପ୍ରୋଗ୍ରାମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଦେଶର ୧୨୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ…