Latest Odisha News

BREAKING NEWS

Browsing Category

ଫିଚର

ଅନୁମତି ବିନା ଆମେରିକା ନୌସେନାର ଭାରତୀୟ ସମୁଦ୍ର ସୀମାରେ ଅଭ୍ୟାସ

ନୂଆଦିଲ୍ଲୀ: ଆମେରିକା ନୌସେନା ଭାରତୀୟ ଲକ୍ଷାଦ୍ୱୀପର ବିନା ଅନୁମତିର ଅଭ୍ୟାସ କରିଛି । ଭାରତ ଏକସକ୍ଲ୍ୟୁଜିଭ ଇକୋନୋମିକ ଜୋନରେ ସମର ଅଭ୍ୟାସ ପାଇଁ ଭାରତର ଅନୁମତି ନେବା ଆବଶ୍ୟକ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଆନ୍ତର୍ଜାତୀୟ ନିୟମ ଅନୁସାରେ ଏ ଭଳି ଅଭ୍ୟାସ ଆଗକୁ ମଧ୍ୟ ଜାରି…

ଛତିଶଗଡ଼ ବଢ଼ାଇଛି ଓଡ଼ିଶାର ଏହି ପାଞ୍ଚ ଜିଲ୍ଲାରେ କରୋନା ଟେନସନ୍, ସ୍ଥିତି ଗମ୍ଭୀର

ଭୁବନେଶ୍ୱର: ଓଡ଼ିଶାକୁ ପଡ଼ୋଶୀ ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ଭୟ । ସେସବୁ ରାଜ୍ୟରେ ବ୍ୟାପୁଛି । ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ବଢୁଛି । ବିଶେଷ କରି ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି । ସୁନ୍ଦରଗଡ଼ରେ ୫୦ରୁ ଶହେ ପରେ ଆଜି ଆକ୍ରାନ୍ତଙ୍କ…

କୋଭିଡ୍ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ, ଦିନକରେ ଓଡ଼ିଶାରୁ ୩୦ଲକ୍ଷ ଫାଇନ୍ ଆଦାୟ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିଛି ପୋଲିସ । ରାଜ୍ୟବ୍ୟାପୀ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍ ଚାଲିଛି । ଅମାନିଆଙ୍କୁ ସାବାଡ କରୁଛି ପୋଲିସ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ରେକର୍ଡ ଫାଇନ୍ ଆଦାୟ ହୋଇଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୩୦ଲକ୍ଷ ୫୯…

ବିନା ଭକ୍ତରେ ହେବ ଚଳିତ ବର୍ଷର ରୁକୁଣା ରଥଯାତ୍ରା, ଏସଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ଚଳିତବର୍ଷ ବିନା ଭକ୍ତରେ ଗଡ଼ିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଏନେଇ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି । ଅଶୋକାଷ୍ଟମୀରେ ହେବାକୁ ଥିବା ରୁକୁଣା ରଥ ଯାତ୍ରାରେ କୌଣସି ଶ୍ରଦ୍ଧାଳୁ ସାମିଲ୍ ହେବେ ନାହିଁ । କେବଳ ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା ସମ୍ପନ୍ନ ହେବ ବୋଲି…

ଟିକା ନେଲେ ବି ହୋଇପାରେ କରୋନା, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବଡ଼ ବୟାନ

ଭୁବନେଶ୍ୱର: କୋଭିଡ୍ ଟିକା ନେଇଥିଲେ ବି ଆପଣ ସଂକ୍ରମିତ ହୋଇପାରନ୍ତି । ଟିକା ନେଲେ ବି କରୋନା ସମ୍ଭାବନା ରହିଛି । ଏଭଳି ସତର୍କ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଟିକା ରୋଗୀଙ୍କୁ ଗୁରୁତର ହେବାରୁ ରୋକିବ । ଏବେ ରାଜ୍ୟରେ…

କୋଭିଡ୍ ନିୟମ ଉଲ୍ଲଂଘନ କରିବାରୁ ସିନେମା ହଲ୍ ସିଲ୍

ରାୟଗଡ଼ା: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ କୋଭିଡ୍ ନିୟମ ପାଳନ ପାଇଁ ବାରମ୍ବାର ପ୍ରଶାସନ ଅନୁରୋଧ କରୁଛି । ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ ବଜାର, ସପିଂ ମଲରେ ଏହାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି ।…

ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ଚଳିତବର୍ଷ ରେକର୍ଡ କରିଛି । ଦିନକରେ ୮ଶହରୁ ସଂଖ୍ୟା ୧୨ ଶହ ଡେଇଁଗଲା । ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୪ଟାରେ ଭିଡିଓ ବାର୍ତ୍ତା ଦେବେ । ବର୍ଦ୍ଧିତ…

କଟକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ (କେନ୍ଦୁଲିଫ୍) କାର୍ଯ୍ୟାଳୟର ବରିଷ୍ଠ କିରାଣୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ 4ଟି ସ୍ଥାନରେ ଚଢ଼ାଉ ଚାଲିଛି । ତାଙ୍କ ନାଁ ଦିଲୀପ କୁମାର ଜେନା ।  ଭୁବନେଶ୍ୱର ଘାଟିକିଆରେ ଥିବା ଫରେଷ୍ଟ ଟ୍ରେନିଂ କଲେଜ…

ଭ୍ୟାକ୍ସିନ୍ ଅଭାବ, ରାଜ୍ୟର ୨ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ମାଗୁଛି ଓଡ଼ିଶା, ଦେଉନି କେନ୍ଦ୍ର । ବାରମ୍ବାର କୋଭିଡ୍ ଟିକା ଯୋଗାଣ ନେଇ ଓଡ଼ିଶା ଅନୁରୋଧ କରୁଥିବା ବେଳେ ପର୍ଯ୍ୟାପ୍ତ ଟିକା ଆସୁନାହିଁ । ଫଳରେ ଟିକା ଅଭାବ ଯୋଗୁଁ ୨ ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଥିଲା । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା…

OTET-2021: ଅଫଲାଇନ୍ ପରୀକ୍ଷା ଦେଉଛନ୍ତି ୧.୨୫ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ମଧ୍ୟରେ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) -୨୦୨୧ ରାଜ୍ୟର ୪୯୧ କେନ୍ଦ୍ରରେ ଅଫଲାଇନ ମୋଡରେ ଅନୁଷ୍ଠିତ ହୋଇଛି। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଦ୍ୱାରା ଆୟୋଜିତ ଏହି ପରୀକ୍ଷାରେ ମୋଟ ୧,୨୫,୮୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।…