Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୫୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଚିନ୍ତା ବଢ଼ାଇଲାଣି କରୋନା ଭୂତାଣୁ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଜାଗ ହେଲାଣି ପ୍ରଶାସନ । ରାଜ୍ୟରେ ୧୩ଶହ ମୁହାଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୫୦ ସଂକ୍ରମିତ । ସେମାନଙ୍କ ମଧ୍ୟରୁ ୩୩ ଜଣ…

ସାହାରାର ସୁବ୍ରତ ରାୟଙ୍କୁ କରୋନା

ନୂଆଦିଲ୍ଲୀ: ସାହାରା ସମୂହର ମୂଖ୍ୟ ସୁବ୍ରତ ରାୟ କରୋନା ସଂକ୍ରମିତ ହୋଇଛନ୍ତି । ସେ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ସେଠାରେ ପରୀକ୍ଷଣ ପରେ ସେ କରୋନା ପଜିଟିଭ ଥିବା ଜଣା ପଡିଥିଲା । ଏଥିନେଇ ସେ ଏକ ବିଜ୍ଞପ୍ତି ଜାରୀ କରିଛନ୍ତି । ବିଜ୍ଞପ୍ତିରେ ସେ କରୋନା ସଂକ୍ରମିତ…

ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି । କରୋନା ପାଇଁ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।…

ଦିଲ୍ଲୀ ଏମସର ୩୫ ଜଣ ଡାକ୍ତରଙ୍କୁ କରୋନା

ନୂଆଦିଲ୍ଲୀ : ଦେଶରେ ଦୃତ ଗତିରେ ବ୍ୟାପୁଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଲାଣି । ଦେଶରେ କରୋନା ଦିନକୁ ଦିନ ଭୟାବହ ରୂପ ନେଉଥିବା ବେଳେ, ମହାମାରୀ କବଳରେ କରୋନା ଯୋଦ୍ଧା । ସାର୍ ଗଙ୍ଗାରାମ, କେଜିଏମୟୁ ହସ୍ପିଟାଲ ପରେ ଏବେ ଦିଲ୍ଲୀ…

ମାସ୍କ ନପିନ୍ଧିଲେ ଆଦାୟ ହେବ ଦୁଇ ଗୁଣା ଜରିମାନା

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କୁ ୧୪ ଦିନ ପାଇଁ ମାସ୍କ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତେ ଘରୁ ବାହାରିବା ମାତ୍ରେ ତୁରନ୍ତ ମାସ୍କ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି…

ଅନୁମତି ବିନା ଆମେରିକା ନୌସେନାର ଭାରତୀୟ ସମୁଦ୍ର ସୀମାରେ ଅଭ୍ୟାସ

ନୂଆଦିଲ୍ଲୀ: ଆମେରିକା ନୌସେନା ଭାରତୀୟ ଲକ୍ଷାଦ୍ୱୀପର ବିନା ଅନୁମତିର ଅଭ୍ୟାସ କରିଛି । ଭାରତ ଏକସକ୍ଲ୍ୟୁଜିଭ ଇକୋନୋମିକ ଜୋନରେ ସମର ଅଭ୍ୟାସ ପାଇଁ ଭାରତର ଅନୁମତି ନେବା ଆବଶ୍ୟକ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଆନ୍ତର୍ଜାତୀୟ ନିୟମ ଅନୁସାରେ ଏ ଭଳି ଅଭ୍ୟାସ ଆଗକୁ ମଧ୍ୟ ଜାରି…

ଛତିଶଗଡ଼ ବଢ଼ାଇଛି ଓଡ଼ିଶାର ଏହି ପାଞ୍ଚ ଜିଲ୍ଲାରେ କରୋନା ଟେନସନ୍, ସ୍ଥିତି ଗମ୍ଭୀର

ଭୁବନେଶ୍ୱର: ଓଡ଼ିଶାକୁ ପଡ଼ୋଶୀ ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ଭୟ । ସେସବୁ ରାଜ୍ୟରେ ବ୍ୟାପୁଛି । ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ବଢୁଛି । ବିଶେଷ କରି ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି । ସୁନ୍ଦରଗଡ଼ରେ ୫୦ରୁ ଶହେ ପରେ ଆଜି ଆକ୍ରାନ୍ତଙ୍କ…

କୋଭିଡ୍ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ, ଦିନକରେ ଓଡ଼ିଶାରୁ ୩୦ଲକ୍ଷ ଫାଇନ୍ ଆଦାୟ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିଛି ପୋଲିସ । ରାଜ୍ୟବ୍ୟାପୀ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍ ଚାଲିଛି । ଅମାନିଆଙ୍କୁ ସାବାଡ କରୁଛି ପୋଲିସ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ରେକର୍ଡ ଫାଇନ୍ ଆଦାୟ ହୋଇଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୩୦ଲକ୍ଷ ୫୯…

ବିନା ଭକ୍ତରେ ହେବ ଚଳିତ ବର୍ଷର ରୁକୁଣା ରଥଯାତ୍ରା, ଏସଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ଚଳିତବର୍ଷ ବିନା ଭକ୍ତରେ ଗଡ଼ିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଏନେଇ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି । ଅଶୋକାଷ୍ଟମୀରେ ହେବାକୁ ଥିବା ରୁକୁଣା ରଥ ଯାତ୍ରାରେ କୌଣସି ଶ୍ରଦ୍ଧାଳୁ ସାମିଲ୍ ହେବେ ନାହିଁ । କେବଳ ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା ସମ୍ପନ୍ନ ହେବ ବୋଲି…

ଟିକା ନେଲେ ବି ହୋଇପାରେ କରୋନା, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବଡ଼ ବୟାନ

ଭୁବନେଶ୍ୱର: କୋଭିଡ୍ ଟିକା ନେଇଥିଲେ ବି ଆପଣ ସଂକ୍ରମିତ ହୋଇପାରନ୍ତି । ଟିକା ନେଲେ ବି କରୋନା ସମ୍ଭାବନା ରହିଛି । ଏଭଳି ସତର୍କ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଟିକା ରୋଗୀଙ୍କୁ ଗୁରୁତର ହେବାରୁ ରୋକିବ । ଏବେ ରାଜ୍ୟରେ…