Latest Odisha News

BREAKING NEWS

Browsing Category

ଫିଚର

ଦିନକରେ ସର୍ବାଧିକ ୧୩୭୪ କରୋନା ପଜିଟିଭ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨୯ ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି ୧୩୭୪ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୮୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୬୨ଟି । ତନ୍ମଧ୍ୟରୁ ସୁନ୍ଦରଗଡରୁ…

ଉଦଘାଟନୀ ମ୍ୟାଚ୍ ହାରିବା ପରେ ଏମିତି କହିଲେ ରୋହିତ ଶର୍ମା…

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ରେ ନବମ ଥର ପାଇଁ ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ହାରକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଆମେ ନିରାଶ ନୁହଁ । କାରଣ ‘ଚାମ୍ପିଅନସିପ୍ ଜିତିବା ମହତ୍ତ୍ୱପୂର୍ଣ୍ଣ, ମ୍ୟାଚ୍ ନୁହେଁ ।’…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ; ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚତୁର୍ଥ ମତଦାନ ସକାଳ ୭ଟାରୁ ଚାଲିଛି । ୫ ଜିଲ୍ଲାର ୪୪ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ମୈଦାନରେ ୩୭୩ ଜଣ ପ୍ରାର୍ଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ହାଇପ୍ରୋଫାଇଲ୍ ମୁକାବିଲାରେ ବିଜେପିର ୨ ସାଂସଦ, ବିଧାୟକ…

ବାଙ୍ଗାଲୋର ସମ୍ମୁଖରେ ୧୬୦ ରନର ଲକ୍ଷ୍ୟ, ହର୍ଷଲଙ୍କୁ ୫ ଉଇକେଟ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୬୦ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଟସ୍ ଜିତି ବାଙ୍ଗାଲୋର ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି…

କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ଆରସିଏମ କଲେଜ

ଭୁବନେଶ୍ବର : ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଂଘନ । କରୋନା ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହୋଇଛି ରିଜିଓନାଲ କଲେଜ୍ ଅଫ୍ ମ୍ୟାନେଜମେଣ୍ଟ ବା ଆରସିଏମ୍ କଲେଜ୍ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ କଟକଣାକୁ ଦୁଷ୍ଟିରେ ରଖି କୌଣସି ସାଂସ୍କୃତିକ…

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନୀତି ନିର୍ଘଣ୍ଟ, ଅପରାହ୍ନ ୩ଟା ୩୦ରେ ଟଣା ହେବ ରଥ

ଭୁବନେଶ୍ବର : ଆସନ୍ତା ୨୦ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥର ଅପରାହ୍ନ ୩ଟା ୩୦ରେ ଟଣାହେବ ରୁକୁଣା ରଥ । ଏନେଇ ନିଷ୍ପତ୍ତି ନେଇଛି ଟ୍ରଷ୍ଟ ବୋର୍ଡ । କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ରଥ ଉପରେ ୨୦ରୁ୨୫ ଜଣ ସେବାୟତ ରହିବେ । ସେହିପରି ରଥଟଣାରେ ମୋଟ ୧୦୦ ଜଣ…

ରାଜ୍ୟରେ ଖସିଲା ପାରଦ, ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ତଳେ ତାତି

ଭୁବନେଶ୍ବର : କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ଖସିଲା ପାରଦ । ଅନ୍ୟ ଦିନ ଅପେକ୍ଷା ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ କମ ରହିଛି ତାପମାତ୍ରା । ଆଜି କେବଳ ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ଅନ୍ୟ ସହରରେ ୪୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । ଅନ୍ୟ…

ଆରମ୍ଭ ହେଲା ଆଇପିଏଲ, ପ୍ରଥମେ ବ୍ୟାଟିଂ କରୁଛି ମୁମ୍ବାଇ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତିରେ ଆରମ୍ଭ ହୋଇଛି ଆଇପିଏଲର ୧୪ତମ ସଂସ୍କରଣ । ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ଖବର ହସ୍ତଗତ ହେଲା ବେଳକୁ ୪ ଓଭରରେ…

କଙ୍ଗନାଙ୍କ ଥାଲାଇଭି ଫିଲ୍ମର ରିଲିଜ ଡେଟ ଘୁଂଚିଲା

ମୁମ୍ବାଇ: କରୋନା ମହାମାରୀ ବଢ଼ିବା ଯୋଗୁ କଙ୍ଗନା ରାନାୱତ ଅଭିନୀତ ଥାଲାଇଭି ଫିଲ୍ମର ରିଲିଜ ଡେଟକୁ ଘୁଂଚାଇ ଦିଆଯାଇଛି । ଏହି ଫିଲ୍ମ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଥିବା ବେଳେ ରିଲିଜ ତାରିଖ ଘୁଂଚିବା…

ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ

ଭୁବନେଶ୍ବର : ଡରାଇଲାଣି କରୋନା ଭୂତାଣୁ । ସଂକ୍ରମଣ ବଢୁଥିବାରୁ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଲାଗୁ ହୋଇଛି କଟକଣା । ଏଣିକି ରାଜ୍ୟ ବାହାରୁ ଆସୁଥିବା ରେଳଯାତ୍ରୀଙ୍କୁ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା…