Latest Odisha News

BREAKING NEWS

Browsing Category

ଫିଚର

ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିବା ୧୨ ଇଞ୍ଜିନିୟର ଆଜୀବନ କାରାଦଣ୍ଡରେ ଦଣ୍ଡିତ

ଜୟପୁର: ୨୦୧୪ରେ ଏଟିଏସ ଓ ଏସଓଜି ଦ୍ୱାରା ଗିରଫ ହୋଇଥିବା ୧୩ ସିମି ସଦସ୍ୟଙ୍କ ମଧ୍ୟରୁ ୧୨ଜଣଙ୍କୁ ଆଜି ସ୍ଥାନୀୟ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ସମସ୍ତ ଆତଙ୍କବାଦୀ ଇଞ୍ଜିନୟର ଛାତ୍ର ଥିଲେ । ସେମାନେ ଆତଙ୍କୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ ପାଇଁ କାମ କରୁଥିଲେ । ସିମି…

ଉତ୍କଳ ଦିବସ: କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ଯୋଗ ଦେବେ ଜାଣନ୍ତୁ…

ଭୁବନେଶ୍ୱର: ୧୯୩୬ ମସିହା ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ସାରା ରାଜ୍ୟରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତଦନୁଯାୟୀ, ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଦୁଇଜଣ ବିଧାୟକ ଏବଂ ଦୁଇ ମନ୍ତ୍ରୀ ଭାବେ ଅଶୋକ…

ଏନଆଇଟି କ୍ୟାମ୍ପସ୍ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି

ରାଉରକେଲା: ରାଉରକେଲା ଏନଆଇଟିରୁ ଗତ ୫ ଦିନ ମଧ୍ୟରେ ୧୪ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେଇଛି । କରୋନା ସଂକ୍ରମଣ ଯେଭଳି ନବ୍ୟାପେ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ଏନଆଇଟି କର୍ତ୍ତୃପକ୍ଷ । କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି…

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୫୬ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ବିଗତ ଦିନରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ଯାହା ଏକପ୍ରକାର ସରକାରଙ୍କ ଚିନ୍ତା ବଢ଼ାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୬…

ମୂଷା ଯନ୍ତାରେ ଫସିଲା ନାଗ ସାପ

ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରତାପଡା ଗାଁରେ ଏକ ମୂଷା ଧରା ଯନ୍ତାରେ ଫସିଛି ନାଗ ସାପ। ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ସୁବାସ ପରିଡା ନିଜ ଗ୍ରୋସରି ଦୋକାନରେ ମୂଷା ଉପଦ୍ରବକୁ ରୋକିବା ପାଇଁ ଯନ୍ତା ବସେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେଇ ଯନ୍ତା ଭିତରେ ଏକ ନାଗ…

ନିଆଁ ଆଁରେ ୧୫ ବଖରା ଭସ୍ମ, ୫ ଆହତ

କେନ୍ଦ୍ରାପଡ଼ା/ଭଞ୍ଜନଗର: ବଡ଼ହାଟ ଇମାମବାଡ଼ିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ୮ ବଖରା ପୋଡ଼ିପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ୫ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ସମସ୍ତ ୫ ଜଣ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି…

ଭାଇ ୟୁସୁଫଙ୍କ ପରେ ଇରଫାନ ବି କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । କରୋନା ମହାମାରୀ ବ୍ୟାପିବା ପରେ ସ୍ରଂକମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି । ବଡ଼ ଭାଇ ୟୁସୁଫ ପଠାଣଙ୍କ ପରେ ଏବେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇରଫାନ୍ ପଠାଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

୧୩ତମ ଜାତୀୟ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିଅନସିପରେ ଓଡ଼ିଶାକୁ ୨୪ଟି ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହରିୟାଣାର କର୍ଣ୍ଣଲରେ ଅନୁଷ୍ଠିତ ୧୩ତମ ଜାତୀୟ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିଅନସିପରେ ଓଡ଼ିଶାକୁ ୨୪ଟି ପଦକ ମିଳିଛି । ଓଡ଼ିଶା ଦଳ ଉତ୍ତମ ପ୍ରଦର୍ଶନ କରି ୨୪ଟି ମେଡାଲ ପାଇଥିବା ବେଳେ ସେଥିରେ ୯ଟି ସ୍ୱର୍ଣ୍ଣ ପଦକ, ୮ଟି ରୌପ୍ୟ ପଦକ ଓ ୭ଟି ବ୍ରୋଞ୍ଜ ପଦକ ରହିଛି ।…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପ୍ରଚାର ମୈଦାନରେ କାହିଁକି ଦୌଡିଲେ ସାୟୋନୀ ଘୋଷ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ସାୟୋନୀ ଘୋଷଙ୍କ ଭାଇରାଲ୍ ଭିଡିଓ ଘୁରିବୁଲୁଛି । ଭିଡିଓ ଦେଖିଲେ ଘଟଣା ସତ ଲାଗୁଛି । ହେଲେ କ୍ୟାପ୍ସନ୍ ସହ ଘଟଣାର ସତ୍ୟତାକୁ ନେଇ ମନ ବୁଝୁନି । କାହିଁକି ନା ତୃଣମୂଳ କଂଗ୍ରେସର ଗଡ ବୋଲାଉଥିବା ରାଜ୍ୟରେ କେତେଦୂର ସମ୍ଭବ ସାୟୋନୀଙ୍କୁ ଅଶାଳୀନ ବ୍ୟବହାର ?

ପାକିସ୍ତାନ ରାଷ୍ଟ୍ରପତିଙ୍କୁ କରୋନା

ଲାହୋର: ପାକିସ୍ତାନ ରାଷ୍ଟ୍ରପତି ଆରଫି ଆଲଭି କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ ବି ତାଙ୍କ ଟେଷ୍ଟ ପଜିଟିଭ ଆସିଛି । ସେ ଟୁଇଟ କରିଛନ୍ତି ଯେ,ସମସ୍ତ କୋଭିଡ-୧୯ ଆକ୍ରାନ୍ତଙ୍କୁ ସୁସ୍ଥ ରଖନ୍ତୁ । ଦ୍ୱିତୀୟ ଡୋଜ ନେବା ପରେ ଆଂଟିବଡି…