Latest Odisha News

BREAKING NEWS

Browsing Category

ଫିଚର

ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ନବରଙ୍ଗପୁର : ନବରଙ୍ଗପୁରରେ ଭୟଙ୍କର ଅଗ୍ନିକାଣ୍ଡ । ସହରରେ ଥିବା ଏକ ଲୁଗା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବାକୁ ୬ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ନିଆଁ ପ୍ରକୋପ ଏତେ ଅଧିକ ଅଛି ଯେ, ଏହାକୁ ଆୟତ୍ତ କରାଯାଇ ପାରିନାହିଁ । ଏସିରୁ ସର୍ଟ ସର୍କିଟରୁ ହୋଇ ନିଆଁ…

ଆଇପିଏଲ: ଏଥର ଦିଲ୍ଲୀ କ୍ୟାପିଟାଲ୍ସରେ ଚାଲିବ ପନ୍ତଗିରି

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଟିମ୍ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ବର୍ଷୀୟ ଋଷଭ ପନ୍ତଙ୍କୁ ଦଳର ଅଧିନାୟକ ଭାବେ ଚୟନ କରିଛି । ନିୟମିତ…

ଏନସିପି ନେତା ଶରଦ ପାଓ୍ବାର ଅସୁସ୍ଥ, ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ : ଏନସିପି ନେତା ଶରଦ ପାଓ୍ବାର ଅସୁସ୍ଥ । ପେଟେରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ନଓ୍ବାବ ମଲ୍ଲିକ । ଆଜି ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଶରଦ ପାଓ୍ବାରଙ୍କୁ ଡାକ୍ତରଖାନାରେ…

ତୁର୍କୀ ଗସ୍ତରେ ଯାଇଥିବା ଭାରତୀୟ ବକ୍ସିଂ ଟିମର ୮ ସଦସ୍ୟଙ୍କୁ କରୋନା

ନୂଆଦିଲ୍ଲୀ: ତୁର୍କୀ ଗସ୍ତରେ ଯାଇଥିବା ଭାରତୀୟ ବକ୍ସିଂ ଟିମର ୩ ବକ୍ସର ଓ ୫ ଅଫିସିଆଲ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଇସ୍ତାନବୁଲରେ ସେମାନଙ୍କୁ କ୍ୱାରୋଂଟାଇନରେ ରଖାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡା ରୌପ୍ୟ ପଦକ ବିଜେତା ଗୌରବ ସୋଲାଙ୍କି (୫୭କିଗ୍ରା)ଙ୍କ ସମେତ ଅନ୍ୟ ୨ ବକ୍ସର…

ଦେଶରେ ବିଗୁଡୁଛି କରୋନା ସ୍ଥିତି, ସତର୍କ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବିଗୁଡୁଛି କରୋନା ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ମୃତ୍ୟୁସଂଖ୍ୟା ମଧ୍ୟ ତିନି ଶହ ପାଖାପାଖି ରହୁଛି । ଦେଶରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଚିନ୍ତାରେ କେନ୍ଦ୍ର ସରକାର । ଏପରିସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି, ଦିନକୁ ଦିନ ଜଟିଳ…

ଅଜାଜ ଖାଁଙ୍କୁ ଅଟକ ରଖିଲା ଏନସିବି

ମୁମ୍ବାଇ: ନିଶା କାରୋବାରରେ ଲିପ୍ତ ଥିବା ଅଭିଯୋଗରେ ମଙ୍ଗଳବାର ନାର୍କୋଟିକ୍ସ କଂଟ୍ରୋଲ ବୋର୍ଡ (ଏନସିବି) ଅଭିନେତା ଅଜାଜ ଖାଁଙ୍କୁ ଗିରଫ କରିଛି । ମୁମ୍ବାଇ ବିମାନବନ୍ଦରରେ ଏନସିବି ତାଙ୍କୁ ଅଟକ ରଖିଥିଲା । ଡ୍ରଗ୍ସ ପ୍ୟାଡଲର ଶାଦାବ ବଟାଟାଙ୍କ ପୁତ୍ର ଶଦାବ ବଟାଟା ଗିରଫ ହେବା ପରେ ଅଜାଜଙ୍କ…

ତାତିରେ ଜଳୁଛି ଓଡ଼ିଶା, ୪୦ ଡିଗ୍ରି ଉପରେ ୧୬ ସହର

ଭୁବନେଶ୍ବର : ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ରାଜ୍ୟ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ୨ ଡିଗ୍ରି ବୃଦ୍ଧି ପାଇବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆଜି ୪୦ ଡିଗ୍ରି ଉପରେ ରହିଛି ୧୬ ସହରର ତାପମାତ୍ରା । ପାଣିପାଗ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୨୧୮ କରୋନା ଆକ୍ରାନ୍ତ । ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୧୨୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୧୭ ଜଣ ସୁସ୍ଥ…

ପୂର୍ବତନ କ୍ରିକେଟ ତଥା ବିଜେପି ନେତା ଅଶୋକ ଦିଣ୍ଡାଙ୍କ ଉପରେ ଟିଏମସି ସମର୍ଥକଙ୍କ ଆକ୍ରମଣ

କୋଲକାତା: ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଅଶୋକ ଦିଣ୍ଡାଙ୍କ ଉପରେ ଆଜି ଟିଏମସି ସମର୍ଥକମାନେ ଆକ୍ରମଣ କରିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିବସରେ ଟିଏମସି ଏହି ଘୃଣ୍ୟ କାମ କରିଛି ବୋଲି ଦିଣ୍ଡା ସିଧାସଳଖ ଅଭିଯୋଗ ଆଣିଛନ୍ତି । ୫୦ରୁ ଊର୍ଦ୍ଧ୍ୱ…

କ୍ରିକେଟରଙ୍କୁ କରୋନା ଗୋଡାଉଛି, ହରମନପ୍ରୀତଙ୍କ ରିପୋର୍ଟ ପିଜିଟିଭ

ନୂଆଦିଲ୍ଲୀ:କରୋନା ଏବେ କ୍ରିକେଟରଙ୍କ ଉପରେ ବୋଧହୁଏ ଆଖି ପକାଇଛି । ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନ, ଏସ.ବଦ୍ରିନାଥଙ୍କ ପରେ ଏବେ ମହିଳା କ୍ରିକେଟର ହରମନପ୍ରୀତ କୌର ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟିକା ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ…