Latest Odisha News

BREAKING NEWS

Browsing Category

ଫିଚର

ନବରଙ୍ଗପୁରରେ ଆଜିଠୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ମାଲକାନଗିରି ଜିଲ୍ଲା ପରେ ନବରଙ୍ଗପୁର ପ୍ରଶାସନ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଜିଲ୍ଲାପାଳ ଅଜିତ କୁମାର କହିଛନ୍ତି ଯେ ଗୁରୁବାର ରାତି ୮ ଟାରୁ ୬ଟା ମଧ୍ୟରେ ଲୋକଙ୍କ ଚଳପ୍ରଚଳ ଉପରେ କଡା କଟକଣା…

ରେଭେନ୍ସା କ୍ୟାମ୍ପସରୁ କରୋନା ପଜିଟିଭ୍ ଚିହ୍ନଟ ପରେ ପରୀକ୍ଷା ସ୍ଥଗିତ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ କରୋନା ସଂକ୍ରମିତ ଚିହ୍ନଟ । ଦୁଇ ଦଇ କରୋନା ପଜିଟିଭ୍ ବାହାରିଛନ୍ତି । ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୟୁଜି ଓ ପିଜି ରେଗୁଲାର୍, ବ୍ୟାକ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି । ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କଂଗ୍ରେସକୁ ଟଙ୍କା ଦେଇଥିଲେ କି ନୀରବ ମୋଦି ?

ଭୁବନେଶ୍ୱର: ପଳାତକ ହୀରା ବ୍ୟବସ।।ୟୀ ନୀରବ ମୋଦି ବିଷୟରେ ସମସ୍ତେ ଜାଣନ୍ତି । ହେଲେ କଂଗ୍ରେସକୁ ଅନୁଦାନ ସ୍ୱରୂପ ଟଙ୍କା ଦେବା ନେଇ ନୀରବ ମୋଦିର ନାଁ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଦାବି ତ ଅନେକ ହୋଇଛି । ହେଲେ ସେହି ଦାବି କେତେ ସତ, ଆସନ୍ତୁ ତର୍ଜମା କରିବା ।

ଅଗ୍ନିକାଣ୍ଡରେ ଜଳିଗଲା ୭ ବସ୍

ଦାମୋହ: ମଧ୍ୟପ୍ରଦେଶର ଦାମୋହର ଏକ ବସ୍ ଷ୍ଟାଣ୍ଡରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୭ଟି ବସ୍ ଜଳି ଯାଇଛି। ମୁଖ୍ୟ ପୋଲିସ ଅଧୀକ୍ଷକ (ସିଏସପି) ଅଭିଷେକ ତିୱାରୀଙ୍କ କହିବାନୁସାରେ, ଏହି ଘଟଣାରେ ଏଯାବତ୍ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। "ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା…

କଟକରେ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଳାଇଛି ପୋଲିସ

କଟକ: ଦିନକୁ ଦିନ ବଢିବାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ ଆରମ୍ଭ ହୋଇଛି । ପୋଲିସ ଜନଗହଳି ପୂର୍ଣ୍ଣ ଅଂଚଳରେ ପହଞ୍ଚି କୋଭିଡ୍ ନିୟମ ପାଳନ ହେଉଛି ନା ନାହିଁ ତାର ଯାଞ୍ଚ କରୁଛି । ଲୋକମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ…

ଟିଆରପି ଦୁର୍ନୀତି: ଅର୍ଣ୍ଣବଙ୍କୁ ସିଧା ସଳଖ ଗିରଫ କରିପାରିବ ନାହିଁ ମୁମ୍ବାଇ ପୋଲିସ

ମୁମ୍ବାଇ: ରିପବ୍ଲିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଏଣିକି ମୁମ୍ବାଇ ପୋଲିସ ସିଧାସଳଖ ଗିରଫ କରିପାରିବ ନାହିଁ । ଯାହା କି ଅର୍ଣ୍ଣବଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ତାଙ୍କୁ ଗିରଫ କରିବାକୁ ହେଲେ ୩ ଦିନ ଆଗରୁ ନୋଟିସ ପଠାଇବାକୁ ପଡିବ ବୋଲି ହାଇକୋର୍ଟ ମୁମ୍ବାଇ ପୋଲିସଙ୍କୁ…

ଯକ୍ଷ୍ମା ନିରାକରଣରେ ଦେଶରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର: ଦେଶରେ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଓଡିଶାକୁ ଦ୍ୱିତୀୟ ସ୍ଥାନରେ ରହିଛି । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟକୁ ପୁରସ୍କାର ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି…

ପଠାନ ପାଇଁ ଶାହାରୁଖ ନେଇଛନ୍ତି ୧୦୦ କୋଟି !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ତାଙ୍କର ଆଗାମୀ ଫିଲ୍ମ ପଠାନ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ପଠାନ ଫିଲ୍ମ ଶାହାରୁଖ ୧୦୦ କୋଟି ଟଙ୍କା ନେଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାତ ସତ୍ୟତା ନେଇ ପଠାନ ମେକର୍ସ କିମ୍ବା ଶାହାରୁଖଙ୍କ ପକ୍ଷରୁ କୌଣସି ମନ୍ତବ୍ୟ…

ଆଘାତ ସମସ୍ୟା ଯୋଗୁୂ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ ଶ୍ରେୟାଶ

ପୁଣେ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଶ୍ରେୟାଶ ଓହରିବା ଫଳରେ ଟିମ୍ କମ୍ବିନେଶନରେ ବାଧା ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି । ଏପରି କି ଶ୍ରେୟାଶ ଆଇପିଏଲର କିଛି ମ୍ୟାଚ…

କରୋନା ସଂକ୍ରମଣ ଭୟ: ରାଜଧାନୀରେ ସ୍ଥିତି ପରଖିଲେ ବିଏମସି କମିଶନର

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହରୀ ରାଜ୍ୟକୁ ମାଡି ଆସିଥିବା ବେଳେ ବିଏମସି ପକ୍ଷରୁ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ଥିତି ଅନୁଧ୍ୟାନ କରାଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସମ୍ବେଦନଶୀଳ ସ୍ଥାନ ଯଥା ଭୁବନେଶ୍ୱର ରେଳ ଷ୍ଟେସନ ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ…