Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ୪୫ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ୪୫ ବର୍ଷରୁ ଅଧିକ ସମସ୍ତେ ଟିକା ନେଇ ପାରିବେ । ଏଥିପାଇଁ ଆଉ ମେଡିକାଲ୍ ସାର୍ଟିଫିକେଟ ଆବଶ୍ୟକ ନାହିଁ । ପରିଚୟ ପ୍ରମାଣପତ୍ର ଦେଖାଇ ସରକାର ଓ ଘରୋଇ ସେଣ୍ଟରରେ ଟିକା ନେଇପାରିବେ । ହିତାଧିକାରୀ ଅନଲାଇନ୍‌ କିମ୍ବା ଅନ୍‌-ଦି-ସ୍ପଟ୍‌…

ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ ଘୁଂଚିଲା

ଭୁବନେଶ୍ୱର: ଝାଡଖଣ୍ଡ ସିମଡେଗାରେ ହେବାକୁ ଥିବା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏପ୍ରିଲ ୩ରୁ ଏହି ଚାମ୍ପିୟନଶିପ ଆରମ୍ଭ ହେବାର ଥିଲା । ଜଣେ କୋଚ ଏବଂ ୧୧ଜଣ ଖେଳାଳି କୋଭିଡ-୧୯ ସଂକ୍ରିମତ ଥିବା ଜଣାପଡିବା ପରେ ଏହି ପଦକ୍ଷେପ…

ରାମ୍ବୋରେ ଟାଇଗରଙ୍କ ସ୍ଥାନରେ ପ୍ରଭାସ କରିବେ ଲିଡ ରୋଲ !

ମୁମ୍ବାଇ: ସିଲଭେଷ୍ଟର ଷ୍ଟୋଲୋନଙ୍କ କ୍ଲାସିକ ଫିଲ୍ମ ରାମ୍ବୋର ହିନ୍ଦୀ ରିମେକରେ ଟାଇଗର ଶ୍ରଫଙ୍କ ସ୍ଥାନରେ ବାହୁବଳୀ ଫେମ୍ ପ୍ରଭାସଙ୍କ ଏଂଟ୍ରି ହେବାକୁ ଯାଉଛି । ଅବଶ୍ୟ ଏହା ଅଫିସିଆଲ ଭାବେ ସ୍ପଷ୍ଟ କରାଯାଇ ନାହିଁ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ…

‘ୟୋ ୟୋ ଟେଷ୍ଟକୁ ପୂର୍ବରୁ ଲାଗୁ କରାଯାଇଥିଲେ ସଚିନ, ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କ ପରି ଖେଳାଳି ପାଇ ନ ଥାନ୍ତୁ’

ମୁମ୍ବାଇ: ବିସିସିଆଇର ୟୋ ୟୋ ଟେଷ୍ଟକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ । ସେ କହିଛନ୍ତି ମୋ ମତରେ ଖେଳାଳି ନିକଟରେ ଦକ୍ଷତା ଥିବା ଜରୁରୀ । ତୁମେ ଯଦି ସମ୍ପୂର୍ଣ୍ଣ ଫିଟ ୧୧ ଖେଳାଳିଙ୍କୁ ଟିମର ନେବ ସେମାନେ ବି ସର୍ବଦା ମ୍ୟାଚ ଜିତାଇ ପାରିବେ…

ନନ୍ଦିଗ୍ରାମରେ ୧୪୪ ଧାରା ଜାରୀ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଦ୍ୱିତୀୟ ପର୍ଯାୟ ପୂର୍ବରୁ ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାହାର ରାଜ୍ୟର ଗୁଣ୍ଡା ଆସି ଧମକାଉଥିବା ଅଭିଯୋଗ କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ମତଦାନ…

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଏଚ୍. ଡି. ଦେବେଗୌଡ଼ା । ଏବେ ସେ ଓ ତାଙ୍କ ପରିବାର ସମସ୍ତେ…

ରାତିରେ ଟ୍ରେନ୍ ଯାତ୍ରା କରୁଛନ୍ତି କି ?

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଟ୍ରେନରେ ଦୂରକୁ ଯାତ୍ରା କରିଥାନ୍ତି । କାରଣ ଟ୍ରେନ୍ ଯାତ୍ରା ବସ୍ ଓ ବିମାନ ଭଡ଼ା ଠାରୁ ଢେର୍ କମ୍ । ପ୍ରାୟ ସମସ୍ତେ ଯାତ୍ରା ସମୟରେ ଟ୍ରେନରେ ମୋବାଇଲ୍ ଚାର୍ଜରେ ବସାଇଥାନ୍ତି । ସେଥିରୁ କେତେକ ରାତିସାରା ବି ମୋବାଇଲକୁ ଚାର୍ଜରେ ବସାଇ ଶୋଇ ପଡ଼ିଥାନ୍ତି ।…

ବିଜେଡିର ୪ ବରିଷ୍ଠ ନେତାଙ୍କ ହାତରେ ପିପିଲି ଉପନିର୍ବାଚନ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ପିପିଲି ବିଧାନସଭା କ୍ଷେତ୍ର ଉଷ୍ଣ ହେଲାଣି । ୪ ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି । ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ଦେଇଛି ଦଳ । ପିପିଲିରେ ରହି ନିର୍ବାଚନ…

ରାଜ୍ୟର ୨୪ ଜିଲ୍ଲାରୁ ୨୯୭ କରୋନା ପଜିଟିଭ୍ ଚିହ୍ନଟ, କଳାହାଣ୍ଡିରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୩୦୦ ମୁହାଁ ଦୈନିକ ସଂକ୍ରମଣ କରୋନା । ମାର୍ଚ୍ଚ ୨୭ ପରେ ପୁଣି ଥରେ ୨୯୦ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୪ ଜିଲ୍ଲାରୁ ୨୯୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୪ଟି ମାମଲା ଆସିଥିବା ବେଳେ ୧୨୩ଟି…

ରାଜଧାନୀରେ ପୁଣି ସେକ୍ସ ରାକେଟ୍‌: ୨ ଗରାଖ ଗିରଫ, ୨ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟର ପର୍ଦ୍ଦାଫାସ । ଲକ୍ଷ୍ମୀସାଗର ଅଞ୍ଚଳରୁ ଠାବ କଲା ପୋଲିସ । ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ । ଅଚାନକ ଚଢଞାଉ କରି ସେଠାରୁ ଗ୍ରାହକଙ୍କୁ ପୋଲିସ ଗିରଫ କରିଛନ୍ତି । ଦୁଇ ଜଣ ଦେହଜୀବୀଙ୍କୁ ବି ଉଦ୍ଧାର କରାଯାଇଛି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ…