Latest Odisha News

BREAKING NEWS

Browsing Category

ଫିଚର

ବଡ଼ଭାଇକୁ ଜୀଅନ୍ତା ପୋଡ଼ି ମାରିବାକୁ ସାନଭାଇର ଉଦ୍ୟମ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗା ଝାଡ଼ମାଳ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଭାଇକୁ ଜାଳିଦେବାକୁ ଭାଇର ଉଦ୍ୟମ । ବଡ଼ଭାଇ ଶୋଇଥିବା ବେଳେ ସାନଭାଇ ଘରେ ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବଡ଼ଭାଇ ବିଚିତ୍ର…

ଟିମ୍ ଇଣ୍ଡିଆର ଦମଦାର ବିଜୟ, କୋହଲିଙ୍କ ଧୂଆଁଧାର ବ୍ୟାଟିଂ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ଟି-ଟ୍ବେଣ୍ଟିରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଇଂଲଣ୍ଡକୁ ୭ ଓ୍ବିକେଟରେ ହରାଇଛି ଭାରତ । ମ୍ୟାଚରେ ଅଧିନାୟକ ବିରାଟ କୋହଲି ଖେଳିଛନ୍ତି ଦମଦାର ଅର୍ଦ୍ଧଶତକୀୟ ଇନିଂସ । ଏଥିସହ ପ୍ରଥମ ବ୍ୟାଟସମ୍ୟାନ ଭାବେ…

ଗିରଫ ହେଲେ ନାଗା ସାଧୁ ବୈଷ୍ଣବ ପୁରୀ

ପୁରୀ : ନାଗା ସାଧୁ ତୁମ୍ଭନାଥ ସୁବୁଦ୍ଧି ଓରଫ ବାବା ବୈଷ୍ଣବ ପୁରୀ ଗିରଫ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆଜି ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ ଭାବେ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ…

ହୋଟେଲ ମାଲିକ ହତ୍ୟା ମାମଲାରେ ଆଉ ଜଣେ ଗିରଫ

ରାଉରକେଲା : ହୋଟେଲ ମାଲିକ ସଜ୍ଜନ ମିତ୍ତଲ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ହତ୍ୟା ଘଟଣାର ଷଡ଼ଯନ୍ତ୍ରକାରୀ ପ୍ରେମ ମୋଦି ଓ ପ୍ରେମ ଅଗ୍ରଓ୍ବାଲକୁ ଗିରଫ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଜତ ବିଶ୍ବକର୍ମା ଫେରାର ଅଛି । ହତ୍ୟା ଘଟଣାରେ…

ବେଆଇନ କୋଇଲା ଖାତରେ ପଡ଼ି ଯୁବକ ମୃତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ଲବଣି ଭୁତିଆ । ସୂଚନା ଅନୁସାରେ ବାହାଳସାହିର ସୁଶାନ୍ତ ନିଜ ଜାଗାରେ ବେଆଇନ ଭାବେ ଏକ କୋଇଲା ଖଣି କରି ବାହାରକୁ…

ମହିଳା ଦିନିକିଆ କ୍ରିକେଟ: ହାଇଦ୍ରାବାଦକୁ ହରାଇଲା ଓଡିଶା

ଭୁବନେଶ୍ୱର: ସୁରଟର ପିଠାୱାଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଜାତୀୟ ସିନିୟର ମହିଳା ଦିନିକିଆ ଟ୍ରଫିରେ ଓଡିଶା ୯ ଉଇକେଟରେ ହାଇଦ୍ରାବାଦକୁ ପରାସ୍ତ କରିଛି । ଟସ୍ ଜିତି ଓଡିଶା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ହାଇଦ୍ରାବାଦ ୪୬.୪ ଓଭରରେ ୧୫୯ ରନ କରି ଅଲଆଉଟ ହୋଇ ଯାଇଥିଲା ।…

ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

ଅହମ୍ମଦାବାଦ : ଅହମ୍ମଦାବାଦରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ, ଭାରତ ଆଗରେ ରନର ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି । ଦଳ ପକ୍ଷରୁ ଜେସନ ରଏ ୩୫ ବଲରେ କରିଛନ୍ତି ୪୬ ରନ । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୬…

ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଜାରି ରହିଛି କୃଷକ ଆନ୍ଦୋଳନ । ଆଇନକୁ ବିରୋଧ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ, ଓଡ଼ିଶାରେ ହେବ ମହାପଞ୍ଚାୟତ । ମାର୍ଚ୍ଚ ୧୯ ତାରିଖରେ ଚଣ୍ଡିଖୋଲରେ ମହାପଞ୍ଚାୟତ ଅନୁଷ୍ଠିତ ହେବ । ଭୁବନେଶ୍ବରରୁ ଚଣ୍ଡିଖୋଲ ଯାଏଁ…

ଅସୀଚାଳନାରେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ ଯୋଗ୍ୟତା ହାସଲ କଲେ ଭବାନୀ

ମାଡ୍ରାସ: ତାମିଲନାଡୁର ସିଏ ଭବାନୀ ଦେବୀ ପ୍ରଥମ ଭାରତୀୟ ଅସୀଚାଳକ ଭାବେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଭବାନୀ ଏଓଆର ଆଧାରରେ କ୍ୱାଲିଫାଇ କରିଛନ୍ତି । ୫ଏପ୍ରିଲ ୨୦୨୧ରେ ବିଶ୍ୱ ର‌୍ୟାଙ୍କିଙ୍ଗ ଜାରି କରାଯାଇଥିଲା । ଏସିଆ-ଓସେନିଆ କ୍ଷେତ୍ର ପାଇଁ ୨ଟି କୋଟା ସରକ୍ଷିତ…

ଭଞ୍ଜନଗର ତାରାସିଂ ଆମ୍ବଝରା ଜଙ୍ଗଲରୁ ମୃତଦେହ ଠାବ

ଭଞ୍ଜନଗର : ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ତାରାସିଂ ବନାଞ୍ଚଳ ଆମ୍ବଝରା ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କଳିଙ୍ଗପଦର ଅଞ୍ଚଳରର ଶ୍ୟାମଘନ ଜାନି । ହାତୀ ଆକ୍ରମଣରେ ଶ୍ୟାମଘନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇ…