Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରୁ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଚିନ୍ତା ବଢୁଥିବା ବେଳେ, ରାଜ୍ୟରୁ ଆଜି ସୁସ୍ଥ ହୋଇଛନ୍ତି ଆଉ ୯୧ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୩ ଜଣ ସୁସ୍ଥ ହୋଇ ଘରକୁ…

ଆସନ୍ତାକାଲି ଓ ମଙ୍ଗଳବାର ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ । ସେହିପରି ମଙ୍ଗଳବାର ମଧ୍ୟ ବ୍ୟାଙ୍କ କାରବାର ହେବନି । ବ୍ୟାଙ୍କ ମିଶ୍ରଣ ଓ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରତିବାଦରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ୟୁନିୟନ । ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନସ ପକ୍ଷରୁ ଦିଆଯାଇଥିବା…

ମମତାଙ୍କ ସିକ୍ୟୁରିଟି ଡାଇରେକ୍ଟର, ମେଦିନିପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସସ୍‌ପେଣ୍ଡ କଲେ ନିର୍ବାଚନ କମିଶନ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ଘଟଣାରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ । ମମତାଙ୍କ ସିକ୍ୟୁରିଟି ନିର୍ଦ୍ଦେଶ, ମେଦିନିପୁର ଜିଲ୍ଲାପାଳ ଓ ଏସପିଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ କମିଶନ । ଦାୟିତ୍ବରେ ଅବହେଳା କାରଣରୁ ଏମାନଙ୍କ ବିରୋଧରେ…

ଟସ୍ ଜିତି ଭାରତର ବୋଲିଂ ନିଷ୍ପତି: ଈଶାନ, ସୂର୍ଯ୍ୟକୁମାରଙ୍କୁ ସୁଯୋଗ

ଅହମ୍ମଦାବାଦ: ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ମ୍ୟାଚରେ ଦୁଇ ଯୁବ ଖେଳାଳି ଈଶାନ କିଶାନ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଆନ୍ତର୍ଜାତୀୟ ମ୍ୟାଚ…

ନୂତନ କୀର୍ତିମାନ ସ୍ଥାପନ କଲେ ଆଫଗାନିସ୍ତାନ ସ୍ପିନର ରଶିଦ

କାବୁଲ: ଆଫଗାନିସ୍ତାନ ସ୍ପିନର ରଶିଦ ଖାଁ ରବିବାର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୨୧ତମ ଶତାବ୍ଦୀରେ ପ୍ରଥମ ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ସର୍ବାଧିକ ୯୯.୨ ଓଭର ବୋଲିଂ କରିଛନ୍ତି । ଜିମ୍ବାୱେ ବିପକ୍ଷ ଟେଷ୍ଟରେ ସେ ଏହି କୀର୍ତିମାନ କରିଛନ୍ତି । ଏହା ପୂର୍ବରୁ ୧୯୯୮ରେ ଶ୍ରୀଲଙ୍କାର…

ଦିନିକିଆରେ ମିଥାଲୀଙ୍କ ଆଉ ଏକ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିଥାଲୀ ରାଜ ଦିନିକିଆ କ୍ରିକେଟରେ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ମହିଳା ଖେଳାଳି ଭାବେ ସେ ସୀମିତ ଓଭର କ୍ରିକେଟରେ ୭୦୦୦ ରନ ପୂର୍ଣ୍ଣ କରିଛନ୍ତି । ୩୮ ବର୍ଷୀୟା ଏହି ଷ୍ଟାର ଖେଳାଳି ୨୧୩ ଦିନିକିଆରେ ୭୦୧୯ ରନ…

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ମୁମ୍ବାଇ: ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଟାଇଟଲ ମୁମ୍ବାଇ ହାତେଇଛି । ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ମୁମ୍ବାଇ ୬ ଉଇକେଟରେ ଉତରପ୍ରଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଉତରପ୍ରଦେଶ ୫୦ ଓଭରରେ ୪ ଉଇକେଟ ହରାଇ ୩୧୨ ରନ…

ଆଜି ରିଲିଜ ହେବ ଭିନ୍ନ ସ୍ୱାଦର ଫିଲ୍ମ ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ’

ଭୁବନେଶ୍ୱର: ତରଙ୍ଗ ଟିଭିରେ ଆଜି ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ 'ଚୁମ୍‌କି ମାଇଁ ଡାର୍ଲିଙ୍ଗ'। ଏଥିରେ ଜଣେ ୨୫ ବର୍ଷୀୟ ଯୁବକ ନାୟକ ସାଜିଥିବା ବେଳେ ୫୨ ବର୍ଷୀୟ ମହିଳା ହୋଇଛନ୍ତି ନାୟିକା । ନାୟକ ଭୂମିକାରେ ଅଭିନେତା ସମ୍ବିତ ଓ ନାୟିକା ଭୂମିକାରେ ମହେଶ୍ୱତାଙ୍କୁ ଅଭିନୟ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଷ୍ଟାଚୁ ଅଫ୍ ଲିବର୍ଟିର ସତ୍ୟତା

ଭୁବନେଶ୍ୱର: କିଏ ନିର୍ମାଣ କରିଥିଲା ଷ୍ଟାଚୁ ଅଫ୍ ଲିବର୍ଟି ? କେବେ ହୋଇଥିଲା ଏହାର ନିର୍ମାଣ ? କ’ଣ ରହିଥିଲା ଏହି ଷ୍ଟାଚୁ ନିର୍ମାଣ ପଛର ଅସଲ କାରଣ ? ଷ୍ଟାଚୁ ଅଫ୍ ଲିବର୍ଟିକୁ ନେଇ କିଛି ଏପରି ପ୍ରଶ୍ନର ଉତ୍ତର ହୁଏ ତ ଆପଣଙ୍କ ମଧ୍ୟରୁ କିଛି ଲୋକ ଜାଣିଥିବେ । ହେଲେ ସୋସିଆଲ୍ ମିଡିଆରେ…

ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଆଉ ଜୁଆ ଖେଳିବେନି ତ ଅଧିନାୟକ କୋହଲି !

ଅହମ୍ମଦାବାଦ:ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟରେ ଅଧିନାୟକ ବିରାଟ କୋହଲିଙ୍କ ରୋହିତ ଶର୍ମାଙ୍କୁ ନ ଖେଳାଇବା ଜୁଆ ଭାରୀ ପଡିଥିଲା । ଶୋଚନୀୟ ଭାବେ ପରାଜିତ ହେବା ପରେ ଆଜି(ରବିବାର) ହେବାକୁ ଥିବା ଦ୍ୱିତୀୟ ଦିନିକିଆ ଜିତି ଟିମ୍‌ଇଣ୍ଡିଆ ସିରିଜରେ ତିଷ୍ଠି ରହିବାକୁ ଚାହିଁବ । ଶ୍ରେୟାଶ…