Latest Odisha News

BREAKING NEWS

Browsing Category

ଫିଚର

ପଠାଣକୋଟରେ ପାକିସ୍ତାନୀ ଡ୍ରୋନ୍, ବିଏସଏଫର ଗୁଳିମାଡ଼ ପରେ ଫେରିଗଲା

ପଠାଣକୋଟ: ପଠାଣକୋଟର ୱାମିୟାଲ୍ ସେକ୍ଟରରେ ପାକିସ୍ତାନ ଡୋନ୍ ଦେଖିବାକୁ ମିଳିଛି । ଏହି ଡ୍ରୋନ୍ ୱାମିୟାଲ୍ ସେକ୍ଟରର ଡିଣ୍ଡା ପୋଷ୍ଟରେ ସକାଳ ୬ଟା ୧୦ରେ ଦେଖିବାକୁ ମିଳିଥିଲା । ବିଏସଏଫ ଯବାନ ଫାୟାରିଂ କରିବା ପରେ ସନ୍ଦିଗ୍ଧ ଡ୍ରୋନକୁ ଫେରାଇ ନେଇଛି । ଏହାପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ…

ହୋଲଡିଂ ଟ୍ୟାକ୍ସ ନଦେଲେ ଏବେ ଘର ସିଲ୍: ବିଏମସି

ଭୁବନେଶ୍ୱର: ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ବିରୋଧରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଟ୍ୟାକ୍ସ ଖିଲାପକାରୀଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଓଡ଼ିଶାର ଏହି ଜିଲ୍ଲାରେ ହେବ ୩ ଏକଲବ୍ୟ ବିଦ୍ୟାଳୟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡିଶା ସରକାର ୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବେ ବୋଲି ଜଣେ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଜାମନକିରା, ବାମରା ଏବଂ ଜୁଜୁମୁରା ବ୍ଲକରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବ।…

କଙ୍କାଳ ରହସ୍ୟ: ଯାଁଳା ଫାଣ୍ଡିରେ କାରରୁ ଜବତ କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରେ ଥିବା କାରରୁ କଙ୍କାଳ ମିଳିବା ଘଟଣାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । କଙ୍ଗାଳ ଜଣେ ମହିଳାଙ୍କର ବୋଲି ଜଣା ପଡ଼ିଛି । ମୃତ ମହିଳା କିଏ ? କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍ । ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ୍ ପଠାଯିବ । ନରକଙ୍କାଳରୁ…

ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ସ୍ୱାଭିମାନ ଅଞ୍ଚଳ ପିପଲିପଦର ଜଙ୍ଗଲରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ପିପଲିପଦର ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରିଥିବା ନେଇ ସୂଚନା ମିଳିଥିଲା । ସୂଚନା ଅନୁସାରେ ଏସଓଜି ଓ ଡିଭିଏଫ୍ ଯବାନ…

ପଣିକିଆ କହି ନପାରିବାରୁ ପିଠି ଫଟାଇଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ

କେନ୍ଦ୍ରାପଡ଼ା: ପଣିକିଆ କହିପାରିଲେନି । ରାଗରେ ତମତମ ହୋଇ ପିଲାଙ୍କୁ ଗାଈଗୋରୁଙ୍କୁ ପିଟିଲା ଭଳି ପିଟିଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ । ମାଡ଼ ମାରି ପିଠି ଫଟାଇ ଦେଇଛନ୍ତି । ମାଡ଼ରେ ଗୁରୁତର ହୋଇଛନ୍ତି ଦୁଇ ଶିଶୁ । ପିଠି ସାରା ମାଡ଼ର ଦାଗ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା…

ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାର ୨୫ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ପ୍ରାୟ ଅଢ଼େଇ ମାସ ପରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଗତ ଡିସେମ୍ବର ଶେଷ ସପ୍ତାହରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୩୨୦ ଜଣ ନୂଆ…

ସନ୍ୟାସୀ ସାଜିଲେ ଧୋନି, IPL ପୂର୍ବରୁ ନୂଆ ଅବତାର

ଚେନ୍ନାଇ: ଆଇପିଏଲ୍ ପୂର୍ବରୁ ନିଜ ଫ୍ୟାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି ମାହି । ଟିମ୍ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଫଟୋକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା । ବୌଦ୍ଧ ସନ୍ୟାସୀ ଗେଟଅପରେ ନଜର ଆସିଛନ୍ତି ଧୋନି । ଫଟୋ ଦେଖିବା ପରେ କେହି କେହି…

ଏସସିବି ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ

କଟକ: କଟକ ଏସସିବି ମେଡିକାଲ୍ କଲେଜରେ ପୁଣି ଅଗ୍ନକାଣ୍ଡ । ଏସ୍‌ସିବିର ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି…

(ଦେଖନ୍ତୁ ଭିଡିଓ) ନିଆଁରୁ ଶିମିଳିପାଳକୁ ବଞ୍ଚାଇବାକୁ ରମଣଙ୍କ ରାପ୍      

କୋରାପୁଟ: ଜଳୁଛି ଶିମିଳିପାଳ, କାନ୍ଦୁଛନ୍ତି ଗଛଲତା ଓ ଜୀବଜନ୍ତୁ । ସମସ୍ତଙ୍କ ମନରେ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଉଦବେଗ୍ ରହିଛି । ଆଉ ଶିମିଳିପାଳକୁ ନେଇ ମନରେ ଥିବା କୋହକୁ ରାପ୍ ସଙ୍ଗୀତରେ ସଜାଇଛନ୍ତି କୋରାପୁଟର ରକି ଆରକେ ଭାବେ ଜଣାଶୁଣା ଥିବା ରମଣ କୁମାର ।…