Latest Odisha News

BREAKING NEWS

Browsing Category

ଫିଚର

ପତି-ପତ୍ନୀ ଓ ତିନି ଛୁଆଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟନା: ଅଭାବନୀୟ ଘଟଣା । ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ସ୍ୱାମୀ-ସ୍ତ୍ରୀ ଓ ତିନି ଜଣ ପିଲା । ଏଭଳି ହୃଦୟ ବିଦାରକ ଘଟଣା ବିହାର ସୁପୋଲ ଜିଲ୍ଲାରୁ ସାମନାକୁ ଆସିଛି । ସନ୍ଦେହଜନକ ଅବସ୍ଥାରେ ସମସ୍ତଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର…

କେମିତି ଆହତ ହେଲେ ମମତା ? ସରକାରଙ୍କ ରିପୋର୍ଟକୁ ନେଇ ସନ୍ତୁଷ୍ଟ ନୁହଁନ୍ତି ନିର୍ବାଚନ କମିଶନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବାକୁ ନେଇ ଉଷ୍ଣତା ବଢ଼ିବାରେ ଲାଗିଛି । ଦିଦି କେମିତି ଆହତ ହେଲେ ? ଏହା ଦୁର୍ଘଟଣା ନା ଆକ୍ରମଣ ? ପୋଲିସ ଯାଞ୍ଚରୁ ସେଭଳି କିଛି ସ୍ପଷ୍ଟ ହୋଇନଥିବା ବେଳେ ଦିଦି କରୁଥିବା ଆକ୍ରମଣ ଅଭିଯୋଗର କୌଣସି ପ୍ରମାଣ ବି ନାହିଁ ।…

୧୬ରୁ ବୁର୍ଲା ଭିସୁଟରେ ଆରମ୍ଭ ହେବ ଅଫଲାଇନ୍ କ୍ଲାସ

ସମ୍ବଲପୁର: ପୂର୍ବରୁ କଣ୍ଟେନମେଣ୍ଟ ଜୋନ୍ ହଟିଥିବା ବେଳେ ଆସନ୍ତା ୧୬ରୁ ବର୍ଲା ଭିସୁଟରେ ଆରମ୍ଭ ହେବ ପାଠପଢ଼ା । ଅନଲାଇନ୍ କ୍ଲାସ୍ ବନ୍ଦ କରାଯାଇ ଅଫଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ଭିସୁଟ୍ କୁଳପତି ଭି.ଭି ପତି ସୂଚନା ଦେଇଛନ୍ତି । ୧୭ ତାରିଖରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ କ୍ୟାମ୍ପସ…

କ୍ୱାଡ୍ ସମ୍ମିଳନୀରେ ଉଠିଲା ଭାରତ-ଚୀନ ପ୍ରସଙ୍ଗ

ନୂଆଦିଲ୍ଲୀ: ଶୁକ୍ରବାର ଭର୍ଚୁଆଲରେ କ୍ୱାଡ୍ ସମ୍ମିଳନୀ ବୈଠକ ହୋଇଥିଲେ । ଏଥିରେ ଏଲଏସରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ପ୍ରସଙ୍ଗ ଉଠିଛି । ପ୍ରସଙ୍ଗରେ ସମସ୍ତ ଦେଶର ନେତା ଭାରତକୁ ସମର୍ଥନ କରିବା ସହ ସହାନୁଭୂତି ଜଣାଇଛନ୍ତି । ୨୦୨୧ ଜୁନରେ ବ୍ରିଟେନରେ ଜି୭ ଶିଖର ବୈଠକ ବେଳେ କ୍ୱାଡ୍…

ପାକିସ୍ତାନ କହୁଛି, ବିଜେପି ଶ୍ରୀଲଙ୍କାରେ ବ୍ରାଞ୍ଚ ଖୋଲିଛି

ଭୁବନେଶ୍ୱର: ଭାରତର ଏକ ରାଜନୈତିକ ଦଳକୁ ନେଇ ପାକିସ୍ତାନର ଅଜବ ଦାବି । ଶ୍ରୀଲଙ୍କାରେ ଖୋଲିଛି ଭାରତୀୟ ଜନତା ପାର୍ଟିର ବ୍ରାଂଚ । ଏ ନେଇ ଅନେକ ଫଟୋ ଓ ରୋମାଂଚକର ପୋଷ୍ଟ ବି ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଛି । ଏ କଥା ସତ ଯେ, ଶ୍ରୀଲଙ୍କାରେ ଭାରତୀୟ ଜନତା ପାର୍ଟିର ନାଁ ଉଠିବା ସହ ଏକ ଦଳ…

ଉମରକୋଟରେ ଗୁଳିମାଡ଼, ବ୍ୟବସାୟୀ ଗୁରୁତର

ଉମରକୋଟ : ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ପିଏନବି ଶାଖା ଆଗରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଟି. ସଞ୍ଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କ ଆଗରେ ବାଇକ୍ ଧରି ଛିଡ଼ା ହୋଇଥିବା ବେଳେ, ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ ପରେ…

ରାଜ୍ୟରେ ଗଠନ ହେଲା କରୋନା କମିଟି

ଭୁବନେଶ୍ବର : ମହାରାଷ୍ଟ୍ର ସମେତ ଦେଶର କିଛି ରାଜ୍ୟରେ ଦୃତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏଥିପାଇଁ ଲୋକଙ୍କ ମନରେ ପଶିଲାଣି ଛନକା । ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ, ରାଜ୍ୟରେ ସତର୍କ ହୋଇଉଠିଛି ସ୍ବାସ୍ଥ୍ୟ ବିଭାଗ । କରୋନା ମହାମାରୀକୁ ଦେଖି ଜନସ୍ବାସ୍ଥ୍ୟ…

ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ, ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତକୁ ୮ ଓ୍ବିକେଟରେ ହରାଇଛି ଇଂଲଣ୍ଡ । ଏଥିସହ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଇଂଲିଶ ଟିମ୍ । ଦମଦାର ବୋଲିଂ ପାଇଁ ଜୋଫ୍ରା…

ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡିବ ବିମାନ

ଭୁବନେଶ୍ୱର: ସ୍ପାଇସଜେଟ୍ ପକ୍ଷରୁ ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଝାରସୁଗୁଡା ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତିଙ୍କ ସୂଚନା ଅନୁଯାୟୀ, ସପ୍ତାହରେ ପ୍ରତିଦିନ ବିମାନ ସେବା ଉପଲବ୍ଧ ହେବ।…

ପଥର ଖାଇ ୩୨ ବର୍ଷ ହେଲା ବଂଚି ରହିଛନ୍ତି ଏହି ୮୦ ବର୍ଷର ବୃଦ୍ଧ, ଡାକ୍ତର ବି ଚକିତ !

ସତାରା: ମହାରାଷ୍ଟ୍ରର ସତାରାରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପଥର ଖାଇ ବଂଚି ରହିଛନ୍ତି । ବିଶ୍ୱାସ ନ ହେଲେ ବି ଘଟଣାଟି ସତ । ୩୨ ବର୍ଷ ହେବ ରାମଭାଉ ଭୋଡକେ ପ୍ରତ୍ୟେକ ଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି । ତାଙ୍କୁ ଆଖ ପାଖ ଲୋକ ପଥରବାଲା ବାବା ବୋଲି ଡାକୁଛନ୍ତି । ୧୯୮୯ରେ ମୁମ୍ବାଇରେ କାମ କରୁଥିବା…