Latest Odisha News

BREAKING NEWS

Browsing Category

ଫିଚର

ଶିମିଳିପାଳ ବନାଗ୍ନି, ସ୍ଥିତି ଅନୁଧ୍ୟାନ କରି ଫେରିଲେ କେନ୍ଦ୍ରୀୟ ଟିମ

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁକୁ ଅନୁଧ୍ୟାନ କରିବାକୁ ଯାଇଥିବା ଏକ ୩ ଜଣିଆ ଟିମ ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୂଚନା ଅନୁଯାୟୀ ସେମାନେ ଗୁରୁବାର ଦିନ ଶିମିଳିପାଳରେ ପ୍ରଵେଶ କରିଥିଲେ। ପରେ ପ୍ରଥମେ ଠାକୁରମୁଣ୍ଡା, କରଞ୍ଜିଆ ରେଞ୍ଜ ଅଞ୍ଚଳ ପରିଦର୍ଶନ କରି ସାରି ଯଶୀପୁରରେ…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ସବୁ ପାସ୍, ଜୁନରୁ ଆରମ୍ଭ ହୋଇପାରେ ଶିକ୍ଷା ବର୍ଷ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ବର୍ଷେ ହେଲାଣି ହୋଇପାରୁନି ପାଠପଢ଼ା । ଗତବର୍ଷ ମାର୍ଚ୍ଚ ଅଧାରୁ ବନ୍ଦ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଏଯାଏ ଖୋଲିନି । ଅନ୍ୟପଟେ ଅନ୍ୟ ରାଜ୍ୟରେ ବଢ଼ୁଥିବା କରୋନା ମାମଲା ଡରାଇଲାଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଗୃହରେ ବିରୋଧୀ-ଶାସକ ମୁହାଁମୁହିଁ, ବିଧାନସଭା ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଜାରି ରହିଛି ହଟ୍ଟଗୋଳ । ମଣ୍ଡିରେ ଧାନକିଣା ଅବ୍ୟବସ୍ଥାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି । ଗତକାଲି ଭଳି ଆଜି ବି ମଣ୍ଡି ତାତିରେ ଚାଲି ପାରିନି ବିଧାନସଭା । ପ୍ରଥମେ ପ୍ରଶ୍ନକାଳରେ ବିରୋଧୀ-ଶାସକ ଗୃହରେ ମୁହାଁମୁହିଁ ହୋଇଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ…

ସ୍ଥିତି ଦେଖି ଲକଡାଉନ୍ ନେଇ ନିଆଯିବ ପଦକ୍ଷେପ, ଚାଲିଛି ଅନୁଧ୍ୟାନ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣାକୁ ବର୍ଷେ । ବର୍ଷେ ଭିତରେ କୋଭିଡ୍ ଯୁଦ୍ଧରେ ଓଡ଼ିଶା ଭଲ ସ୍ଥିତିରେ ରହିଛି । ଗତବର୍ଷ ମାର୍ଚ୍ଚ ୧୨ରେ ରାଜ୍ୟ କ୍ୟାବିନେଟ୍ ସଂଶୋଧିତ ମହାମାରୀ ଆଇନକୁ ମଞ୍ଜୁରୀ ଦେଇଥିଲା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗତବର୍ଷ ଆଜିର ଦିନରେ କରୋନା ମହାମାରୀକୁ…

ଆଜି ଆରମ୍ଭରୁ ବିଧାନସଭା ହୁଲସ୍ତୁଲ, ଶାସକ-ବିରୋଧୀ ଦଳ ମୁହାଁମୁହିଁ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କମ୍ପିଲା । ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି । ମଣ୍ଡି ଓ ଚାଷୀ ପ୍ରସଙ୍ଗରେ ହୁଲସ୍ତୁଲ ହୋଇଛି ଗୃହ । ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବିରୋଧୀ ଗୃହ ଭିତରେ…

ଟ୍ରେଲର ସହ ଟୁରିଷ୍ଟ ବସ୍ ଧକ୍କା, ୫ ମୃତ ଓ ୧୨ ଗୁରୁତର

ଯୋଧପୁର: ଟ୍ରେଲର ସହ ଟୁରିଷ୍ଟ ବସର ଧକ୍କା । ଦୁର୍ଘଟଣାରେ ୫ ଜଣଙକ୍ର ଜୀବନ ଯାଇଛି । ଗୁରୁତର ଆହତ ହୋଇଛନ୍ତି ୧୨ ଜଣ । ଆହତଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି । ରାଜସ୍ଥାନ ଯୋଧପୁରରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫଲୌଦି ନିକଟରେ ଏକ ମିନି ଟୁରିଷ୍ଟ ବସ୍ ସହ ଟ୍ରେଲରର ଧକ୍କା…

ଦେଶରେ ୨୪ ଘଣ୍ଟାରେ ୨୪ ହଜାର କରୋନା ପଜିଟିଭ୍, କେବଳ ୫ଟି ରାଜ୍ୟରେ ୮୧% ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଲଗାତାର ତୃତୀୟ ଦିନରେ ପଜିଟିଭ୍ କେସ୍ ବଢ଼ିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୪ହଜାର ୮୮୨ ନୂଆ ଆକ୍ରାନ୍ତ । ମହାରାଷ୍ଟ୍ରରେ ମହାମାରୀ ବ୍ୟାପୁଛି । ଆଜି ଗୋଟିଏ ଦିନରେ ବାହାରିଛନ୍ତି ସର୍ବାଧିକ…

ରୋହିତଙ୍କୁ ନ ଖେଳାଇବା ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଲା, ଏସବୁ କାରଣରୁ ହାରିଲା ପ୍ରଥମ ଟି-ଟ୍ୱେଣ୍ଟି

ଅହମ୍ମଦାବାଦ: ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆକୁ ୮ ଓ୍ୱିକେଟରେ ହରାଇଛି ଇଂଲଣ୍ଡ । ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ଚାରିଆଡୁ ଏବେ ସମାଲୋଚନାର ଶିକାର ହେବାକୁ ପଡୁଛି । ଟେଷ୍ଟ ସିରିଜ ଜିତିବା ପରେ କୋହଲି ବାହିନୀ ଟି-ଟ୍ୱେଣ୍ଟିରେ ଏମିତି ଖେଳିବ କେହି କେବେ ଭାବି ନଥିଲେ ।…

BSE ଦ୍ୱାରା ଧାର୍ଯ୍ୟ ଢାଞ୍ଚାରେ ପରୀକ୍ଷା ଉପରେ ଗୁରୁତ୍ୱ, ନ ଜଣାଇ ଅନୁପସ୍ଥିତ ରହିଲେ ଶିକ୍ଷକଙ୍କ ଦରମା କାଟ୍…

ପୁରୀ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶନିବାର ଅଚାନକ ପୁରୀ ଜିଲ୍ଲା ସ୍କୁଲ୍ ପରିଦର୍ଶନ କରିଛନ୍ତି । ଏହି ଅବସରରେ ବିଏସଇ ବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଧାର୍ଯ୍ୟ ଢାଞ୍ଚାରେ ପରୀକ୍ଷା ଉପରେ ଗଣଶିକ୍ଷା ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବିଏସଇ ଢାଞ୍ଚାରେ…

ଚିନ୍ତା ବଢ଼ାଉଛି ସଂକ୍ରମଣ, ମହାରାଷ୍ଟ୍ରର ୮ ଜିଲ୍ଲାରେ ଲକଡାଉନ୍

ମୁମ୍ବାଇ: ଦେଶରେ କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ପୂର୍ବ ଭଳି ବଢ଼ି ଚାଲିଛି । ଏହି ତାଲିକାରେ ସବୁଠୁ ଆଗରେ ମହାରାଷ୍ଟ୍ର ଓ କେରଳ ଅଛନ୍ତି । ସଂକ୍ରମଣ ମାମଲା ବଢ଼ୁଥିବାରୁ ପୁଣି ଚିନ୍ତା ବଢ଼ିଛି । ମହାରାଷ୍ଟ୍ରରେ ସଂକ୍ରମଣକୁ ରୋକିବା ଲାଗି ଉଦ୍ଧବ ସରକାର ୮ଟି ଜିଲ୍ଲାରେ ସମ୍ପୂର୍ଣ୍ଣ…