Latest Odisha News

BREAKING NEWS

Browsing Category

ଫିଚର

ମୋଟେରାରେ ଚାଲିଲା ପନ୍ତଗିରି, ଟିମ୍ ଇଣ୍ଡିଆ ୮୯ ରନରେ ଅଗ୍ରଣୀ

ମୋଟେରା: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟର ୨ୟ ଦିବସରେ ଋଷଭ ପନ୍ତଙ୍କ ପନ୍ତଗିରି ଦେଖିବାକୁ ମିଳିଥିଲା । ତାଙ୍କର ଲଢ଼ୁଆ ଶତକ ବଳରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ଉଇକେଟ ହରାଇ ୨୯୪ ରନ ସଂଗ୍ରହ କରିନେଇଛି । ୱାଶିଂଟନ ସୁନ୍ଦର ମଧ୍ୟ…

ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଉଦଘାଟିତ ହୋଇଛି ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା । ଭର୍ଚୁଆଲ୍ ମାଧ୍ୟମରେ ଏହି ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା ଆସନ୍ତା ୯ ତାରିଖ ଯାଏ ଚାଲିବ ।…

ବିଶ୍ବ ଦକ୍ଷତା କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ଆଜି ଭୁବନେଶ୍ବରରେ ଉଦଘାଟିତ ହୋଇଛି ବିଶ୍ବ ଦକ୍ଷତା କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇଛି ବୋଲି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ବଢ଼ୁଛି ଭୟ । କିନ୍ତୁ ଏହି ସଂକ୍ରମଣ ମଧ୍ୟରେ ରାଜ୍ୟରୁ ଆସିଛି ଖୁସିର ଖବର । କାରଣ, ମହାମାରୀରୁ ସୁସ୍ଥ ହୋଇ ଫେରିଛନ୍ତି ଆଉ ୬୪ ଜଣ ଆକ୍ରାନ୍ତ । ମୟୂରଭଞ୍ଜରୁ ସର୍ବାଧିକ ୧୦ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧା ଓ ସମ୍ବଲପୁରରୁ ୭ ଜଣ ଲେଖାଏଁ…

ଶିମିଳିପାଳ ନିଆଁର ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡରେ କଂଗ୍ରେସର ୬ ଜଣିଆ ଟିମ୍

ବାରିପଦା: ଶିମିଳିପାଳରେ କେମିତି ଲାଗିଲା ନିଆଁ ? ବର୍ତ୍ତମାନ ସ୍ଥିତି କଣ ? କେତେ ଅଞ୍ଚଳ ଜଳି ଛାରଖାର ହୋଇଛି । ସ୍ଥିତି ଅନୁଧ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛି କଂଗ୍ରେସର ଏକ ୬ ଜଣିଆ ଟିମ୍ । ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ନିର୍ଦ୍ଦେଶରେ ଏହି ଟିମ୍ ୪ ଦିନ ଧରି…

ବିଜୁବାବୁଙ୍କ ଆଦର୍ଶକୁ ଆପଣାଇ ଲୋକଙ୍କ ସେବା କରିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ…

ଆଜି ରାଜ୍ୟରୁ ୯୧ କରୋନା ପଜିଟିଭ୍, ୧୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ବଢିଛି ଦୈନିକ କରୋନା କେସ୍ । ଗତକାଲି ଅପେକ୍ଷା ଆଜି ଆଉ ୧୦ଟି ନୂଆ ମାମଲା ସାମନାକୁ ଆସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ସଂକ୍ରମିତ ହୋଇଛନ୍ତି ୯୧ ଜଣ । ଗତକାଲି ଏହି ସଂଖ୍ୟା ଥିଲା ୮୧ । ନୂଆ ଆକ୍ରାନ୍ତଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୩ ଓ ଲୋକାଲ୍…

ବାଲୁକା କଳାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଝଡ଼ର ଇଗଲଙ୍କୁ ମନେ ପକାଉଛି ଦେଶ । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ ସାଧାରଣ ଜନତା । ଝୁରୁଛନ୍ତି ସେହି ମହାନ ଜନନାୟକ ବିଜୁବାବୁଙ୍କୁ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୫ ତମ ଜୟନ୍ତୀ । ଏହି ଅବସରରେ ବାଲୁକା…

ଆସାମରେ ବିଜେପି, ସହଯୋଗୀଙ୍କ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ

ନୂଆଦିଲ୍ଲୀ: ଆଗାମୀ ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ସହଯୋଗୀ ଦଳଙ୍କ ମଧ୍ୟରେ ସିଟ ବୁଝାମଣା ଚୂଡାନ୍ତ ହୋଇଛି । ବିଜେପି ୯୨ ଆସନରେ, ଆସାମ ଗଣପରିଷଦ ୨୬ ଏବଂ ୟୁପିପିଏଲ ୮ଟି ଆସନରେ ଲଢ଼ିବେ । ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଆସାମରେ ୩ଟି ପର୍ଯ୍ୟାୟରେ ୧୨୬ ବିଧାନସଭା ସିଟ…

ବିନା ଭକ୍ତରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ହେବ ଜାଗର ଯାତ୍ରା

ଭଦ୍ରକ: ଏବର୍ଷ ଜାଗର ଯାତ୍ରାରେ ଭକ୍ତ ଶୂନ୍ୟ ରହିବ ଭଦ୍ରକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ବିନା ଶ୍ରଦ୍ଧାଳୁରେ ଆରଡ଼ିରେ ଜାଗତଯାତ୍ରା ଅନୁଷ୍ଠିତ ହେବ । ଏଥିରାଇଁ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ଟା ଯାଏଁ ଜାରି ହେବ ୧୪୪ ଧାରା । ମନ୍ଦିର ପରିସରରେ କେହି…