Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀରେ ଦେହଜୀବୀଙ୍କ ଉତ୍ପାତ, ପିସିଆର୍ ଭ୍ୟାନ ଭଙ୍ଗାରୁଜା

ଭୁବନେଶ୍ୱର: ସଞ୍ଜ ନଇଁଲେ ରାଜଧାନୀରେ ବଢୁଛି ଦେହଜୀବୀଙ୍କ ବେପାର । ରାତି ବଢ଼ିବା ସହ ରାଜଧାନୀର ରାସ୍ତା କଡ଼ରେ ସେମାନଙ୍କ ଆଡ୍ଡା ଜମୁଛି । ସୂଚନା ଅନୁସାରେ ରବିବାର ରାତି ପ୍ରାୟ ୧୧ଟା ବେଳେ ରାଜମହଲ ଛକ ନିକଟରେ କିଛି ଦେହଜୀବୀ ନିଜ ନିଜ ମଧ୍ୟରେ ଝଗଡ଼ା କରୁଥିଲେ । ଖବର ପାଇ ପିସିଆର୍…

ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ମନା

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ପୁନଃ ବଢ଼ୁଥିବା କୋଭିଡ୍ ସଂକ୍ରମଣ ଓ ସୀମାନ୍ତ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ଦେଖି ସତର୍କ ହୋଇଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି…

ଆଜି ରାତିରୁ ଏହି ୨ ସ୍ଥାନରେ ଲାଗୁ ହେବ କର୍ଫ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ସ୍ଥିତି ବିଗାଡ଼ୁଛି କରୋନା । ରବିବାର ରାଜ୍ୟରେ ୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ପ୍ରାୟ ୧ ହଜାର ମାମଲା ଅମରାବତୀରୁ । ଏହାକୁ ଦୃଷ୍ଟିରେ ରଖି ଅମରାବତୀ ଓ ଅଚଳପୁର ମହାନଗର ନିଗମରେ ଆଜି ରାତି ୮ଟାରୁ କର୍ଫ୍ୟୁ ଲାଗୁ କରାଯିବ । ଏନେଇ…

ସହିଦ ଓଡ଼ିଆ ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଲଦାଖ ସୀମାରେ ମୁତୟନ ହୋଇଥିବା ଶଶାଙ୍କ ଶେଖର ଦେଶ ପାଇଁ ଶୁକ୍ରବାର ଦିନ ସହିଦ ହୋଇଛନ୍ତି। ଏହି ଓଡ଼ିଆ ଯବାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସେ ଟ୍ବିଟ ମଧ୍ୟ କରିଛନ୍ତି।…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ଅସ୍ତ୍ର ମାର୍କ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର: ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ମିସାଇଲ୍ ଅସ୍ତ୍ର ମାର୍କ-୨ର ପରୀକ୍ଷଣ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ପ୍ରଥମ ଉତକ୍ଷେପଣ କରାଯିବ । ଏୟାର-ଟୁ-ଏୟାର ଅର୍ଥାତ ଆକାଶରୁ ଆକାଶ ମାର୍ଗରେ ଏହା…

ହାତୀ ମଡ଼କ ଘଟଣାରେ କାର୍ଯ୍ୟାନୁଷ୍ଠାନ: କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ

ଭବାନୀପାଟଣା: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କାର୍ଯ୍ୟାନୁଷ୍ଠାନ । କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ସସପେଣ୍ଡ କରିଛି ପ୍ରାଣୀ ସମ୍ପଦ ବିଭାଗ । ପଶୁ ସମ୍ପଦ ଅତିରିକ୍ତ…

ଆଜି ବହୁମତ ସାବ୍ୟସ୍ତ କରିବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ

ପୁଡୁଚେରୀ: କଣ ହବେ ପୁଡୁଚେରୀରେ ଶାସନାଧୀନ କଂଗ୍ରେସର ଭାଗ୍ୟ । ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ । ଆସ୍ଥା ଭୋଟର ସମ୍ମୁଖୀନ ହେବେ । ବହୁମତ ସାବ୍ୟସ୍ତ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ ଟି.…

କେମିତି ଅଛନ୍ତି କରୋନା ଭ୍ୟାକ୍ସିନ୍ ପାଇନଥିବା ଦେଶ ? ସ୍ଥିତି କଣ ?

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମହାମାରୀ କୋଭିଡ୍ ସଂକ୍ରମଣକୁ ବର୍ଷରୁ ଅଧିକ ସମୟ ବିତି ସାରିଲାଣି । ବର୍ଷେ ଭିତରେ କରୋନା କାୟାରେ ଅନେକ ଜୀବନ ଯାଇଛି, ଅନେକ ଆକ୍ରାନ୍ତ ହୋଇଛନ୍ତି । ଏବେ ଦୁନିଆର ଅନେକ ଦେଶର କରୋନା ସଂକ୍ରମଣ ପୁଣି ଫେରିଛି । ସଂକ୍ରମଣ ବଢ଼ୁଥିବା ବେଳେ କରୋନାର ନୂଆ ନୂଆ ରୂପ…

ଫେରିଲା କରୋନା ଡର; ଆଜିଠୁ କଡାକଡି ହେବ କଟକଣା

ଭୁବନେଶ୍ୱର: ଫେରିଲା କରୋନା ଡର। କିଛି ଦିନ ହେବ କୋଭିଡ କଟକଣାକୁ ଏକପ୍ରକାର ଲୋକେ ଭୁଲି ଯାଇଥିବା ବେଳେ ପୁଣି ଥରେ ଏନେଇ ଆରମ୍ଭ ହୋଇଛି ସଚେତନତା। କିଛି ରାଜ୍ୟରେ କୋଭିଡ୍ କେସ୍ ବଢ଼ୁଥିବା ବେଳେ ଓଡ଼ିଶାରେ ଏହାର ପୁନରାବୃତ୍ତି ନେହେବ ନେଇ ପ୍ରଶାସନ ତତ୍ପରତା ଦେଖାଇଛି। ଏନେଇ ଆଜିଠୁ…

ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ଶନିବାର ବସିଥିବା ସର୍ବଦଳୀୟ ବୈଠକ ଅନୁସାରେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗରେ ୨ ଘଣ୍ଟା ଆଲୋଚନା ହେବ । ଆଲୋଚନା ପରେ ଅପରାହ୍ଣରେ ବଜେଟ୍ ଉପସ୍ଥାପନ ହୋଇପାରେ । ପୂର୍ବରୁ…