Latest Odisha News

BREAKING NEWS

Browsing Category

ଫିଚର

ଧାନ କିଣା ନେଇ ଆଜି ବିଧାନସଭାରେ ବିବୃତି ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଜାରି ରହିଛି । ପ୍ରଥମ ଦିନ ବିରୋଧୀ କଂଗ୍ରେସ କୋଟିଆ, ତୈଳଦର ବୃଦ୍ଧି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିବା ନେଇ ହୋହଲ୍ଲା କରିବା ସହ ରାଜ୍ୟପାଳଙ୍କ ଅଭିଭାଷଣକୁ ବହିଷ୍କାର କରି ଗୃହ ତ୍ୟାଗ କରିଥିଲେ ।…

ଭାରତ-ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ, ଦେପସାଙ୍ଗ-ଗୋଗରା-ହଟ୍ ସ୍ପ୍ରିଙ୍ଗକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ପ୍ୟାଙ୍ଗୋଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସୈନ୍ୟ ପ୍ରତ୍ୟାହାର ପରେ ଭାରତ ଓ ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ ବସୁଛି । ଏହି ବୈଠକରେ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗ, ଗୋଗରା ଓ ଦେପସାଙ୍ଗ କ୍ଷେତ୍ରରୁ ସୈନିକ ହଟାଇବା ପ୍ରସଙ୍ଗରେ ଆଲୋଚନା ହେବ । ଏହି ବୈଠକ ଏଲଏସିର ଚୀନ…

ଜଜ୍‌ଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇ ଗିରଫ

ବୁଗୁଡା : ଜଜଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇଙ୍କୁ ଗିରଫ କରିଛି ବୁଗୁଡା ପୋଲିସ । ଗିରଫ ଏଏସ୍‌ଆଇଙ୍କ ନାଁ ସୂର୍ଯ୍ୟନାରାୟଣ ବେହେରା । ସୂଚନା ଅନୁଯୟୀ, କରଚୁଲି ଗାଁର ବିଜୟ ବେହେରା ଓରଫ ବାବୁଲି ନିଜ ପୁତୁରାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜାନୁଆରୀ…

ଲାଲୁଙ୍କୁ ମିଳିଲାନି ଜାମିନ

ରାଞ୍ଚି : ପୁଣି ନିରାଶ ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । କାରଣ ଲାଲୁଙ୍କୁ ଏଥର ବି ମିଳିଲାନି ଜାମିନ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଗୋଖାଦ୍ୟ ଦୁର୍ନୀତି…

ଓସ୍କାର ଦୌଡରେ ନୀଳ ମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

ଭୁବନେଶ୍ବର : ଓଡ଼ିଆ ସୀନେ ଜଗତ ପାଇଁ ଖୁସି ଖବର । କାରଣ ପ୍ରଥମ ଥର ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ନୀଳ ମାଧବ ପଣ୍ଡାଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମକୁ ଜେନେରାଲ କାଟେଗୋରୀର…

ରାଜ୍ୟରେ କଡ଼ାକଡ଼ି ହେବ କୋଭିଡ୍ ନିୟମ, ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି

ଭୁବନେଶ୍ବର : ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡ଼ିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ…

ହାତୀ ମୃତ୍ୟୁର କାରଣ ଖୋଜା : ଭବାନୀପାଟଣାରେ କେନ୍ଦ୍ରୀୟ ଟିମ୍

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ କେମିତି ହେଲା ହାତୀଙ୍କ ମୃତ୍ୟୁ । ଏହାର ଅନୁଧ୍ୟାନ ପାଇଁ ଭବାନୀପାଟଣାରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ଟିମ୍ । ପୂର୍ବରୁ ୪ ଜଣିଆ ଟିମ୍ ଆସିବେ ବୋଲି ସ୍ଥିର ହୋଇଥିଲା । ହେଲେ ୪ ଜଣିଆ ଟିମରୁ ଆସାମ ଭେଟନାରୀ କଲେଜର ପଦ୍ମଶ୍ରୀ ଡଃ କେକେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ରାଜ୍ୟ ପାଇଁ ଖୁସି ଖବର । ଏବେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୯୨ ଆକ୍ରାନ୍ତ । ବରଗଡ଼ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ଯାଜପୁରରୁ ୯ ଜଣ, କଟକ ଓ ସମ୍ବଲପୁରରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ପୁରୀରୁ ୭,…

ମୁମ୍ବାଇରେ ଲାଗୁ ହେଲା ୩୬ ଘଣ୍ଟିଆ କର୍ଫ୍ୟୁ

ମୁମ୍ବାଇ : ପୁଣି ଚିନ୍ତା ବଢ଼ାଇଲା କରୋନା ଭାଇରସ୍‌ । ଭ୍ୟାକସିନ ମିଳିବା ପରେ ଚାଲିଛି ଟିକାକରଣ । ହେଲେ ମହାମାରୀ କରୋନା ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ରାଜ୍ୟରେ ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉଦ୍ଧବ ଠାକରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି…

୬ ଜଣଙ୍କୁ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଦାୟିତ୍ବ

ଭୁବନେଶ୍ବର : ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାକୁ ଶକ୍ତିଶାଳୀ କରିବା ପାଇଁ ଅଣ୍ଟା ଭିଡିଛି ବିଜେପି । ଏଥିପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଓ…