Latest Odisha News

BREAKING NEWS

Browsing Category

ଫିଚର

ଦୁଃଖଦ ଘଟଣା : ୧୫ ଦିନ ତଳେ ନିର୍ବନ୍ଧ ହୋଇଥିବା ମୂକବଧୀର ଯୋଡିଙ୍କ ମୃତଦେହ ଉଦ୍ଧାର

ସୁରଟ: ସୁରଟର ନାନପୁରା ଅଂଚଳରେ ଏକ ଦୁଃଖଦ ଘଟଣା ଘଟିଛି । ୧୫ ଦିନ ତଳେ ନିର୍ବନ୍ଧ ସମ୍ପନ୍ନ ହୋଇଥିବା ଏକ ମୁକବଧୀର ଯୋଡିଙ୍କ ମୃତଦେହ ବାଥରୁମରୁ ଉଦ୍ଧାର ହୋଇଛି । ଉଭୟ ଫେସବୁକ ମାଧ୍ୟମରେ ପରସ୍ପର ନିକଟତର ହେବା ସହ ପ୍ରେମରେ ପଡିଥିଲେ । ଉଭୟଙ୍କ ବିବାହ ଏପ୍ରିଲରେ ହେବାକୁ ଥିଲା । ୨୧ ବର୍ଷୀୟ…

ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ପର୍ଯ୍ୟବେକ୍ଷକ, ଚାଷୀଙ୍କ ଠାରୁ ନେଉଥିଲେ ୨୬ ହଜାର ଲାଞ୍ଚ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଉଦ୍ୟାନ କୃଷି ପର୍ଯ୍ୟବେକ୍ଷକ । ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ବୁଗୁଡ଼ା ବ୍ଲକ ଉଦ୍ୟାନ କୃଷି ପର୍ଯ୍ୟବେକ୍ଷକ ଉମା ଚରଣ ବେହେରା । ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଚାଷୀଙ୍କ ଫିଲ୍ଡ…

ଚାଷୀ ପ୍ରସଙ୍ଗରେ ବିଧାନସଭା ଠପ୍, ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭାରେ ଚାଷୀ ଝଡ଼ । ଅଧିବେଶନର ଦ୍ୱିତୀୟ ଦିନରେ ବିରମ୍ବାର ଗୃହ ମୁଲତବୀ । ପ୍ରଥମେ ସାଢ଼େ ୧୧ଟା ଓ ପରେ ଅପରାହ୍ଣ ୪ଟା ଯାଏ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଆଜି ଅଧିବେଶନ ଆରମ୍ଭ…

ଓଡ଼ିଶା ପାଇଁ NMAର ବାଇ ଲ’ ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍

ଭୁବନେଶ୍ୱର: ଓଡ଼ିଶାର ପୁରାତନ କୀର୍ତ୍ତିରାଜିର ବିକାଶ ନିହାତି ଆବଶ୍ୟକ । କିନ୍ତୁ ଆଇନକୁ ଭଙ୍ଗ କରି କିମ୍ବା ଅଣଦେଖା କରି ଏହା ହେବା ଅନୁଚିତ । ଓଡ଼ିଶା ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ବା NMAର ଡ୍ରାଫ୍ଟ ବାଇ ଲ’ ପ୍ରସଙ୍ଗରେ ଟ୍ୱିଟ୍ କରି ଏହି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର…

ବିଧାୟକଙ୍କ ଦରବୃଦ୍ଧି ପ୍ରତିବାଦ; ସାଇକେଲରେ ବିଧାନସଭା ଆସିଲେ, ଚୂଲ୍ଲା ଟେକି ଆଣିଲେ

ପାଟଣା: ଲଗାତାର ଭାବେ ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ସହ ଏଲପିଜି ଦର । ଯାହାର ପ୍ରଭାବ ପଡ଼ିଛି ସିଧା ଖାଉଟିଙ୍କ ଉପରେ । ପେଟ୍ରୋଲଜାତ ପଦାର୍ଥର ଅହେତୁକ ଦରବୃଦ୍ଧିକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ସରକାର ବିଧାୟକମାନଙ୍କ ଲାଗି ଗାଡ଼ି ସହ ତେଲଖର୍ଚ୍ଚ ଯୋଗାଇ ଦେଉଛନ୍ତି । ଦରବୃଦ୍ଧି…

ଦୋଷୀ ନିର୍ଦ୍ଧାରଣ କରିବାରେ ଲିଙ୍ଗ, ବୟସ, ବୃତି ପ୍ରାସଙ୍ଗିକତାର ଆବଶ୍ୟକତା ନାହିଁ: ଶାହ

ନୂଆଦିଲ୍ଲୀ: ଅପରାଧର ଦୋଷ ନିର୍ଦ୍ଧାରଣ କରିବାରେ ବୟସ, ଲିଙ୍ଗ, ବୃତି କିମ୍ବା ଜାତିର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି । ଟୁଲକିଟ ମାମଲାରେ ଗିରଫ ହୋଇଥିବା କ୍ଲାଇମେଟ ଆକ୍ଟିଭିଷ୍ଟ ଦିଶା ରବିଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ବିରୋଧୀଙ୍କୁ…

ଆଜି ରାଜ୍ୟରୁ ୫୩ କରୋନା ପଜିଟିଭ୍, ସମ୍ୱଲପୁରରୁ ସର୍ବାଧିକ ୧୧ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ କେସ୍ ୬୦ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୩ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୨ଟି । ସମ୍ୱଲପୁର ଜିଲ୍ଲାରୁ…

ଓଭରବ୍ରିଜ୍ ଉପରୁ ବସ୍ ଉପରେ ଖସି ପଡ଼ିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଓଭରବ୍ରିଜ ଉପରୁ ଭାରସାମ୍ୟ ହରାଇ ଖସି ପଡ଼ିଲା ଟ୍ରକ୍ । ତଳେ ଯାଉଥିବା ବସ୍ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ଜଣ ଯାତ୍ରୀ । ଏଭଳି ଦୁର୍ଘଟଣା ଘଟିଛି…

କୋଟିଆ ଶୁଣାଣି: ଜବାବ ଦାଖଲ ପାଇଁ ଓଡ଼ିଶାକୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ମାମଲାର ଶୁଣାଣି କରି ଓଡ଼ିଶାକୁ ଜବାବ ଦାଖଲ ପାଇଁ ଚାରି ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆନ୍ଧ୍ରପ୍ରଦେଶର ଜବାବ ଉପରେ ପ୍ରତି ଜବାବ ରଖିବା ପାଇଁ ମାସେ ମହଲତ ମିଳିଛି । ଜଷ୍ଟିସ…

ନାସା ମିଶନକୁ ସଫଳ କରାଇଲେ ଭାରତୀୟ ବଂଶୋଦ୍ଭବ ସ୍ୱାତୀ ମୋହନ

ନୂଆଦିଲ୍ଲୀ: ଆମେରିକାର ମହାକାଶ ଏଜେନ୍ସି ନାସା ଶୁକ୍ରବାର ଐତିହାସିକ ସଫଳତା ହାସଲ କରିଛି । ମଙ୍ଗଳ ଗ୍ରହକୁ ଗବେଷଣା ପାଇଁ ରୋଭର ପରସିଭରେନ୍ସ ସଫଳତାର ସହ ପଠାଯାଇପାରିଛି । ତେବେ ଏହାକୁ ସଫଳ କରାଇବାରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଡକ୍ଟର ସ୍ୱାତୀ ମୋହନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…